Browsing Category
ବିଦେଶ
ଚିଡ଼ିଆଖାନା ବାହାରେ ବୁଲୁଥିଲା ରହସ୍ୟମୟ ଜୀବ! କ୍ୟାମେରାରେ କଏଦ ହେଲା ଫଟୋ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ରହସ୍ୟମୟ ଘଟଣା ଘଟିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ଏହିଠାରେ ହିଁ ଏଲିୟନଙ୍କ ଅସ୍ଥିତ୍ୱ ନେଇ ଖବର ଆସୁଛି । ଏଠାରେ ପ୍ରତିଦିନ ଅଜବ ବସ୍ତୁ କିମ୍ବା ଜୀବ ବିଷୟରେ ଅନେକ…
ପ୍ରାୟ ୨୦୦ରୁ ଅଧିକ ଥର ସାପ କାମୁଡିଥିଲେ ମଧ୍ୟ ଜୀବିତ ଅଛନ୍ତି ଏହି ବ୍ୟକ୍ତି!
ଯଦି କାହାକୁ ସାପ କାମୁଡେ, ତେବେ ଘଣ୍ଟାଏ ମଧ୍ୟରେ ଶରୀରରୁ ବିଷ ବାହାର ନକଲେ, ତା’ର ମୃତ୍ୟୁ ସୁନିଶ୍ଚିତ । ନଚେତ୍ ବ୍ୟକ୍ତି ଜଣଙ୍କ କୋମାର ମଧ୍ୟ ଶିକାର ହୋଇଯାଇପାରନ୍ତି । ମାତ୍ର ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ…
କ’ଣ ସତରେ ପାକିସ୍ତାନର ସ୍ଥିତି ଶ୍ରୀଲଙ୍କା ଭଳି ହେବ?
ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହି ଯୁଦ୍ଧ ପାଇଁ ବହୁ ଦେଶରେ କିଛି ନା କିଛି ସମସ୍ୟା ସୃଷ୍ଟି ହେଉଛି । ୟୁକ୍ରେନ- ୟୁରୋପ ମଧ୍ୟରେ ଯୁଦ୍ଧ ହେବା ପରଠାରୁ ଋଷ୍ ଠାରୁ…
ଘରେ ଅସରପା ପୋଷିଲେ ମିଳିବ ଦେଢ଼ଲକ୍ଷ ଟଙ୍କା: ଏହି କମ୍ପାନୀ ଦେଉଛି ନିଆରା ଅଫର୍
ଘରେ କିଏ ବା ଅସରପା ଦେଖିବାକୁ ପସନ୍ଦ କରିବ । ଘରେ ଯଦି ଏକ ଅସରପା ଦେଖାଯାଏ, ତେବେ ତାକୁ ସଙ୍ଗେସଙ୍ଗେ ବାହାରକୁ ତଡିଦେବା ପାଇଁ ଆମେ ସମସ୍ତେ ଚାହାଁନ୍ତି । ଯଦି ଆପଣଙ୍କୁ ଘରେ ଅସରପା ପୋଷିବା ପାଇଁ ଟଙ୍କା ଦିଆଯାଏ,…
(Video) ସୂର୍ଯ୍ୟରେ ୮ ଘଣ୍ଟା ଧରି ବିସ୍ଫୋରଣ: ସୌରଝଡର ଘନେଇଲା ବିପଦ
ନୂଆଦିଲ୍ଲୀ: ପୂର୍ବରୁ କିଛି ମାସ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ଘଟଣା ବର୍ତ୍ତମାନ ବଢ଼ିଚାଲିଛି । ସୋମବାର ଏକ ବଡ଼ ବିସ୍ଫୋରଣ ଘଟିଛି ଯାହାକି ଲଗାତର ଭାବେ ୮ ଘଣ୍ଟାଧରି ଚାଲିଥିଲା । ଏହାକୁ ନାସାର ସୋଲାର ଡାଇନେମିକସ…
ଆପଣଙ୍କର ଶରୀରର ତାପମାତ୍ରା ଠାରୁ ମସ୍ତିଷ୍କର ତାପମାତ୍ରା ବହୁତ ଅଧିକ, ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ
ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷର ଶରୀରର ସାମାନ୍ୟ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ସେଲସିୟସ୍ (ସି) ବା ୯୮.୬ ଡିଗ୍ରୀ ଫାରେନହାଇଟ୍ (ଏଫ) ହୋଇଥାଏ । ମାତ୍ର ଏହି ତାପମାତ୍ରା ମଣିଷର ମସ୍ତିଷ୍କର ନୁହେଁ । ତେବେ ମଣିଷର…
ବ୍ରିଟେନରେ ମଙ୍କିପକ୍ସର ୪୭୦ ମାମଲା ଚିହ୍ନଟ: ଅଧିକାଂଶ ସମଲିଙ୍ଗୀ ସଂକ୍ରମିତ
ଲଣ୍ଡନ: ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ଦେଶରେ ମଙ୍କିପକ୍ସର ୧୦୪ ଅନ୍ୟ ମାମଲା ଚିହ୍ନଟ କରିଛନ୍ତି । ଏବେ ଆଫ୍ରିକା ବାହାରେ ମଧ୍ୟ ମାମଲା ସାମ୍ନାକୁ ଆସୁଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ସୋମବାର ଦିନ…
ସୁଦାନରେ ଜାତୀୟ ହିଂସାର ଭୟାନକ ପରିସ୍ଥିତି: ସପ୍ତାହକ ମଧ୍ୟରେ ୧୦୦ ଜଣଙ୍କ ମୃତ୍ୟୁ, ନିଆଁରେ ଜଳିଗଲେ ୬୨ ଜଣ
ନୂଆଦିଲ୍ଲୀ: ସୁଦାନରୁ ଏକ ଭୟଙ୍କର ଖବର ଆସିଛି । ଦେଶରେ ହିଂସା ଲାଗି ରହିଥିବା ବେଳେ ଏହାଦ୍ୱାରା ସେଠାକାର ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି । ଗତ ସପ୍ତାହରେ ଜାତୀୟ ହିଂସାରେ ପାଖାପାଖି ୧୦୦ ଜଣ ଲୋକ ପ୍ରାଣ…
ବୃଦ୍ଧ ନିଜ ଲିଙ୍ଗରେ ପୂରାଇଦେଲେ ୧୮ ସେମି ଲମ୍ବା ଇଲେକ୍ଟ୍ରିକ୍ କେବୁଲ: କାରଣ ଜାଣି ଡାକ୍ତର ବେହୋସ୍
ଇସଲାମାବାଦ: ପାକିସ୍ତାନରେ ଜଣେ ବୃଦ୍ଧଙ୍କ ଅଜବ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବୃଦ୍ଧ ଜଣକ ପରିସ୍ରାରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଥିଲେ,…
ହ୍ୟାକ ହେଲା ଡିଜିଟାଲ ନ୍ୟୁଜ ଚ୍ୟାନେଲ: ଲାଇଭ ଶୋ’ରେ ଉଡିଲା ପାକିସ୍ତାନୀ ପତାକା
ଆସାମ: ଆସାମର ଏକ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ'ରେ ଦେକିବାକୁ ମିଳିଛି ଏକ ଅଜବ ପ୍ରକାରର ଦୃଶ୍ୟ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଶୋ' ମଝିରେ ପାକିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ…