Browsing Category

ବିଦେଶ

ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ସର୍ତ୍ତ ରଖିଲେ ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ ଯଦି ୟୁକ୍ରେନ କିଛି କଥାରେ ରାଜି ହୁଏ ତେବେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇପାରେ। ଶୁକ୍ରବାର…

(Video) ଭାରତୀୟ ସଂସ୍କୃତି ‘ନମସ୍ତେ’କୁ ଆପଣାଇଲା ବିଶ୍ୱ: ଜି-୭ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଲା ଏକ ନିଆରା ଦୃଶ୍ୟ

ନୂଆଦିଲ୍ଲୀ: ଭାରତର ଇତିହାସ ମହାନ୍ । ଭାରତରେ ବସବାସ କରୁଥିବା ଲୋକଙ୍କର ଖାଦ୍ୟପେୟ, ବେଶଭୂଷା, କଥାବାର୍ତ୍ତା, ଚାଲିଚଳନ ବେଶ୍ ମାର୍ଜିତ ଓ ପରମ୍ପରାଗତ । ସେଥିପାଇଁ ବିଶ୍ୱର କୋଣ ଅନୁକୋଣର ବହୁ ବଡ଼ ବଡ଼ ରାଷ୍ଟ୍ର…

ଜି-୭ ଶିଖର ସମ୍ମିଳନୀ: ଋଷି ସୁନାକ ଓ ମାକ୍ରୋନଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସହ ଦ୍ୱିପାକ୍ଷିକ ଭାବେ ଆୟୋଜିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ…

୧୮.୬ ବର୍ଷ ପରେ ପୁଣି ଦେଖିବାକୁ ମିଳିବ ଅଭିନବ ମହାଜାଗତିକ ଦୃଶ୍ୟ, ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା

ନୂଆଦିଲ୍ଲୀ: ବହୁତ ଶୀଘ୍ର ଆକାଶରେ ଦେଖିବାକୁ ମିଳିବ ଅଭିନବ ଦୃଶ୍ୟ । ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା । ଫଳରେ ଚନ୍ଦ୍ର ଉଦୟ ଓ ଅସ୍ତ ହେବାର ଅଧିକତମ ସମୟ ଦୃଶ୍ୟମାନ ହେବ । ବିଜ୍ଞାନ ଭାଷାରେ ଏହାକୁ ଲୁନାର…

ଇଟାଲୀରେ ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଭେଚ୍ଛା ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

୧୦ ଲକ୍ଷ କାଉଙ୍କୁ ମାରିବାକୁ ଯୋଜନା କରୁଛନ୍ତି ସରକାର; ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଭାରତୀୟ କାଉଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି କେନିଆ ସରକାର। କେନିଆ ବନ୍ୟପ୍ରାଣୀ ସେବା (କେଡବ୍ଲ୍ୟୁଏସ୍) କହିଛି ଯେ ଭାରତୀୟ କାଉ ଏକ ବିଦେଶୀ ପକ୍ଷୀ, ଯାହା ଗତ କିଛି ଦଶନ୍ଧି ଧରି ସେଠାରେ ରହୁଥିବା…

(Video)ଜି ୭ ସମ୍ମିଳନୀରେ ବାଇଡେନ୍ କଲେ ଏପରି କିଛି ଆଚରଣ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଯାଇଥାନ୍ତି । ଜି-୭ ଶିଖର ସମ୍ମିଳନୀ ସମୟରେ ପୁଣି ଏହିପରି କିଛି ହୋଇଛି । ସର୍ବପ୍ରଥମେ ଯେତେବେଳେ ସେ ଇଟାଲୀରେ ପହଞ୍ଚିଲେ…

ମେଲୋନୀଙ୍କ ସହ ଏହି ପ୍ରସଙ୍ଗରେ ମୋଦୀଙ୍କର ହେବ ଆଲୋଚନା, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବି ହେବ ସାକ୍ଷାତ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ସହର ପହଞ୍ଚି ଯାଇଛନ୍ତି । ଏହି ସମୟରେ ମୋଦୀଙ୍କର ବହୁ ନେତାଙ୍କ ସହ ଦ୍ୱିପାକ୍ଷୀୟ ବୈଠକ ହେବାର ଅଛି ।…

ବୈଜ୍ଞାନିକଙ୍କ ଗବେଷଣା: ଆସିବ ମହାଭୂକମ୍ପ, ୧୦୦ ଫୁଟ ଉଚ୍ଚକୁ ଉଠିବ ସୁନାମୀ ଲହର, ୧୦ ହଜାର ଲୋକଙ୍କ ପ୍ରାଣହାନୀ ଘଟିବ!

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମୀ ତଟରେ ସମୁଦ୍ର ଭିତରେ ଏକ ଫଲ୍ଟଲାଇନ ରହିଛି । ଏହି ଫଲ୍ଟଲାଇନ ଯେ କୌଣସି ଦିନ ଏକ ଭୟଙ୍କର ଭୂକମ୍ପ ଓ ସୁନାମୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି । ଏହି ଫଲ୍ଟ…

ବଦଳିଲା ଆପଲ୍‌ର ପଲିସି; ଏଣିକି ଆଉ ଆଇଫୋନ୍ ୟୁଜର୍ସଙ୍କୁ ମିଳିବନି ଏହି ମାଗଣା ଫିଚର

ନୂଆଦିଲ୍ଲୀ: ଆପଲ୍ ଫୋନର ଦାମ୍ ବହୁତ ଅଧିକ। ବିଶେଷ କରି ଭାରତରେ ଏହାର ଦାମ୍ ବହୁତ ଅଧିକ ରହିଛି। ସେଥିଲାଗି ଏହାର ୱାରେଣ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କାରଣ ଯଦି ଫୋନରେ କୌଣସି ସମସ୍ୟା ହୁଏ ତେବେ ଏହାକୁ…