Browsing Category

ବିଦେଶ

ଏଥର ଏହି ଭିଜା ଥିଲେ ଉମରାହ କରିବାକୁ ମିଳିବ ଅନୁମତି

ସାଉଦି:ସାଉଦି ଆରବ ଶନିବାର ଦିନ ଘୋଷଣା କରିଛି ଯେ ଯେଉଁ ମାନଙ୍କ ପାଖରେ ଟୁରିଷ୍ଟ ଭିସା ବା ବାଣିଜ୍ୟକ ଭିସା ସେମାନଙ୍କୁ ଉମରାହ ଯିବାକୁ କରିବାକୁ ଅନୁମତି ମିଳିବ । ଜୁଲାଇ ୩୦ ରୁ ଆରମ୍ଭ ହୋଇଥିବା ନୂତନ ଗାଇଡ଼ ଲାଇନ…

ଓମିକ୍ରନ ପାଇଁ ଆସିଲା ଟିକା: Moderna ର ନୂଆ ଭାକ୍ସିନକୁ ବ୍ରିଟେନର ମଞ୍ଜୁରୀ

କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ବଢ଼ୁଥିବା ପ୍ରକୋପକୁ ଦେଖି ବ୍ରିଟେନ ଏକ ନୂଆ ଭାକ୍ିସନକୁ ମଞ୍ଜୁରୀ ଦେଇଛି । ବ୍ରିଟେନରେ ଡ୍ରଗ ରେଗୁଲେଟର ମଡର୍ଣ୍ଣୋର ଅପଡେଟେଡ ଭର୍ସନକୁ ମଞ୍ଜୁରୀ ଦେଇଛି । ଏହା ସହ ବ୍ରିଟେନ…

ଦୁନିଆର ସବୁଠାରୁ ମହଙ୍ଗା ଅଣ୍ଡା..ଜାଣନ୍ତୁ ଏହାର ଦାମ

ନୂଆଦିଲ୍ଲୀ: ପ୍ରୋଟିନର ଉତ୍ସ ହେଉଛି ଅଣ୍ଡା । ଲୋକମାନେ ଅଣ୍ଡା ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । ଏହାକୁ ସେମାନେ ପ୍ରୋଟିନ ଭାବରେ ଗ୍ରହଣ କରିଥାନ୍ତି । ତେବେ ଦେଶୀ ଅଣ୍ଡା ଲୋକେ ଖାଇବାକୁ ପସନ୍ଦ କରୁଥିବା ବେଳେ…

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ଆମେରିକା: ଆଜି ଭାରତ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଆଜି ଏହ ସ୍ୱାଧୀନତା ଦିବସ ଉପଲକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ  ଭାରତ ଆଉ ଆମେରିକା ଅପରିହାର୍ଯ୍ୟ…

ବୈଜ୍ଞାନିକଙ୍କୁ ମିଳିଲା ଦୁଇଟି ଗୋଡ଼ ଥିବା ଏକ ନୂଆ ଡାୟନୋସରର ଜୀବାଶ୍ମ

ନୂଆଦିଲ୍ଲୀ: ଡାୟନୋସୋର ପରି ଏକ ବିଶାଳକାୟ ଜୀବକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଦେଇଥାନ୍ତି । ତେବେ ନିକଟରେ ଏଭଳି ଏକ ନୂଆ ତଥ୍ୟର ପର୍ଦ୍ଦାଫାସ ବୈଜ୍ଞାନିକମାନେ କରିଛନ୍ତି । ପାଖାପାଖି ୧୦ କୋଟି…

ପୃଥିବୀରେ ମାଡ଼ ହେବା ପୂର୍ବରୁ ଆଷ୍ଟରଏଡର ଗତିପଥ ବଦଳାଇଦେବ NASAର ଏହି ସ୍ପେସକ୍ରାଫ୍ଟ…

ପ୍ରତି ମାସରେ ଗୋଟିଏ କିମ୍ବା ଦୁଇଥର ଖବର ଆସେ ଯେ କୌଣସି ଉଲକା ପିଣ୍ଡ କିମ୍ବା ଆଷ୍ଟରଏଡ ପୃଥିବୀ ଆଡ଼କୁ ଆସୁଛି । କେତେବେଳେ ଏହା ଦୂରରୁ ତ’ ପୁଣି କେତେବେଳେ ପୃଥିବୀର ନିକଟବର୍ତ୍ତୀ ହୋଇ ଅତିକ୍ରମ କରିଥାଏ । ପ୍ରକୃତରେ…

Churchରେ ଭୟଙ୍କର ଅଗ୍ନିକାଣ୍ଡ: ୪୧ ଜଣକ ମୃତ୍ୟୁ, ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ ୫ ହଜାର ଲୋକ

ଇଜିପ୍ଟର ଏକ ଚର୍ଚ୍ଚରେ ନିଆଁ ଲାଗିବା କାରଣରୁ ସେଠାରେ ଥିବା ୪୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ମିସ୍ରର ରାଜଧାନୀ କାହିରାର ଗୀଜାରେ ଘଟିଛି । ଚର୍ଚ୍ଚରେ ନିଆାଁ ଲାଗିବା ପରେ ସେଠାରେ ଭୟର ବାତାବରଣ…

Google କରିବ କର୍ମଚାରୀଙ୍କ ଛଟେଇ, ବୈଶ୍ୱିକ ମାନ୍ଦାବସ୍ଥା ମଧ୍ୟରେ ଏହି କାରଣରୁ ଚିନ୍ତାରେ କମ୍ପାନୀ 

ନୂଆଦିଲ୍ଳୀ: ଦୁନିଆର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲ ଏବେ ଚିନ୍ତାରେ । ଗୁଗଲ ବଡ଼ ଆକାରରେ ଏହାର କର୍ମଚାରୀଙ୍କୁ କାମରୁ ବାହାର କରିଦେବା ପାଇଁ ଚେତାବନୀ ଦେଇଛି । କମ୍ପାନୀ କହିଛି ଯେ ଯଦି କର୍ମଚାରୀ ନିଜ…

(Video) ବିଦେଶରେ ବି ପାଳନ ହେଉଛି ‘ହର ଘର ତିରଙ୍ଗା’, Flash Dance ରେ ଝୁମିଲେ ଦୁବାଇବାସୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୂଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଛି…

ହ୍ୟାରିପୋଟର ଲେଖିକାଙ୍କୁ ମିଳିଲା ହତ୍ୟାଧମକ: ଏବେ ତୁମ ପାଳି

ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କୁ ପ୍ରାଣଘାତି ଆକ୍ରମଣ ପରେ ବର୍ତ୍ତମାନ ହ୍ୟାରିପୋଟର ଉପନ୍ୟାସର ଲେଖିକା ଜେ.କେ ରୋୱଲିଙ୍ଗଙ୍କୁ ମିଳିଛି ହତ୍ୟା ଧମକ । ସଲମାନ ରୁଶିଦଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା…