Browsing Category
ବିଦେଶ
ପୂର୍ବତନ ଅଧିନାୟକରୁ ମୁଖ୍ୟ ପ୍ରଶିକ୍ଷକ,ଲାରାଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ମୁମ୍ବାଇ :ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦଳ ଶନିବାର ଦିନ କହିଛନ୍ତି ଯେ ସନରାଇଜର୍ସ ହାଇଦ୍ରାବାଦ ୱେଷ୍ଟଇଣ୍ଡିଜ୍ ର ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରାଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ…
ଆଫଗାନିସ୍ତାନରେ ମସଜିଦରେ ଭୟଙ୍କର ବିସ୍ଫୋରଣ: ୧୪ ଜଣକ ମୃତ୍ୟୁ, ୨୦୦ ରୁ ଅଧିକ ଆହତ
ନୂଆଦିଲ୍ଲୀ: ଆଫଗାନିସ୍ତାନ ର ହେରାତ ପ୍ରାନ୍ତରେ ଗୁଜରଗାହ ମସଜିଦ୍ ରେ ଭୟଙ୍କର ବୋମା ବିସ୍ଫୋରଣ । କୁହାଯାଉଛି ଏହି ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେକି ୨୦୦ ଲୋକ ଆହତ ହୋଇଛନ୍ତି । ହସ୍ପିଟାଲରେ…
ପୁଣି ଚର୍ଚ୍ଚାରେ Titanic:୧୧୦ ବର୍ଷ ପରେ ସାମ୍ନାକୁ ଆସିଲା ଏହି ଫଟୋ
ନୂଆଦିଲ୍ଲ: ୧୯୧୨ ମସିହାରେ ସମୁଦ୍ରରେ ବୁଡିଯାଇଥିବା ଜାହାଜ ଟାଇଟାନିକ୍ ସର୍ବଦା ଚର୍ଚ୍ଚାରେ ରହିଥାଏ । ତେବେ ଏହି ଜାହାଜ ଇଂଲଣ୍ଡରୁ ଆମେରିକା ଯାଉଥିବା ବେଳେ ଏହାର ଆନନ୍ଦ ନେଉଥିଲେ ସେଠାରେ ଉପସ୍ଥିତ ଥିବା ଅନେକ…
ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପଦ! ବନ୍ୟା ପରେ ବିଗିଡିବାରେ ଲାଗିଛି ପାକିସ୍ତାନର ସ୍ଥିତି
ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ପାକିସ୍ତାନ ପାଇଁ ବଡ ବିପଦ ପାଲଟିଛି ବନ୍ୟା । ସିନ୍ଧ୍, ବେଲୁଚିସ୍ତାନ ଇତ୍ୟାଦି ଅଞ୍ଚଳରେ ବନ୍ୟା ଯୋଗୁଁ ଆରମ୍ଭ ହୋଇଛି ମହାମାରୀ । ଦେଶବ୍ୟାପୀ ସରକାରଙ୍କର ରିଲିଫ କ୍ୟାମ୍ପରେ ଡାଇରିଆ ଏବଂ…
ଅପେକ୍ଷାର ଘଟିଲା ଅନ୍ତ: ଏଣିକି କରିପାରିବେ Tweet Edit
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର(Twitter)କୁ ନେଇ ବଡ଼ ଖବର । ଏବେ ଅପାଣ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଟ୍ୱିଟ୍ କରିବା ପରେ ତାହାକୁ ଏଡିଟ୍ କରିପାରିବେ । ଏଥିପାଇଁ ଟ୍ୱିଟର ଏହାର ୟୁଜର୍ସଙ୍କ ପାଇଁ…
ଅଚାନକ ମହିଳାଙ୍କ ଖାତାକୁ ଆସିଲା ୫୭ କୋଟି ଟଙ୍କା: କିନ୍ତୁ ଫସିଗଲେ…କ’ଣ ଏହି ମାମଲା?
ନୂଆଦିଲ୍ଲୀ: ଅଚାନକ ଜଣେ ମହିଳାଙ୍କ ଖାତାକୁ ଆସିଛି କୋଟି କୋଟି ଟଙ୍କା । ଏକାସାଙ୍ଗରେ ୫୭ କୋଟି ଟଙ୍କା ନିଜ ଆକାଉଣ୍ଟରେ ଦେଖି ବିଶ୍ୱାସ କରି ପାରିନଥିଲେ ଏହି ମହିଳା । ତେବେ ଏହି ଟଙ୍କାକୁ ସେ କେମିତି ଖର୍ଚ୍ଚ କରିବେ…
ଚୀନକୁ ସେମିକଣ୍ଡକ୍ଟର ରପ୍ତାନୀ ବନ୍ଦ କଲା ଆମେରିକା: ପଡ଼ିପାରେ ପଭାବ… କଡ଼ା ଆଭିମୁଖ୍ୟ ରଖିଲା ଡ୍ରାଗନ…
ନୂଆଦିଲ୍ଲୀ: ଚୀନକୁ ସେମିକଣ୍ଡକ୍ଟର ପଠାଇବା ବନ୍ଦ କରିଛି ଆମେରିକା । ଆମେରିକା ଚୀନକୁ କିଛି ଆଡଭାନ୍ସ ଚିପ୍ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଏହାଯୋଗୁଁ ଚୀନର ଅନେକ ଦିଗ୍ଗଜ କମ୍ପାନୀଙ୍କୁ ଝଟକା ଲାଗିଛି । ଏହି…
ନୂଆଁଖାଇ ଅବସରରେ ଶସ୍ତା ହେଲା ସୁନା, ଅଫର ସାରିବା ପୂର୍ବରୁ ଉଠାନ୍ତୁ ଭରପୁର ଫାଇଦା
ବହୁମୂଲ୍ୟ ଧାତୁ ଭାବେ ସୁନା ବହୁତ ପ୍ରସିଦ୍ଧ। ତେବେ ଭାରତୀୟ ବଜାରରେ ସୁନା ଏବଂ ରୂପା ମୂଲ୍ୟ ଆଜି ପୁଣି କମିଛି ରହିଲା । MCX ରେ, ସୁନାର ମୂଲ୍ୟ ଆଜି ୦.୪% ହ୍ରାସ ପାଇ ଦୁଇ ମାସର ସର୍ବନିମ୍ନ ୫୦,୨୦୦ ପ୍ରତି ୧୦…
ଇଣ୍ଡିଆନ କ୍ରିକେଟରଙ୍କୁ କପି କରିଲେ ହଂକଂ କ୍ରିକେଟର, ମ୍ୟାଚ ପରେ ଆଣ୍ଠୁମାଡ଼ି କରିଲେ …
ନୂଆଦିଲ୍ଲୀ: ବୁଧବାର ଦୁବାଇରେ ଭାରତ ଏବଂ ହଂକଂ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ଦର୍ଶକଙ୍କୁ 'ସୁନ୍ଦର ମୁହୂର୍ତ୍ତ' ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ବିଜୟ ପରେ ହଂକଂ ବ୍ୟାଟ୍ସମ୍ୟାନ୍ କିଞ୍ଚିଟ୍ ଶାହା ଆଣ୍ଠୁମାଡି…
ଏବେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଖାଇଲା ରେଡ୍ ସିଗ୍ନାଲ: ୨୦% କର୍ମଚାରୀଙ୍କୁ କରିବ ଛଟେଇ
ନୂଆଦିଲ୍ଳୀ: ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଅଲୀବାବା, ୱାଲମାର୍ଟ ଭଳି ଅନେକ କମ୍ପାନୀ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏବେ ଆଉ ଏକ…