fbpx
Browsing Category

ବିଦେଶ

ପାକିସ୍ତାନ ଓ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ କଥା ଛାଡ଼ନ୍ତୁ: ଖୁବଶୀଘ୍ର ଦେବାଳିଆ ହେବାକୁ ଯାଉଛି ବାଂଲାଦେଶ

ନୂଆଦିଲ୍ଲୀ: ଏସିଆ ମହାଦେଶକୁ ଘାରିଛି ଶନିଦଶା । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହି ଜାଲରେ ଛନ୍ଦି ହୋଇଛି ଆଉ ଏକ ଦେଶ । ବିଶ୍ୱ ବଜାରର ନକାରାତ୍ମକ ସ୍ଥିତିର…

ଆମେରିକାରେ ୩୬ ଘଣ୍ଟାରେ ୩ ସ୍ଥାନରେ ଗୁଳିକାଣ୍ଡ, ୧୦ରୁ ଅଧିକ ମୃତ

ଯୁକ୍ତରାଷ୍ଟ୍ର ଆମେରିକାରେ ସାମୂହିକ ଗୁଳିକାଣ୍ଡ ବଢ଼ିବାରେ ଲାଗିଛି । ଗତ ୩୬ ଘଣ୍ଟାରେ ଆମେରିକାରେ ୩ ହିଂସକ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ଶନିବାର ନ୍ୟୁୟର୍କର ବଫେଲେ ସହରରେ ଏକ ସୁପରମାର୍କେଟରେ ଗୁଳିକାଣ୍ଡ…

ନେପାଳ ଗସ୍ତରେ ନରେନ୍ଦ୍ର ମୋଦୀ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ମଜବୁତ ଉପରେ ରହିବ ଫୋକସ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯିବେ । ନେପାଳ ଗସ୍ତ କରି ପ୍ରଥମେ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବା ସହ ମାୟା ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ…

କ୍ୟାନ୍ସର ଚିକିତ୍ସା ସମୟରେ ହେଲା ପ୍ରେମ, ହସ୍ପିଟାଲ୍‌ରେ ହେଲା ବାହାଘର

ନୂଆଦିଲ୍ଲୀ: କର୍କଟ ରୋଗରୁ ସୁସ୍ଥ ହୋଇଥିବା ଏକ ପ୍ରେମୀ ଯୁଗଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କର୍କଟ ଚିକିତ୍ସା ସମୟରେ ୨ ଜଣଙ୍କ ଭିତରେ ପ୍ରଥମେ ବନ୍ଧୁତା ଓ ପରେ ଏହି ବନ୍ଧୁତା ପ୍ରେମରେ ବଦଳିବା ପରେ ଶେଷରେ…

ରୁଷ ରାଷ୍ଟ୍ରପତିଙ୍କୁ ବ୍ଲଡ କ୍ୟାନ୍ସର, ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୁଟିନ୍‌ !

କିଭ୍‌: ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରକ୍ତ କର୍କଟରେ ପୀଡ଼ିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ…

ଆଜି ଚନ୍ଦ୍ରଗ୍ରହଣରେ ଦେଖାଯିବ ବ୍ଲଡ୍ ମୁନ୍: ଗର୍ଭବତୀ ରୁହନ୍ତୁ ସାବଧାନ୍, ଯୌନ ସମ୍ପର୍କଠାରୁ …

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ ଅର୍ଥାତ୍ ଆଜି ଲାଗିବ । ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ଲାଗିଥାଏ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହାକି ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ ହେବ ।…

ସଂଖ୍ୟାଲଘୁ ଶିଖ୍‌ଙ୍କୁ ରାସ୍ତା ମଝିରେ ଗୁଳି କଲେ ଆତଙ୍କବାଦୀ, ଦୃଢ଼ ନିନ୍ଦା କଲା ଭାରତ

ପାକିସ୍ତାନରେ ପୁଣି ହିନ୍ଦୁ ବିରୋଧି ଚିନ୍ତାଧାରା ଦେଖିବାକୁ ମିଳିଛି । ରବିବାର ଉତ୍ତର-ପଶ୍ଚିମ ଖାଇବର ପେଶାୱାରରେ ଦୁଇ ଶିଖ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ଇସଲାମିକ୍ ଷ୍ଟେଟ୍ସର…

ୟୁକ୍ରେନରେ ପଛଘୁଞ୍ଚା ଦେଲା ଋଷ ସେନା: ଖାରକିଭର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାକଫୁଟରେ ମସ୍କୋ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପଛଘୁଞ୍ଚା ଦେଉଛି ଋଷ ସେନା । ଏ ନେଇ ଦାବି କରୁଛି ୟୁକ୍ରେନ । ଦେଶର ଦ୍ୱିତୀୟ ସର୍ବବୃହତ ସହର ଖାରକିଭର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁତିନ ସେନା ବ୍ୟାକଫୁଟରେ ଥିବା ୟୁକ୍ରେନ ଦାବି କରିଛି । ଅନ୍ୟ ପକ୍ଷରେ…

ଉତ୍ତର କୋରିଆରେ ଭୟଙ୍କର ପରିସ୍ଥିତି: ଅଜଣା ଜ୍ୱରରେ ଆଉ ୧୫ ଜଣଙ୍କ ମୃତ୍ୟୁ, ୮ ଲକ୍ଷରୁ ଅଧିକ ଆକ୍ରାନ୍ତ

ସିଓଲ୍: କରୋନା ମହାମାରୀର ବିସ୍ତାରକୁ ରୋକିବାକୁ ସଂଘର୍ଷ କରୁଥିବା ଉତ୍ତର କୋରିଆରେ ରହସ୍ୟମୟ ଅଜଣା ଜ୍ୱରରେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ…

ଉତ୍ତର କୋରିଆରେ କାୟା ବିସ୍ତାର କଲା ଅଜଣା ରୋଗ, ଆଉ ୧୫ ଜଣଙ୍କ ମୃତ୍ୟୁ, ୮ ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରକୋପକୁ ରୋକିବା ପାଇଁ ସଂଘର୍ଷ କରୁଥିବା ଉତ୍ତର କୋରିଆରେ ରହସ୍ୟମୟ ଜ୍ଵରରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଜଣା ରୋଗରେ ଲକ୍ଷାଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏହାକୁ…