fbpx
Browsing Category

ବିଦେଶ

କ୍ରିପ୍ଟୋକରେନ୍ସୀରେ ନିବେଶକୁ ନେଇ ଏମିତି କହିଲେ ବିଲ୍ ଗେଟ୍ସ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ବର୍ତ୍ତମାନ କ୍ରିପ୍ଟୋକରେନ୍ସୀକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଅନେକ ଏହି କ୍ରିପ୍ଟୋକରେନ୍ସୀରେ ନିବେଶ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି ।…

ଭାରତ ସହ ୪ ଦେଶ ଚୀନ ଉପରେ ଲଗାଇବେ ପ୍ରତିବନ୍ଧକ, ସାଟେଲାଇଟ ଦ୍ୱାରା ରଖାଯିବ ବେଆଇନ ମାଛଧରା ଉପରେ ନଜର

ନୂଆଦିଲ୍ଲୀ: ଇଣ୍ଡୋ ପାସିଫିକ୍ ରିଜନରେ ଚୀନର ବଡ଼ ମାତ୍ରାରେ ବେଆଇନ ଭାବରେ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ମିଶି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ୱାଡ ଦେଶ…

ପେଟ୍ରୋଲ–ଡିଜେଲ ମୂଲ୍ୟ ହ୍ରାସକୁ ନେଇ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ? ଜାଣନ୍ତୁୁ…

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି । ଭାରତର ସରକାରଙ୍କ ତୈଳ ଦାମ୍ ହ୍ରାସ ନିଷ୍ପତ୍ତିକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ଆମେରିକାର ଚାପ ସତ୍ତ୍ୱେ…

ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ‘ମଙ୍କିପକ୍ସ’: ଏହି ୨ଦେଶରୁ ଚିହ୍ନଟ ହେଲା ପ୍ରଥମ ମାମଲା

ଜେନେଭା: ମାରାକ୍ରକ ମଙ୍କିପକ୍ସ ସାରା ଦୁନିଆରେ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହି ଭାଇରସର ନୂଆ ମାମଲା ଏବେ ସ୍ୱିଜରଲ୍ୟାଣ୍ଡ ଓ ଇସ୍ରାଏଲରେ ଦେଖିବାକୁ ମିଳିଛି । ଉଭୟ ଦେଶ ଆନୁଷ୍ଠାନିକ ଭାବେ ଏହାକୁ ସ୍ପଷ୍ଟ କରିଛନ୍ତି…

ଭାରତ ବିରୋଧରେ ବ୍ୟୁହ ରଚନା କରୁଛି ଚୀନ, ଭବିଷ୍ୟତରେ ହିନ୍ଦୁସ୍ତାନ ଉପରେ ଆକ୍ରମଣ ପାଇଁ ଧାର କରୁଛି ଅସ୍ତ୍ର

ନୂଆଦିଲ୍ଲୀ: ଚୀନ ସବୁବେଳେ କିଛି ନା କିଛି ଭାରତ ବିରୋଧୀ କୁଟ ଚକ୍ରାନ୍ତରେ ବ୍ୟସ୍ତ ରହିଥାଏ । ତେବେ ନିକଟରେ ଚୀନ ଭାରତକୁ ନେଇ ଏକ ବଡ଼ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ଚୀନ ଭାରତୀୟ ସୀମାରେ ବ୍ରିଜ୍ ନିର୍ମାଣ କରୁଥିବା…

ଆମେରିକାଠୁ ୟୁକ୍ରେନକୁ ମିଳିବ ୪୦ ଅରବ ଡଲାରର ସହାୟତା ରାଶି, ମୋହର ମାରିଲେ ବାଇଡେନ୍

ସିଓଲ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ସହାୟତା ପାଇଁ ଶନିବାର ୪୦ ଅରବ ଡଲାରର ନୂତନ ସହାୟତା ସଂପର୍କିତ ବିଧେୟକ ଉପରେ ହସ୍ତାକ୍ଷର କରିଛନ୍ତି । ଏହି ବିଧେୟକ ଆମେରିକା କଂଗ୍ରେସର ଦୁଇ ଦଳର ସମର୍ଥନରେ…

ପ୍ରଧାନମନ୍ତ୍ରୀ ସ୍କଟ ମରିସନ ହାରିଲେ ନିର୍ବାଚନ, ଆନ୍ଥୋନୀ ଅଲ୍ୱନୀଜ ହେବେ ଅଷ୍ଟ୍ରେଲିଆର ନୂଆ PM

ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ଲେବର ପାର୍ଟୀର ଆନ୍ଥୋନୀ ଅଲ୍ୱନୀଜ । ନିର୍ବାଚନରେ ଜିତିଥିବା ଆନ୍ଥୋନୀ ଅଲ୍ୱନୀଜ ଏବେ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ହେବେ । ତାଙ୍କ ବିପକ୍ଷରେ…

ଏହା ଆତ୍ମବିଶ୍ୱାସ, ଅହଙ୍କାର ନୁହେଁ: ରାହୁଲଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ରହିଥିବା ବେଳେ ଲଣ୍ଡନଠାରେ ସେ ଭାରତ…

ଉଲଗ୍ନ ହୋଇ ଋଷ ଆକ୍ରମଣର ପ୍ରତିବାଦ କଲେ ମହିଳା: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଲୋମଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆର ନଜର କାନ୍ସରେ ଆୟୋଜିତ ଫିଲ୍ମ ଭେଷ୍ଟିଭାଲ ଉପରେ ରହିଛି । ଏହାରି ମଧ୍ୟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଫେଷ୍ଟିଭାଲରେ ଯେଉଁଠାରେ ବଲିଉଡ…

ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ସରକାର ହଟାଇଲେ ଦେଶରୁ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କା ନାଗରିକଙ୍କୁ ଶନିବାର ଏକ ବଡ଼ ଆଶ୍ୱସ୍ତି ମିଳିଛି । ଶ୍ରୀଲଙ୍କା ସରକାର ଦେଶରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତିକୁ ହଟାଇଛନ୍ତି । ଦେଶରେ ଅଦ୍ଭୁତପୂର୍ବ…