Browsing Category
ବିଦେଶ
ଦକ୍ଷିଣ ଚୀନ୍ରେ ବନ୍ୟା ବିତ୍ପାତ: ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୫ ମୃତ, ୩ ନିଖୋଜ ଥିବା ସୂଚନା
ବେଜିଂ : ଦକ୍ଷିଣ ଚୀନ୍ରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ମୂଷଳଧାରାରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମ୍ରେ ୧୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି…
ଜୁନ୍ ୨୪ରେ ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ୍ରେ ଏକାଠି ହେବେ ମୋଦି, ଜିନ୍ପିଙ୍ଗ୍, ପୁଟିନ
ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲୁ ରହିଥିବା ଲମ୍ବା ସମୟର ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି ହୋଇଛି । ସେହିପରି ଲଦାଖ ସୀମାରେ ଚୀନର ସୀମାପାର କାର୍ଯ୍ୟକଳାପ ଅଶାନ୍ତକର ପରିସ୍ଥିତି ସୃଷ୍ଟି…
ଗୋଷ୍ଠୀ ସଂକ୍ରମଣ କରିପାରେ ‘ମଙ୍କିକ୍ସ, ଭାଇରସ ବ୍ୟାପିବା ପୂର୍ବରୁ ସତର୍କ କରାଇଲା ‘ହୁ’
ନୂଆଦିଲ୍ଲୀ : ଗତ ୨ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ମହାମାରୀ କରୋନା ସଂକ୍ରମଣ ଥମିବା ପରେ ଦେଶବାସୀ ଶାନ୍ତିରେ ନିଃଶ୍ୱାସ ମାରୁଥିବାବେଳେ ଏବେ ପୁଣି ଗୋଟିଏ ଭାଇରସ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶ୍ୱର ଅନେକ…
ଆଶ୍ଚର୍ୟ୍ୟ, ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି
ଆଇରଲାଣ୍ଡ: ଏକ ବିଚିତ୍ର ଘଟଣାରେ, ଜଣେ ୬୬ ବର୍ଷୀୟ ଇଂରେଜ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସ୍ମୃତିଶକ୍ତି ହରାଇଛନ୍ତି। ବୁଧବାର ପ୍ରକାଶିତ ଇଂରେଜ ମେଡିକାଲ ଜର୍ଣ୍ଣାଲର ମେ ମାସରେ ଏହି…
ଦୁଲର୍ଭ ସ୍ଥିତି କାରଣରୁ ‘ସ୍ଥାୟୀ ହସ’ ସହ ଜନ୍ମ ହେଲା ଶିଶୁ
ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦି ଥାଏ ଏହାତ ସମସ୍ତେ ଜାଣନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଏକ ପରିବାରରେ ସ୍ଥାୟୀ ହସ ସହ ଜନ୍ମ ହୋଇଛି ଏକ ଶିଶୁ । ବିରଳ ସ୍ଥାୟୀ ହସ ସହ ଶିଶୁଟିର ଜନ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର…
ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ: WHO
ନୂଆଦିଲ୍ଲୀ: ଦୁନିଆରେ ଏବେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାରି ମଧ୍ୟରେ ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସତର୍କ ନରହିଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି WHO…
ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ
ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ…
ବିଚିତ୍ର ଜନଜାତି: ଆତ୍ମୀୟଙ୍କ ଶବକୁ ପୋଡ଼ି ଖାଇଲେ ମିଳିଥାଏ ଶାନ୍ତି
ବିଶ୍ୱାସ ହେଉନଥିଲେ ବି ସତ । ପରମ୍ପରାକୁ ବିଶ୍ୱାସ କରି ଖାଉଛନ୍ତି ଆତ୍ମୀୟଙ୍କ ଅସ୍ଥି । ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ଦେଖିବାକୁ ମିଳୁଥିଲେ ମଧ୍ୟ ପରମ୍ପରାକୁ ମାନିବା ପାଇଁ ଏପରି କିଛି ଆଦିବାସୀ ରହିଛନ୍ତି…
ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’କୁ ମିଳିଲା ବୁକର ପୁରସ୍କାର
ନୂଆଦିଲ୍ଲୀ: ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ’କୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ମିଳିଛି । ଏହାକୁ ଡେଜି ରକବେଲ ଅନୁବାଦ କରିଛନ୍ତି । ଏହା ହିନ୍ଦୀ ଭାଷାର ପ୍ରଥମ କାଳ୍ପନିକ ଲେଖିନୀ…
ୟୁଜର୍ସଙ୍କ ଗୋପନିୟତା ଚୋରି, ଟ୍ୱିଟର ଉପରେ ଲାଗିଲା ୧୫ କୋଟି ଡଲାରର ଜରିମାନା
ନୁଆଦିଲ୍ଲୀ: ଟ୍ୱିଟର ଉପରେ ଲାଗିଛି ୧୫ କୋଟି ଡଲାରର ଜରିମାନା । ଗତ ୬ ବର୍ଷ ଧରି ଟ୍ୱିଟର ବ୍ୟବହାରକାରୀଙ୍କ ଗୋପନିୟତା ରଖିବାରେ ବିଫଳ ହେବାରୁ ନ୍ୟାୟ ମନ୍ତ୍ରାୟ ଏବଂ ଫେଡେରାଲ ବାଣିଜ୍ୟ ଆୟୋଗ କହିଛନ୍ତି ଯେ, ସୋସିଆଲ…