Browsing Category
ବିଦେଶ
ଏବେ ବିଦେଶରେ ବଢିବ ଗୌତମ ଅଦାନୀଙ୍କ ପତିଆରା, ଐତିହାସିକ ବନ୍ଦର ପାଇଲେ ଲିଜ୍ରେ
ନୂଆଦିଲ୍ଲୀ: ଏସିଆ ମହାଦେଶର ସବୁଠୁ ଧନୀ ବ୍ୟବସୟୀ ଗୌତମ ଅଦାନୀଙ୍କ ପତିଆରା ସାରା ବିଶ୍ୱରେ ବଢିବାରେ ଲାଗିଛି । ତାଙ୍କ କମ୍ପାନୀ ଅଦାନୀ ପୋର୍ଟ ପୁର୍ବରୁ ଭାରତର ସବୁଠୁ ବଡ଼ ବନ୍ଦର ପରିଚାଳନାକାରୀ କମ୍ପାନୀ ଅଟେ । ଏବେ…
ମଣିଷ ମାଂସର ସ୍ୱାଦ କ’ଣ? ଉତ୍ତରରେ ଏମିତି କହିଲେ ଏହି ନରଭକ୍ଷୀ ହତ୍ୟାକାରୀ
ନୂଆଦିଲ୍ଲୀ: ଦୁନିଆରେ ଅପରାଧର ସଂଖ୍ୟା ଖୁବ ବଢିଗଲାଣି । ହତ୍ୟା, ଚୋରି, ବଳାତ୍କାର ଭଳି ଅନେକ ଅପରାଧ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି । କିନ୍ତୁ ଏହା ପରେ ମଧ୍ୟ ଏମିତି କିଛି ଘଟରା ସାମନାକୁ ଆସିଛି ଯାହାକୁ ଶୁଣିବା…
ଭାଇରାଲ ହେଉଛି ଋଷି ସୁନକଙ୍କ ୨୦ ବର୍ଷ ପୁରୁଣା ଭିଡିଓ , ପଡ଼ିବ କି’ ଏହାର ପ୍ରଭାବ?
ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି । ବୁଧବାର ପ୍ରଥମ ରାଉଣ୍ଡ ଭୋଟ୍ରେ ସୁନକ ୮୮ ଭୋଟ ସହ ଶୀର୍ଷରେ ରହିଛନ୍ତି । ବାକି ପ୍ରତିଦ୍ୱନ୍ଦ୍ୱୀମାନେ ସେମାନଙ୍କ…
ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକସେ
ନୂଆଦିଲ୍ଲୀ: ଶ୍ରୀଲଙ୍କା ଅର୍ଥନୀତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକସେ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ସଂସଦୀୟ ବାଚସ୍ପତିଙ୍କୁ ମେଲ୍ ମାଧ୍ୟମରେ ପଠାଇଛନ୍ତି । ଦେଶରେ…
ଏହି ଦେଶରୁ ମିଳିଲା କରୋନାରେ ସବୁଠାରୁ ସଂକ୍ରାମକ ଭାରିଆଣ୍ଟ ‘ସେଣ୍ଟୁରୁସ୍’: ଓମିକ୍ରନଠାରୁ ଅଧିକ ମାରାତ୍ମକ
ନୂଆଦିଲ୍ଲୀ: ବିଶ୍ୱରେ କରୋନା ମାମଲା କମିଥିଲେ ମଧ୍ୟ ଏହି ଭାଇରସ୍ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ସମୟ ସମୟରେ ଏହି ଭାଇରସର ନୂଆ ଭାରିଆଣ୍ଟ ଅଲଗା ଅଲଗା ଦେଶରୁ ଚିହ୍ନଟ ହେଉଥିବା ଦେଖିବକେୁ ମିଳୁଛି ଓ ଲୋକଙ୍କ ଚିନ୍ତାକୁ…
ସମୁଦ୍ର କୂଳରେ କରୁଥିଲେ ମସ୍ତି: ଅଚାନକ୍ ଲହରୀ ଆସିବାରୁ ଭାସିଗଲେ ବାପ-ପୁଅ, ଦେଖନ୍ତୁ ମୃତ୍ୟୁର Video
ମଣିଷର ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଇପାରେ ଜୀବନ । ଏଥିପାଇଁ ସବୁବେଳେ ସାବଧାନ୍ ରହିବା ଜରୁରୀ । ଅନେକ ଥର ଭଲ ପାଗ ଦେଖି ଲୋକମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଆନ୍ତି, କିନ୍ତୁ ମସ୍ତି କରୁ କରୁ ଅନେକ ଥର ଏପରି…
ଋଷର ଡବଲ ରୋଲ: ଗୋଟିଏ ପଟେ ଆଲୋଚନା ଅନ୍ୟ ପଟେ ୟୁକ୍ରେନରେ କଲା ଧମାକା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଭିତରେ ଯୁଦ୍ଧକୁ ୧୩୯ ଦିନ ବିତି ଗଲାଣି । ଅନେକ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ବି ଯୁଦ୍ଧ ଥମିବାର ନାଁ ନେଉନି । ତେବେ ଏହାରି ଭିତରେ ଋଷର ଏକ ଡବଲ ରୋଲ ଗେମ ସାମନାକୁ ଆସିଛି । ଗୋଟିଏ ପଟେ…
ଫ୍ରିଜରେ ରଖାଯାଉଥିବା ମାଛ ଓ ମାଂସରେ ୩୦ ଦିନ ପର୍ଯ୍ୟନ୍ତ ଜୀବିତ ରହୁଛି କରୋନା ଭାଇରସ୍, ସାମ୍ନାକୁ ଆସିଲା ନୂଆ ଗବେଷଣା ତଥ୍ୟ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ତେଣୁ ଏନେଇ ଜନସାଧାରଣ କୋଭିଡ୍ ନିୟମ ମାନିବା ସହ ସଚେତନ ହେବା ଜରୁରୀ । ତେବେ କରୋନା ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।…
ବାଇକ୍ ପଛରେ ବସିଥିଲେ ସୁନ୍ଦରୀ, ଗୋଟିଏ ଝଟକାରେ ଛାଡ଼ିଗଲା ପୁଅର ହିରୋଗିରି, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜିକାଲି ଯୁବପୀଢ଼ିଙ୍କର ବିଭିନ୍ନ କାରନାମାର ଭିଡିଓ ଅନେକ ସମୟରେ ସୋସିମାଲ ମିଡ଼ିଆରେ ଭାଇରାଲ ହୋଇଥାଏ । ପ୍ରେମ ବ୍ୟାପାରକୁ ନେଇ ହେଉ ବା ଗଣ୍ଡଗୋଳକୁ ନେଇ ହେଉ ଅନେକ ଘଟଣା ଘଟିଥାଏ । ତେବେ ଜଣେ ସୁନ୍ଦରୀ…
ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ, ବାଚସ୍ପତି ଦେଲେ ସୂଚନା
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସ୍ଥିତିରେ ପହଁଚିଛି। ଯାହାର ପ୍ରତିଫଳନ ଏବେ ସେଠାରେ ଦେଖିବାକୁ ମିଳୁଛି। ଏଭଳି ସମୟରେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି ରାନିଲ ୱିକ୍ରେମିସିଂହେ।…