Browsing Category

ବିଦେଶ

ଚୀନ୍‌ରେ ହିନ୍ଦୀରେ କଥା ହେଉଛି ମେସିନ୍‌, ଭାରତୀୟଙ୍କୁ ଦେଖିବା ମାତ୍ରେ ଚିହ୍ନି ଦେଉଛି, X ରେ ଫଟୋ ସେୟାର

ନୂଆଦିଲ୍ଲୀ: ଚୀନ୍‌ରେ ପହଞ୍ଚିଥିବା ଭାରତର ଏକ ଯାତ୍ରୀ ସେତେବେଳେ ଚକିତ ହୋଇଯାଇଥିଲେ ଯେତେବେଳେ ତାଙ୍କୁ କେହି ହିନ୍ଦୀ କହୁଥିବାର ଶୁଣାଯାଇଥିଲା । ଏହାଠାରୁ ଆହୁରି ଅଧିକ ଖାସ୍ ଥିଲା କି ଏହି ହିନ୍ଦୀ ମେସିନର ଭାଷା…

Emmy Awards 2024: ‘Succession’ ଏବଂ ‘The Bear’ ଶ୍ରେଷ୍ଠ ବିଜେତା

ନୂଆଦିଲ୍ଲୀ: ୭୫ତମ ପ୍ରାଇମ୍ ଟାଇମ୍ Emmy Awards 2024 ଆମେରିକାରେ ସୋମବାର(ଭାରତୀୟ ସମୟନୁସାରେ ମଙ୍ଗଳବାର) ଅନୁଷ୍ଠିତ ହୋଇଯାଇଛି । ଏହି ଆୱାର୍ଡ଼ ଉତ୍ସବରେ ‘Succession’ ଏବଂ ‘The Bear’ ବିଜେତା ହୋଇଥିଲେ ।…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବିଜୟ, ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆଗକୁ ବଢାଇଲେ ପାଦ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରପତି ନିର୍ବାଚନର ସମୟ ଧୀରେ ଧୀରେ ପାଖେଇ ଆସୁଛି। ଏହା ସହ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଦୌଡ ମଧ୍ୟ ଆରମ୍ଭ ହୋଇସାରିଛି। ପୂର୍ବତନ ରାଷ୍ଟ୍ରପତି…

ଦକ୍ଷିଣ କୋରିଆ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି କିମ୍ ଜୋଙ୍ଗ୍

ସିଓଲ: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଏକ ଭିନ୍ନ ଦେଶ ଭାବରେ ଦକ୍ଷିଣ କୋରିଆର ସ୍ଥିତିରେ ପରିବର୍ତ୍ତନ ପାଇଁ ସୋମବାର ସାମ୍ବିଧାନିକ ସଂଶୋଧନ ପାଇଁ ଆହ୍ୱାନ କରିଛନ୍ତି…

Elon Muskଙ୍କ ରୋବୋଟ କରୁଛି ଘରୋଇ କାର୍ଯ୍ୟ, ଦେଖନ୍ତୁ ଭିଡ଼ିଓ…

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ Humanoid Robot Optimusର ଏକ ନୂତନ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ରୋବୋଟ ଘରୋଇ କାର୍ଯ୍ୟ କରୁଥିବାର ନଜର ଆସିଛି । ଏନେଇ ଏଲନ୍ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ…

“ପୋକର କିଙ୍ଗ୍‌” ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଯାହାଙ୍କ ପାଖରେ ସକାଳୁ ରାତି ଯାଏଁ ଲାଗେ ଝିଅଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ: ସର୍ବନାଶର ମୁଖ୍ୟ କାରଣ ହେଉଛି ଜୁଆ। ଯାହା ମହାଭାରତରୁ ଆରମ୍ଭ କରି ଆଜି ଯାଏଁ ସବୁ ସ୍ଥାନରେ ପ୍ରମାଣିତ ହେଇଆସୁଅଛି। ଜୁଆ ହେଉଛି ଏକ ଏମିତି ଖେଳ ଯେଉଁଥିରେ କିଛି କ୍ଷଣ ଭିତରେ ଜଣେ କୋଟିପତି ଦାଣ୍ଡର…

ପୁଣି ଉତ୍ତର କୋରିଆରେ ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ

ଓଡ଼ିଶା ଭାସ୍କର: ପୁଣି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ କରିଲା ଉତ୍ତର କୋରିଆ । ଏହା ଏକ ହାଇପରସୋନିକ ପରୀକ୍ଷଣ ଯାହା ଏକ ଗ୍ଦକ୍ଟକ୍ଷସୟ ଲଙ୍କରକ୍ଷ ଙ୍ଗରବକ୍ଟ୍ରକ୍ଟଦ୍ଭ ଅଟେ । ଏହି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ ଜାପାନ,…

ରୁଷକୁ ମିଳିଲା ସୁନା ଖଣିର ସନ୍ଧାନ

ଓଡ଼ିଶା ଭାସ୍କର: ଦୀର୍ଘ ଦିନ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବେଳେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ରୁଷ ହାତରେ ଲାଗିଛି ବଡ଼ ଖଜଣା । ରୁଷକୁ…

ପାକିସ୍ତାନରେ ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କା, ଚିକେନ କେଜି ୬୧୫ ଟଙ୍କା: ଜାଣନ୍ତୁ ପିଆଜ ଦର କେତେ ରହିଛି

ଇସଲାମବାଦ: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଦରଦାମ ଆଉ ଜମାରୁ ବି ନିୟନ୍ତ୍ରଣରେ ନାହିଁ। ଦେଶରେ ନିତ୍ୟ…

ମାର୍ଚ୍ଚ ୧୫ ସୁଦ୍ଧା ସୈନ୍ୟ ହଟାଅ, ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପରେ ମୁତୟନ ଥିବା ଭାରତୀୟ ସୈନିକଙ୍କୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରତ୍ୟାହାର କରିନେବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରବିବାର…