fbpx
BSKY SKY
BSKY SKY

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

BSKY

ଆମେରିକା: ଆଜି ଭାରତ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଆଜି ଏହ ସ୍ୱାଧୀନତା ଦିବସ ଉପଲକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ସହିତ  ଭାରତ ଆଉ ଆମେରିକା ଅପରିହାର୍ଯ୍ୟ ଅଂଶୀଦାର ବୋଲି ସେ କହିଛନ୍ତି । ଏବଂ ଆଗାମୀ ଦିନରେ ଏହା ମିଳିତ ଭାବେ ବିଶ୍ୱର ସବୁ ଚ୍ୟାଲେଞ୍ଜର ମୁକାବିଲା କରିବେ ବୋଲି କୁହାଯାଇଛି । ଆମଦେଶ ଭାରତ ୧୯୪୭ ମସିହାରେ ସ୍ୱାଧୀନତା ଲାଭ କରିଛି । ମହାତ୍ମାଗାନ୍ଧୀଙ୍କ ଚିରସ୍ଥାୟୀ ସତ୍ୟ ତଥା ଅହିଂସା ବର୍ତ୍ତା ଦ୍ୱାରା ପରିଚାଳିତ ଏହାର ଗଣତାନ୍ତ୍ରିକ ଯାତ୍ରାକୁ ସମ୍ମାନ ଦେବା ପାଇଁ ଆମେରିକା ଭାରତର ଲୋକ ମାନଙ୍କ ସହ ସର୍ବଦା ଅଛି ବୋଲି ବାଇଡେନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.