fbpx
Browsing Category

ବିଦେଶ

ଦୁନିଆର ଯୁବ ଆରବପତିଙ୍କ ତାଲିକାରେ ୧୯ ବର୍ଷୀୟ କ୍ଲେମେଣ୍ଟ

ବିଶ୍ୱର ଆରବପତିମାନଙ୍କ ତାଲିକା ମଧ୍ୟରେ ବିଲ୍ ଗେଟ୍‌ସ, ଏଲୋନ୍ ମସ୍କ, ଜୈଫ୍ ବେଜୋସ, ବାର୍ନାର୍ଡ଼ ଅର୍ନାଲ୍ଟ, ମାର୍କ ଜୁକର୍ବର୍ଗଙ୍କ ପରି ଅନେକ ନାମ ରହିଛି । ଏହା ପଛରେ ଲୁଚି ରହିଛି ଅନେକ ସଂଘର୍ଷ । ଏହି କ୍ରମରେ ଆଉ…

ଚୀନ୍‌ରେ ବ୍ୟାପିବାରେ ଲାଗିଛି ଅଜଣା ଫ୍ଲୁ , ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି ହସ୍ପିଟାଲ

ନୂଆଦିଲ୍ଲୀ: ଚୀନ୍‌ରେ ପିଲାମାନଙ୍କ ମଧ୍ୟରେ ନିମୋନିଆ ପରି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡିତ ପିଲାମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଛି । ଏବେ ସୂଚନା ମିଳିଛି କି ପ୍ରତିଦିନ ୭ ହଜାରରୁ…

ଫିଲିପାଇନ୍ସରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ଼ କରାଯାଇଛି

ଶନିବାର ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ଼ କରାଯାଇଛି । ଏହି ଭୂକମ୍ପର ପ୍ରଭାବରେ ୩ ମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ଏହା ସହ…

COP 28: ‘ପ୍ରଥମ ଧାଡିରେ ତ ମୋଦୀ, ଆମର କୁଆଡେ ଗଲେ’, ନିଜ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନବାସୀ କଲେ ଏପରି ପରିହାସ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀ (ସିଓପି ୨୮) ଦୁବାଇରେ ଚାଲୁଅଛି । ୟୁଏଇ ଏଥର ସିଓପି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି । ଏହି ସମ୍ମିଳନୀରେ…

(video)ପାକିସ୍ତାନରେ ଶ୍ରୀକୃଷ୍ଣ ମନ୍ଦିର ଏବେ ପାଲଟିଛି ମଦ୍ରାସା, ଐତିହ୍ୟ ପ୍ରତି ବିପଦ ବଢୁଥିବା ନେଇ ଗଭୀର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଅଧିକୃତ ପଞ୍ଜାବର ସାଦିକ୍ୱାବାଦ ଅହମଦପୁର ଲୁମା ସହରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମନ୍ଦିରକୁ…

ଇମରାନ୍ ଖାନ୍‌ଙ୍କ ସ୍ଥାନ ନେଲେ ପାକିସ୍ତାନର ଏହି ବାରିଷ୍ଟର, ପିଟିଆଇ ଅଧ୍ୟକ୍ଷ ଭାବରେ ନିର୍ବାଚିତ

ଇସଲାମବାଦ:ପାକିସ୍ତାନରେ ବଡ ଧରଣର ରାଜନୈତକ ପରିବର୍ତ୍ତନ ହୋଇଛି । ଜେଲ୍‌ରେ ବନ୍ଦ ଇମରାନ୍ ଖାନ୍‌ଙ୍କ ସ୍ଥାନରେ ବାରିଷ୍ଟର ଗୌହର ଅଲ୍ଲୀ ଖାନ୍‌ଙ୍କୁ ପାକିସ୍ତାନ ତହରିକ୍ ଏ ଇନସାଫ (PTI)ର ନୂଆ ଅଧ୍ୟକ୍ଷ ଭାବରେ ଚୟନ…

ବାଲାଂଦେଶରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ବାରମ୍ବାର ଭୂକମ୍ପ ହେବାର ଖବର ବର୍ତ୍ତମାନ ସାଧାରଣ ହୋଇଗଲାଣି। ଶନିବାର ଦିନ ବାଂଲାଦେଶ ଏବଂ ଲଦାଖରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। କେନ୍ଦ୍ର…

ଟି-୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବା ନେଇ ପଛଘୁଞ୍ଚା ଦେଲା ଡୋମିନିକା

ଏଥର ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜକ ଆମେରିକା ଓ ୱେଷ୍ଟ ଇଣ୍ଡିଜ ରହିବେ । ଏହି ଟି-୨୦ ବିଶ୍ୱକପରେ ମୋଟ୍ ୨୦ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଏକ ସହର ବିଶ୍ୱକପ ମ୍ୟାଚ୍…

ଇସ୍ରାଏଲ ହମାସ ଯୁଦ୍ଧ; ଅସ୍ତ୍ରବିରତି ପରେ ପୁଣି ଆକ୍ରମଣ, ୧୦୦ରୁ ଉର୍ଦ୍ଧ୍ୱ ମୃତ

ଗାଜା: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଶେଷ ହୋଇଯାଇଛି । ଅସ୍ତ୍ର ବିରତି ପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଥିଲା । ଫଳରେ ଗାଜାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା…

ମୃତ କହି ମହିଳାଙ୍କୁ ଶବଗୃହକୁ ପଠାଇଦେଲେ ଡାକ୍ତର, କର୍ମଚାରୀ ବ୍ୟାଗ ଖୋଲି ଦେଖିଲେ ତ…

ନୂଆଦିଲ୍ଲୀ: ହସ୍ପିଟାଲରେ ଚିକିତ୍ସା ସମୟରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇଗଲେ ପରିବାର ଲୋକେ ଶବ ନ ନେବା ପର୍ଯ୍ୟନ୍ତ ତାହା ହସ୍ପିଟାଲର ଶବଗୃହରେ ରଖାଯାଏ । ଶବ ସହିତ ଏହି ଶବଗୃହରେ କାମ କରୁଥିବା କର୍ମଚାରୀମାନେ ବି…