Browsing Category

ବିଦେଶ

(Video) ଦୁନିଆର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଡ୍ରୋନ୍ ଉପରେ ବସିଥିବା ଉଡ଼ିଗଲେ ୨ ବ୍ୟକ୍ତି

ନୂଆଦିଲ୍ଲୀ: ପୂର୍ବରୁ ଡ୍ରୋନକୁ କେବଳ ଖୁଫିୟା ଏଜେନ୍ସିଗୁଡ଼ିକ ବ୍ୟବହାର କରୁଥିଲେ । ସେମାନେ ଡ୍ରେନ ମାଧ୍ୟମରେ ମନିଟରିଂ କିମ୍ବା ତଥ୍ୟ ସଂଗ୍ରହ କରୁଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି ଏବଂ ଡ୍ରୋନର ବ୍ୟବହାର ବିବାହ…

୬୮ଟି ଦେଶକୁ ବ୍ୟାପିଲା Monkeypox: WHO ଜାରି କଲା ରିପୋର୍ଟ, ଦେଖନ୍ତୁ କେଉଁ ଦେଶରୁ କେତେ କେସ୍ ମିଳିଲା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମଙ୍କିପକ୍ସକୁ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରିଦେଇଛି । ମଙ୍କିପକ୍ସ ଏବେ ବିଶ୍ୱ ଓ ଆଞ୍ଚଳିକ ସ୍ତରରେ ବ୍ୟାପୁଥିବା ଦେଖାଯାଉଛି । ୟୁରୋପୀୟ ଦେଶରେ ଏହାର…

(Video) ସୁଇମିଂ ପୁଲରୁ ହଠାତ୍ ୪୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ, ସିଙ୍କହୋଲ ଡାକି ଆଣିଲା ବିପଦ

ନୂଆଦିଲ୍ଲୀ: ଅନେକ ଲୋକ ସୁଇମିଂ ପୁଲରେ ଗାଧୋଇବାର ମଜା ଉଠାଇଥାନ୍ତି । ତେବେ ଏହି ମଜା ଜଣେ ବ୍ୟକ୍ତିଙ୍କ ପାଇଁ ସଜ୍ଜା ପାଲଟି ଯାଇଛି । ଗାଧୋଉଥିବା ସମୟରେ ହଠାତ୍ ପୁଲର ଏକ ସିଙ୍କହୋଲ ମଧ୍ୟରେ ଜଣେ ଯୁବକ ଗଳିପଡ଼ିଥିଲେ ।…

(Video) WHOର ବଡ଼ ଘୋଷଣା: Monkeypoxକୁ ନେଇ ଜାରି ହେଲା ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଆଲର୍ଟ କରାଯାଇଛି । ମଙ୍କିପକ୍ସକୁ ନେଇ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରାଯାଇଛି । ଏନେଇ ହୁ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଆଧାନୋମ…

ଡିଷ୍ଟାନ୍ସ ଏଜୁକେସନ ଗାଇଡଲାଇନରେ UGC କଲା ପରିବର୍ତ୍ତନ, ଜାଣନ୍ତୁ କ’ଣ ମିଳିବ ଫାଇଦା

ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ବିଦେଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ପାଇଁ ମାଗଣା ଏବଂ ଡିଷ୍ଟାନ୍ସ ଶିକ୍ଷାର ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି । ଏହି ସଂଶୋଧନ ଅନଲାଇନ କାର୍ଯ୍ୟକ୍ରମରେ…

ବ୍ରିଟେନରେ ଇତିହାସ ରଚିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, ହେଲେ ଲଣ୍ଡନର ସର୍ବକନିଷ୍ଠ ବାଚସ୍ପତି

ନୂଆଦିଲ୍ଲୀ: ଗୋଟିଏ ପଟେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ ଲଗାତାର ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟପଟେ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଇଂରେଜ ଦେଶରେ ଇତିହାସ ରଚିଛନ୍ତି।…

ଆମେରିକାରେ ପ୍ରଥମଥର ପିଲାଙ୍କଠାରେ ମିଳିଲା ମଙ୍କିପକ୍ସ ଭାଇରସ୍: ଲାଗିପାରେ ପବ୍ଲିକ୍ ହେଲ୍ଥ ଏମରଜେନ୍ସି

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଏବେ ଚିନ୍ତା ଅଧିକ ବଢ଼ିଯାଇଛି । ଏହାରି ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମଥର ପାଇଁ ପିଲାମାନଙ୍କଠାରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର…

ଏଲୋନ୍ ମସ୍କଙ୍କ ୭୬ ବର୍ଷିୟ ପିତାଙ୍କ ଆଉ ଏକ ଖୁଲାସା, ଶୁକ୍ରାଣୁ ଦାନ କରିବା ନେଇ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ମୁଖ୍ୟ ଏଲୋନ୍ ମସ୍କଙ୍କ ପିତା ଏରୋଲ୍ ମସ୍କ ଆଉ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଦି ସନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏରୋଲ୍ ମସ୍କ କହିଛନ୍ତି ଯେ…

ଋଷି ସୁନକଙ୍କ ସ୍ଵପ୍ନ ଭାଙ୍ଗିପାରେ, ଲିଜ୍ ଟ୍ରସ ହୋଇ ପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ- ସର୍ଭେ

ଲଣ୍ଡନ: ବ୍ରିଟେନରେ ସଂପ୍ରତି ଗୋଟିଏ ନାମ ଖୁବ୍ ଚର୍ଚ୍ଚାରେ। ଏହି ନାମଟି ହେଉଛି ଋଷି ସୁନକ। ଭାରତୀ ବଂଶୋଦ୍ଭବ ସୁନକଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ହିସାବରେ ପ୍ରବଳ ଦାବିଦାର କୁହାଯାଉଥିଲା। ଏ ପର‌୍ୟ୍ୟନ୍ତ…

ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦୀନେଶ ଗୁନାୱାର୍ଡେନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦୀନେଶ ଗୁନାୱାର୍ଡେନା ଶପଥ ଗ୍ରହଣ କରିଛନ୍ତି। ଏନେଇ ସ୍ଥାନୀୟଗଣମାଧ୍ୟମ ରିପୋର୍ଟ କରିଛି। ୬ ଥର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଂଘେ ଦେଶର…