Browsing Category

ବିଦେଶ

ଦ୍ରୁତଗତିରେ ହ୍ରାସ ପାଉଛି ସିନ୍ଧୁ ନଦୀ ଅବବାହିକାରେ ଜଳ ପ୍ରବାହ, ପାକିସ୍ତାନରେ ବଡ଼ ସଙ୍କଟ

ଇସଲାମାବାଦ,୮ା୬: ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରଠାରୁ ପାକିସ୍ତାନ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆଗ୍ରହୀ। ସିନ୍ଧୁ ନଦୀ ଅବବାହିକାରେ ଜଳ ପ୍ରବାହ ଦ୍ରୁତ ଗତିରେ ହ୍ରାସ ପାଉଛି। ଫଳରେ ପାକିସ୍ତାନରେ…

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍, ଏଣିକି ଆଉ ସ୍ମାର୍ଟ ଫୋନରେ ଫୁଲ୍ ହେବନି ଷ୍ଟୋରେଜ୍ !

ନୂଆଦିଲ୍ଲୀ:  ହ୍ୱାଟ୍ସଆପ୍ ହେଉଛି ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ଆପ୍ଲିକେସନ୍ ଯାହା ଇନଷ୍ଟାଣ୍ଟ ମେସେଜିଂ ପାଇଁ ବ୍ୟବହାର କରାଯାଏ। ୩.୫ ବିଲିୟନରୁ ଅଧିକ ଲୋକ ଏହି ଆପ୍ଲିକେସନକୁ ସେମାନଙ୍କର ସ୍ମାର୍ଟଫୋନରେ ବ୍ୟବହାର…

ବିଶ୍ବବ୍ୟାଙ୍କ ରିପୋର୍ଟ: 10 ବର୍ଷରେ 27 କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ

ନୂଆଦିଲ୍ଲୀ: ଦାରିଦ୍ର ମୁକ୍ତ ଆଡ଼କୁ ଗତି କରୁଛି ଭାରତ । ଗତ 10 ବର୍ଷ ମଧ୍ୟରେ ଭାରତରେ 27 କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଦାରିଦ୍ର୍ୟ ଦୂରୀକରଣ ଏବଂ ନିଯୁକ୍ତି କ୍ଷେତ୍ରରେ ଭାରତର ପ୍ରଗତିକୁ ଉଚ୍ଚ…

ପ୍ରଚାର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

କଲମ୍ବିଆ: ବୋଗୋଟାରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ । କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚାଲିଥିବା ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ ।…

ଯେଉଁ ଅସ୍ତ୍ର ସାହାଯ୍ୟରେ ପାକିସ୍ତାନକୁ ଧୂଳିସାତ୍ କରିଛି ଭାରତ, ସେହି ଅସ୍ତ୍ର କିଣିବାକୁ ଯୋଜନା କରୁଛି ଚୀନର ଏହି ଶତ୍ରୁଦେଶ

ତାଇପେ,୭ା୬: ସିନ୍ଦୂର ଅପରେସନ୍ ସମୟରେ ଆଖି ପିଛୁଳାକେ ପାକିସ୍ତାନ ଦ୍ୱାରା ପଠାଯାଇଥିବା ଶହ ଶହ ଡ୍ରୋନକୁ ଆକାଶରେ ନଷ୍ଟ କରିଦେଇଥିଲା ଭାରତ। ବର୍ତ୍ତମାନ ଚୀନର ଚିର ଶତ୍ରୁ ଦେଶ ତାଇୱାନ୍ ପ୍ରଥମ ଥର ପାଇଁ ଭାରତରେ…

ଟ୍ରମ୍ପ-ଏଲନଙ୍କ କଳିରେ ପ୍ରଭାବିତ ହେବ ସାରା ବିଶ୍ୱ, ଜାଣନ୍ତୁ କାହିଁକି, କିପରି…

ୱାଶିଂଟନ,୭ା୬: ଆମେରିକୀୟ ରାଜନୀତି ଏବଂ ପ୍ରଯୁକ୍ତିବିଦ୍ୟା ଜଗତରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଦୁଇ ପ୍ରସିଦ୍ଧ ନାଁ ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କ ଏବେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। କିଛିଦିନ ପୂର୍ବରୁ…

ଟ୍ରମ୍ପଙ୍କ ସହ ବିବାଦ ପରେ ଟେସଲା ମାଲିକ ଏଲନ୍ ମସ୍କ ମାଲାମାଲ, ଏତିକି ଟଙ୍କା କଲେ ରୋଜଗାର…

ୱାଶିଂଟନ,୭ା୬: ଏଲନ୍ ମସ୍କଙ୍କ କମ୍ପାନୀ ଟେସଲାର ସେୟାର ପୁଣି ଥରେ ବୃଦ୍ଧି ପାଇଛି। କମ୍ପାନୀର ସେୟାରରେ ପ୍ରାୟ ୧୫ ପ୍ରତିଶତ ହ୍ରାସ ପରେ, ଟେସଲାର ସେୟାରରେ ଏକ ବୃଦ୍ଧି ଦେଖିବାକୁ ମିଳିଛି। ବ୍ୟବସାୟ ସମୟରେ କମ୍ପାନୀର…

World Poha Day 2025: ଇନ୍ଦୋରବାସୀଙ୍କ କାହିଁକି ପ୍ରିୟ ଜଳଖିଆ ପୋହା? ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ପୋହା ଏକ ସିମ୍ପଲ ଡିସ୍ ହୋଇପାରେ କିନ୍ତୁ ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ଅଛି । ଯାହା ଯୋଗୁଁ ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଜି ହେଉଛି ବିଶ୍ବ ପୋହା…

ଆମେରିକା ରାଜନୀତି ହଇଚଇ: ରାଜନୀତିକୁ ଓହ୍ଲାଇବେ ବିଶ୍ୱର ସବୁଠୁ ଧନୀ

ୱାଶିଂଟନ୍: ଟେସଲା ମାଲିକ ଏଲନ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ଆଉ ଏକ ନୂଆ ମୋଡ଼ ନେଇଛି । କାରଣ ଖୁବ୍ ଶୀଘ୍ର ମସ୍କ ନିଜ ରାଜନୈତିକ ଦଳର ଘୋଷଣା କରିବାକୁ ଯାଉଛନ୍ତି ।…

ବୈଜ୍ଞାନିକଙ୍କ ଚମତ୍କାର…ଏବେ ସମୁଦ୍ର ହେବ ପେଟ୍ରୋଲ ପମ୍ପ୍

ନୂଆଦିଲ୍ଲୀ: ଏବେ ପେଟ୍ରୋଲ ପମ୍ପରେ ପରିଣତ ହେବ ସମୁଦ୍ର । ନୂତନ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ପାଣିରୁ ବାହାର କରାଯିବ ହାଇଡ୍ରୋଜେନ୍ ଇନ୍ଧନ । ସଂଯୁକ୍ତ ଆରବ ଏମିରାତର ଶାରଜାହା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ…