fbpx
Browsing Category

ବିଦେଶ

ବିଷାକ୍ତ ବାୟୁ ମଣିଷର ଆୟୁଷ କମ୍ କରିଦେଉଛି, କେଶ ଶୀଘ୍ର ଝଡ଼ି ଯାଉଛି, ପଶୁପକ୍ଷୀ ବି ହେଉଛନ୍ତି ପ୍ରଭାବିତ- ରିସର୍ଚ୍ଚ

ନୂଆଦିଲ୍ଲୀ: ଦିନକୁ ବାୟୁ ପ୍ରଷୂଷଣ ବଢ଼ିବା ସାଙ୍ଗକୁ ଏହାର ଭୟଙ୍କର ପ୍ରଭାବ ମଣିଷ ଉପରେ ପଡ଼ୁଛି । ତେବେ ବାୟୁ ପ୍ରଦୂଷଣ ମଣିଷ ଶରୀରରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ଲୋକଙ୍କର ଆୟୁଷକୁ ମଧ୍ୟ ହ୍ରାସ କରୁଛି ।…

UGC କରିବ ବଡ଼ ଘୋଷଣା: ଏଣିକି ବିଦେଶରେ ଖୋଲିବ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ

ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ସେହି କ୍ରମରେ ଖୁବଶୀଘ୍ର ୟୁଜିସି ଏକ ବଡ଼ ଘୋଷଣା…

(Video)ଓଃ କି ଦୃଶ୍ୟ! ଧରିବାକୁ ଯାଇଥିଲେ ହେଲେ ପଲଟି ମାରିଲା କୁମ୍ଭୀର ଆଉ ଚୋବାଇ ଦେଲା ଗୋଡ଼

ନୂଆଦିଲ୍ଲୀ: କିଛି ଲୋକ ଏପରି କାର୍ଯ୍ୟ କରିନ୍ତି ଯାହା ତାଙ୍କ ଜୀବନକୁ ବିପଦରେ ପକେଇଥାଏ । ଲୋକମାନେ ବିପଜ୍ଜନକ ପଶୁମାନଙ୍କଠାରୁ ନିଜକୁ ବହୁତ ଦୂରରେ ରଖିବା ଆବଶ୍ୟକ । କିନ୍ତୁ ବେଳେ ବେଳେ ସେମାନେ ନିଜକୁ ହିରୋ ବୋଲି…

ପାକିସ୍ତାନର ଘନିଷ୍ଠ ବନ୍ଧୁ ଦେଲା ସାହାଯ୍ୟର ପଛଘୁଞ୍ଚା, ଟଙ୍କା ଦେବା ପାଇଁ ମନା କରିଲେ ଚୀନ ନିବେଶକ

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛି। ANI ର ଏକ ରିପୋର୍ଟ ଅନୁଯାୟୀ, ସିପିଇସିର ଅନେକ ପ୍ରକଳ୍ପ…

ପୁଣି ମାଡ଼ି ଆସିଲା ବିପଦ: ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ, ଶହ ଶହ ଲୋକଙ୍କ ଜୀବନ ନେଇଗଲା ଭୟଙ୍କର ଝଡ଼, ବାତ୍ୟା

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ଉନ୍ନତି ପଥରେ ଅଗ୍ରସର ହେଲେ ମଧ୍ୟ ପ୍ରକୃତି ଆଗରେ ସେ କିଛି ନୁହଁ । ନିକଟରେ ତୁର୍କୀ-ସିରିଆରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହିତ…

Video: ଡ୍ରୋନରେ ଉପରେ ଇନ୍ଧନ ପକାଉଥିଲା ଋଷ ଯୁଦ୍ଧ ବିମାନ! ଭିଡିଓ ଜାରି କଲା ଆମେରିକା

ୱାଶିଂଟନ୍: ନିକଟରେ ବ୍ଲକ ସି'ରେ ଉପରେ ରୁଷ ଯୁଦ୍ଧ ବିମାନ ଏବଂ ଆମେରିକୀୟ ଡ୍ରୋନ୍ ଧକା ହେବାର ଖବର ଆସିଥିଲା। ଦୁର୍ଘଟଣା ସମୟ ପୂର୍ବର ଭିଡିଓ ଆମେରିକାର ସୈନ୍ୟବାହିନୀ ଏବେ ପ୍ରକାଶ କରିଛନ୍ତି। ତେବେ ଭିଡିଓ ଏହି ଭିଡିଓ…

ଇସ୍ରାଏଲ୍‌ରେ ଚିହ୍ନଟ ହେଲା କରୋନାର ଦୁଇ ନୂଆ ଭାରିଏଣ୍ଟ, ଜାଣନ୍ତୁ ଏହା କେତେ ବିପଦଜନକ

ନୂଆଦିଲ୍ଲୀ: ଚୀନ୍‌ରୁ କରୋନା ଜୀବାଣୁ ବ୍ୟାପିବା ପରେ ସମଗ୍ର ବିଶ୍ୱକୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାସ କରି ରହିଛି। ଆରମ୍ଭରୁ ଏପର୍ଯ୍ୟନ୍ତ ଏହା ନିଜର ରୂପ ପରିବର୍ତ୍ତନ କରି ବିଭିନ୍ନ ଦେଶରେ ଏହା ଲୋକମାନଙ୍କର…

(Video)କାନ୍ଧରେ ବିଶାଳ ଅଜଗର, ଲୋକଙ୍କୁ ଦେଖି ଖୋଲିଲା ମୁହଁ ଆଉ ତାପରେ …. ଦେଖିଲେ ଥରି ଯାଉଛି ହୃଦୟ

ନୂଆଦିଲ୍ଲୀ: ଅନେକ ଲୋକ କେବଳ ସାପର ନାମ ଶୁଣିଲା ମାନେ ହିଁ ଡରିଯାଆନ୍ତି , ଆଉ ଯଦି ଏହା ସାମ୍ନାକୁ ଦେଖିବେ ତେବେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଏ। ଏପରି ପରିସ୍ଥିତିରେ, ଆପଣ କେବେ କଳ୍ପନା କରିପାରିବେ କି ଜଣେ…

ଡ୍ରୋନ ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲା ରୁଷ, କହିଲେ ଉତ୍ତେଜିତ ହେଲେ ଭୋଗିବାକୁ ପଡିବ ପରିଣାମ, ଲଗାଇଲେ ଗୁପ୍ତଚର ଅଭିଯୋଗ

ନୂଆଦିଲ୍ଲୀ: ଆମେରିକାର ଡ୍ରୋନକୁ ରୁଷର ଯୁଦ୍ଧ ବିମାନ ଦ୍ୱାରା ନିକ୍ଷେପ କରାଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବୁଧବାର ଦିନ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ…

ଲୁଣକୁ ନେଇ WHO ର ଚେତାବନୀ, ଏହାକଲେ ବଞ୍ଚିଯିବ ୭୦ଲକ୍ଷ ଲୋକଙ୍କ ଜୀବନ!

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ପରିସଂଖ୍ୟାନ ଆପଣଙ୍କ ଖାଦ୍ୟର ସ୍ୱାଦକୁ ହ୍ରାସ କରିପାରେ। ଏହି ପରିସଂଖ୍ୟାନ ସଂଗ୍ରହ କରିଛୁ ଯାହାଦ୍ୱାରା ଆପଣଙ୍କ ଖାଦ୍ୟରେ ସ୍ୱାଦ କମିଗଲେ ମଧ୍ୟ ଏହା ଆପଣଙ୍କ ଜୀବନକୁ…