fbpx
Browsing Category

ବିଦେଶ

ଜୀବନ ନେଇଗଲା ରୋବଟ୍‌, ଏକ ବାକ୍ସ ମନେ କରି ମେକାନିକର ଶରୀରକୁ ଦଳି କରିଦେଲା ଦୁଇଖଣ୍ଡ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ଟେକ୍ନୋଲଜି କ୍ଷେତ୍ରରେ ବହୁତ ଉନ୍ନତି କରିସାରିଛି । ଏବେ ତ ଏପରି ରୋବଟ୍ ବାହାରିଲାଣି ଯାହା ମାନବ ପରି ସମସ୍ତ କାର୍ଯ୍ୟ କରିପାରୁଛି । ଏପରି କି ବୈଜ୍ଞାନିକମାନେ ଏବେ ଏପରି ରୋବଟ୍…

ଦୀପର ଆଲୋକରେ ଚମକିଲା ଲଣ୍ଡନର Downing Street: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ପତ୍ନୀଙ୍କ ସହ ଏପରି ମନାଇଲେ ଦୀପାବଳି

ନୂଆଦିଲ୍ଲୀ: ଦୀପାବଳିର ୨ ଦିନ ପୂର୍ବରୁ ବ୍ରିଟେନର ଡାଓ ଷ୍ଟ୍ରିଟ୍ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦୀପ ଆଲୋକରେ ଆଲୋକିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସହ…

(Video) ଦାର୍ଶନିକ ସ୍ଲାଭୋଜଙ୍କ ବିବାଦୀୟ ବୟାନ୍, କହିଲେ – ‘ଭଗବଦ୍ ଗୀତା ହେଉଛି ଅଶ୍ଳୀଳ, ଘୃଣ୍ୟ: ହିମଲର ଏହାକୁ ଯିହୁଦୀମାନଙ୍କର ନରସଂହାରକୁ…

ନୂଆଦିଲ୍ଲୀ : ପ୍ରସିଦ୍ଧ ସ୍ଲୋଭେନିଆର ଦାର୍ଶନିକ ସ୍ଲାଭୋଜ ଜିଜେକ ଭଗବଦ୍ ଗୀତା ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏ ସମ୍ପର୍କରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ତାଙ୍କର ଏହି ବୟାନ ଏହି ପବିତ୍ର…

War Updates; ଇସ୍ରାଏଲ ବିରୋଧରେ ଏକାଠି ହେଲେ ୫୭ଟି ଇସଲାମିକ ରାଷ୍ଟ୍ର

ଓଡିଶା ଭାସ୍କର; ଦୀର୍ଘ ଏକ ମାସ ହେଲାଣି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ଲଢେଇରେ ଅନେକ ନିରୀହ ଲୋକେ ପ୍ରାଣ ହରାଉଥିବା ବେଳେ ଯୁଦ୍ଧର ସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି…

(Video) ହୃଦୟବିଦାରକ ଦୃଶ୍ୟ: ଯୁଦ୍ଧରେ ମୃତ ଶିଶୁ କନ୍ୟାକୁ କାନ୍ଦି କାନ୍ଦି ଶେଷ ବଦାୟ ଦେଲେ ମାଆ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପରେ ପରିଣତ ହେଉଛି । ଇସ୍ରାଏଲ ଆକ୍ରମଣରେ ଗାଜାର ଅଂସଖ୍ୟ ଲୋକେ ପ୍ରାଣ ହରାଉଛନ୍ତି । ଏହାର ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଥିବା…

ଆମେରିକା ସହିତ ଏହି ୧୧ ଦେଶରେ ମିଳିଛି ଭୟାନକ କୋଭିଡ୍ ଭେରିଆଣ୍ଟ, ବୈଜ୍ଞାନିକ କହିଲେ କାମ ଦେବନି ଭ୍ୟାକସିନ

ନୂଆଦିଲ୍ଲୀ:କୋଭିଡ୍ ମହାମାରୀ ବିଶ୍ୱରୁ ଲୋପ ପାଇଯାଇ ନାହିଁ । ଏବେ ଆଶଙ୍କା କରାଯାଉଛି କି ଭବିଷ୍ୟତରେ ଏହା ପୁଣି ଭୟାନକ ରୂପ ନେଇ ଫେରୁଛି । ଖବର ମିଳିଛି କି ଆମେରିକାରେ କୋଭିଡ୍ -୧୯ର ନୂଆ ଭେରିଆଣ୍ଟ ମିଳିଛି ଯାହାକୁ…

ଇଣ୍ଡୋନେସିଆରେ ଭୂକମ୍ପର ଜୋରଦାର ଝଟକା: ୬.୯ ତୀବ୍ରତାରେ କମ୍ପିଉଠିଲା ସୋମଲାକି ସହର

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାନ୍ଦା ସାଗରରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୟୁଏସଜିଏସ କହିଛି ଯେ ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ…

ICMR ଓ ବିଦେଶୀ ସଂସ୍ଥାର ରିସର୍ଚ୍ଚ ରିପୋର୍ଟ: ଜଣେ ମଣିଷ ବର୍ଷକୁ ୨ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ ଗିଳୁଛି, ଜନ୍ମିତ ଶିଶୁ ନପୁଂସକ ହେବାର ଆଶଙ୍କା

ନୂଆଦିଲ୍ଲୀ: ପ୍ଲାଷ୍ଟିକକୁ ନେଇ ବର୍ତ୍ତମାନ ସମୟରେ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । ପ୍ଲାଷ୍ଟିକ ଏପରି ଏକ ଜିନିଷ ଯାହାକି ମଣିଷ ପାଇଁ ନିହାତି ଜରୁରୀ । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ଲାଷ୍ଟିକ ମଣିଷକୁ…

ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: Videoରେ ଦେଖନ୍ତୁ ଗୁଳି ଚଳାଇବାର ଦୃଶ୍ୟ

ନୂଆଦିଲ୍ଲୀ: ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ୱାସଙ୍କୁ ହତ୍ୟା କରିବାର ପ୍ରୟାସ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ଏହି ଘଟଣା ଘଟିଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସେୟାର କରାଯାଇଛି । ଏହା ସହିତ…

ଇସ୍ରାଏଲ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୦୦୦ ପାଲେଷ୍ଟାଇନ ନାଗରିକ ମୃତ, ଏଥିରେ ପିଲାଙ୍କ ସଂଖ୍ୟା ୪୧୦୦ ରୁ ଅଧିକ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ମାସ ହେବାକୁ ଯାଉଛି। ଏହି ସମୟରେ, ଅଲ ଜଜିରାର ଏକ ରିପୋର୍ଟରେ ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ, ଏହି ଯୁଦ୍ଧରେ…