Browsing Category

ବିଦେଶ

ଚୀନ ପାଇଁ ଚିନ୍ତା କରୋନା: ଖାଦ୍ୟ, ଔଷଧ ପାଇଁ ଚିତ୍କାର କରୁଛନ୍ତି ଦେଶବାସୀ, ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଅର୍ଥନୀତିରେ ସୁଦୃଢ ଏହି ଦେଶ, କିନ୍ତୁ କରୋନାର କଳା ବାଦଲରେ ଢାଙ୍କି ହୋଇଯାଇଛି ଚୀନ । ମହାମାରୀର ଭୟଙ୍କର ପରିସ୍ଥିତିରେ ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶରେ ଲକଡାଉନ ଜାରି ହୋଇଛି । ବାହାରକୁ ବାହାରିବା…

ଫେଲ୍ ମାରିଲା ବୁଷ୍ଟର ଡୋଜ୍! ୨୦ ଦିନ ଭିତରେ ଦୁଇଥର କରୋନାରେ ସଂକ୍ରମିତ ହେଲେ ମହିଳା, ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଗତ ୨ ବର୍ଷ ହେବ କରୋନା ସହ ଲଢ଼େଇ କରୁଛି । ଗତ ୨ ବର୍ଷରେ କରୋନାର ଅନେକ ଭାରିଆଣ୍ଟ ଦେଖିବାକୁ ମିଳିଛି । ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ତୀବ୍ର ହେବାରେ ଲାଗିଛି । କିନ୍ତୁ…

ବିନା ଚେହେରାରେ ଜନ୍ମ ହୋଇଥିଲା ଶିଶୁ: ଡାକ୍ତର କରିଥିଲେ ମୃତ୍ୟୁର ‘ଭବିଷ୍ୟବାଣୀ’, ପରେ ହେଲା ଚମତ୍କାର

କୁହାଯାଏ କି ଜୀବନ ଓ ମୃତ୍ୟୁ ଠାକୁରଙ୍କ ହାତରେ ଥାଏ । ଏହି କଥା ବିନା ଚେହେରାରେ ଜନ୍ମ ହୋଇଥିବା ଶିଶୁ ଭିଟୋରିଆ ମାର୍ଚିଓଲିଙ୍କ କେସରେ ପ୍ରମାଣିତ ହୋଇଛି । ଏହି ଶିଶୁ ଜନ୍ମ ହେବା ମାତ୍ରେ ମୃତ୍ୟୁର ‘ଭବିଷ୍ୟବାଣୀ’…

ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ…

ଗରମରେ କଲବଲ ହେଉଛନ୍ତି ପାକିସ୍ତାନ ବାସୀ, ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ ହେଉଛି ବିଦ୍ୟୁତ୍‌କାଟ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଆର୍ଥିକ ଅବସ୍ଥା ଦୁର୍ବଳ ରହିଥିବାରୁ ଦରଦାମରେ ସାଂଘାତିକ ବୃଦ୍ଧି ଘଟିଛି । ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନବାସୀ ଘୋର ଦୁର୍ଦ୍ଦିନ…

ଲଗାତର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଇମାନୁଏଲ ମାକ୍ରନ୍

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ଇମ୍ରାନୁଏଲ ମାକ୍ରନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ଆଜି ପୁଟିନ୍‌- ଜେଲେନ୍‌ସ୍କି ଆଲୋଚନା ! ବନ୍ଦ ହେବ କି ଯୁଦ୍ଧ ?

କିଭ୍‌ : ଆଗାମୀ ୨୪ଘଣ୍ଟା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟରେ ଆଲୋଚନା। ବଦଳି ପାଇରେ ଯୁଦ୍ଧର ସ୍ଥିତି। ସମସ୍ତ ନଜର ଏହି ଆଲୋଚନା ଉପରେ ରହିଛି। ଦୁଇ…

ବଞ୍ଚାଇଦେଲା ସ୍ମାର୍ଟଫୋନ: ମୋବାଇଲରେ ଗୁଳି ବାଜିବାରୁ ଅଳ୍ପକେ ରକ୍ଷା ପାଇଗଲେ ୟୁକ୍ରେନ ଯବାନ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ନିଶା ପିଲାମାନଙ୍କୁ ନିଜ ଅକ୍ତିଆରରେ କରି ନେଇଛି । ପିଲାମାନଙ୍କର ଏହା ଏକ ଖରାପ ଅଭ୍ୟାସରେ ପରିଣତ ହୋଇସାରିଛି । କିନ୍ତୁ ଏହି ସ୍ମାର୍ଟଫୋନ ଅନେକ ଭଲ ଗୁଣ ଜୀବନ ସୁଧାରିବାରେ ମୁଖ୍ୟ…

ଦୋକାନୀର ଗୋଟିଏ ଭୁଲ ଯୋଗୁଁ କୋଟିପତି ହେଲା ଗ୍ରାହକ, ମିଳିଲା ୬ କୋଟି ଟଙ୍କା

କୁହାଯାଏ ଜଣେ ବ୍ୟକ୍ତିର ଭାଗ୍ୟ କେବେ ବଦଳିଯାଏ, ତାହା କେହି କହିପାରିବେ ନାହିଁ । ଆପଣ ତ ଅନେକ ଲୋକଙ୍କର କାହାଣୀ ଶୁଣିଥିବେ, ଯେଉଁମାନଙ୍କ ଭାଗ୍ୟ ରାତାରାତି ବଦଳିଥିବ । ଏହାରି ମଧ୍ୟରେ ଏକ ମଜାଦାର କାହାଣୀ ସାମ୍ନାକୁ…

ତଣ୍ଟିରେ ଫସିଗଲା ଠିପି: ଏପରି ଟେକନିକରେ ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ Video

ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି ତ ଆଉ କିଛି ଭିଡିଓରୁ କିଛି ଶିକ୍ଷଣୀୟ ତଥ୍ୟ ଗ୍ରହଣ କରନ୍ତି । ସେହିପରି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…