Browsing Category

ବିଦେଶ

ଏଲନ ମସ୍କଙ୍କ ‘ଏକ୍ସ’ ପୁଣି ହେଲା ଡାଉନ୍‌, ଲଗାତାର ୨ଦିନରେ ସର୍ଭିସ ଠପ୍‌, କୋଟି କୋଟି ୟୁଜର୍ସ ପ୍ରଭାବିତ

ନୂଆଦିଲ୍ଲୀ: ପୁଣି ଡାଉନ ହେଲା ଏକ୍ସ। ଏଲନ ମସ୍କଙ୍କ ଏକ୍ସ ଶନିବାର ଅର୍ଥାତ ଆଜି ସଂପୂର୍ଣ୍ଣ ଭାବେ ଡାଉନ ହୋଇଛି। ଏକ୍ସର ଏହି ଆଉଟେଜର ପ୍ରଭାବ ସାରା ବିଶ୍ୱରେ ପଡ଼ିଛି। ଏଥିରେ କୋଟି କୋଟି ୟୁଜର୍ସ ପ୍ରଭାବିତ ହୋଇଛନ୍ତି।…

କିଏ ସେହି ବାଂଲାଦେଶ ସେନା ମୁଖ୍ୟ, ଯିଏ କି ଦୋହଲାଇ ଦେଇଛନ୍ତି ୟୁନୁସଙ୍କ ଚେୟାର

ଢାକା,୨୪ା୫: ବାଂଲାଦେଶରେ ଆଜିକାଲି ରାଜନୈତିକ ଅସ୍ଥିରତା ବୃଦ୍ଧି ପାଉଛି। ନିର୍ବାଚନକୁ ନେଇ ଅନ୍ତରୀଣ ସରକାର ନେତା ମହମ୍ମଦ ୟୁନୁସ ଏବଂ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ଭୂମିକମ୍ପରେ ଦୋହଲିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ଦିନ ଭୂମିକମ୍ପର ଝଟକା ଯୋଗୁଁ ଲୋକଙ୍କ ମଧ୍ୟରେ କୋଳାହଳ ବଢିଯାଇଛି। ସୂଚନା ମୁତାବକ, ଆପଗାନିସ୍ତାନରେ ଆସିଥିବା ଭୂମିକମ୍ପର…

ଅପରେସନ୍ ସିନ୍ଦୁର ପରେ ବିଚଳିତ ପାକିସ୍ତାନ, ଚୀନ୍ ସହ ହାଇପରସୋନିକ୍ ମିସାଇଲ ଡିଲ୍ ପାଇଁ ଚଳାଇଛି ଚେଷ୍ଟା

ଇସଲାମାବାଦ: ଭାରତର ଅପରେସନ୍ ସିନ୍ଦୁର ପାକିସ୍ତାନର ସାମରିକ ଓ ରଣନୀତିକ ଦୁର୍ବଳତାକୁ ପ୍ରକାଶ କରିଛି, ଯାହା ପରେ ପାକିସ୍ତାନ ନିଜର ପ୍ରତିରକ୍ଷା ଶକ୍ତି ବଢ଼ାଇବା ପାଇଁ ଚୀନ୍ ସହ ହାଇପରସୋନିକ୍ ମିସାଇଲ ଡିଲ୍ ପାଇଁ…

ପ୍ରଥମଥର ପାଇଁ ବିଦେଶ ବୁଲିବାକୁ ଯାଉଛନ୍ତି କି? ଯିବା ଆସିବାରେ ହେବନାହିଁ ଅସୁବିଧା

ଓଡିଶା ଭାସ୍କର: ବିଦେଶକୁ ବୁଲିବାକୁ ଯିବା ସମସ୍ତଙ୍କର ସ୍ୱପ୍ନ ହୋଇଥାଏ। ଯଦି କେହି ପ୍ରଥମଥର ପାଇଁ ବିଦେଶ ଯାତ୍ରା କରୁଛନ୍ତି ତ ସେମାନଙ୍କୁ କିଛି ଖାସ କଥା ଉପରେ ଧ୍ୟାନ ରଖିବାକୁ ପଡିବ। କାହିଁକି ନା ସବୁଦେଶର ନିୟମ…

ଅଷ୍ଟ୍ରେଲିଆରେ ବନ୍ୟାର ତାଣ୍ଡବ, ଚାରି ଜଣଙ୍କ ମୃତ୍ୟୁ; 50 ହଜାରରୁ ଅଧିକ ଜଳବନ୍ଦୀ

ଅଷ୍ଟ୍ରେଲିଆ: ବନ୍ୟାରେ ଉବୁଟୁବୁ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ 3 ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଜର୍ମାନ ଷ୍ଟେଶନରେ ଯାତ୍ରୀଙ୍କ ଉପରକୁ ଛୁରୀରେ ଆକ୍ରମଣ, ୧୮ ଆହତ; ମହିଳା ଗିରଫ

ବର୍ଲିନ: ଜର୍ମାନର ହାମବର୍ଗରେ ଛୁରୀ ଆକ୍ରମଣରେ ୧୮ ଜଣ ଆହତ ହୋଇଛନ୍ତି। ଜର୍ମାନୀର ଖବରକାଗଜ ବିଲ୍ଡ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏକ ରେଳ ଷ୍ଟେସନରେ ଘଟିଯାଇଛି ଅପ୍ରକାର ଅଭାବନୀୟ ଘଟଣା । ସ୍ଥାନୀୟ ପୋଲିସ…

ସିନ୍ଧୁ ଜଳ ଚୁକ୍ତିନାମା ପ୍ରତିବନ୍ଧକ ପରେ ପାକିସ୍ତାନ ଉପରେ ଆଉ ଏକ ପ୍ରହାର, ଭୟରେ ହେଉଛି ଘାରି

ନୂଆଦିଲ୍ଲୀ/ଇସଲାମାବାଦ,୨୩ା୫:  ଏପ୍ରିଲ ୨୦୨୫ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବର୍ତ୍ତମାନ ସରକାର ଜମ୍ମୁ…

ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ, ସାରା ବିଶ୍ବ ଦେଖିବ ଭାରତୀୟ, କଳା, ସଂସ୍କୃତି, ଐତିହ୍ୟ

ନୂଆଦିଲ୍ଲୀ: କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନୀତା ଅମ୍ବାନୀ । NMCCର ପ୍ରତିଷ୍ଠାତା ଏବଂ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ତଥା ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ, ପୁଣି ଏକ ବଡ଼…

ୟେ କି ଚମତ୍କାର ! 12 ମହଲାରୁ ଖସି ବି ମହିଳା ଜୀବିତ

ନୂଆଦିଲ୍ଲୀ : କଥାରେ ଅଛି, “ଯାହାକୁ ରଖିବ ଅନନ୍ତ, କି କରିପାରେ ବଳବନ୍ତ” । ଅର୍ଥାତ୍ ଭଗବାନ ଯାହାକୁ ରକ୍ଷା କରନ୍ତି, ତାର କେହି କିଛି ବି କରିପାରନ୍ତି ନାହିଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି…