Browsing Category
ବିଦେଶ
ଗରମରେ କଲବଲ ହେଉଛନ୍ତି ପାକିସ୍ତାନ ବାସୀ, ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ ହେଉଛି ବିଦ୍ୟୁତ୍କାଟ
ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଆର୍ଥିକ ଅବସ୍ଥା ଦୁର୍ବଳ ରହିଥିବାରୁ ଦରଦାମରେ ସାଂଘାତିକ ବୃଦ୍ଧି ଘଟିଛି । ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନବାସୀ ଘୋର ଦୁର୍ଦ୍ଦିନ…
ଲଗାତର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଇମାନୁଏଲ ମାକ୍ରନ୍
ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ଇମ୍ରାନୁଏଲ ମାକ୍ରନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।…
ଆଜି ପୁଟିନ୍- ଜେଲେନ୍ସ୍କି ଆଲୋଚନା ! ବନ୍ଦ ହେବ କି ଯୁଦ୍ଧ ?
କିଭ୍ : ଆଗାମୀ ୨୪ଘଣ୍ଟା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟରେ ଆଲୋଚନା। ବଦଳି ପାଇରେ ଯୁଦ୍ଧର ସ୍ଥିତି। ସମସ୍ତ ନଜର ଏହି ଆଲୋଚନା ଉପରେ ରହିଛି। ଦୁଇ…
ବଞ୍ଚାଇଦେଲା ସ୍ମାର୍ଟଫୋନ: ମୋବାଇଲରେ ଗୁଳି ବାଜିବାରୁ ଅଳ୍ପକେ ରକ୍ଷା ପାଇଗଲେ ୟୁକ୍ରେନ ଯବାନ
ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ନିଶା ପିଲାମାନଙ୍କୁ ନିଜ ଅକ୍ତିଆରରେ କରି ନେଇଛି । ପିଲାମାନଙ୍କର ଏହା ଏକ ଖରାପ ଅଭ୍ୟାସରେ ପରିଣତ ହୋଇସାରିଛି । କିନ୍ତୁ ଏହି ସ୍ମାର୍ଟଫୋନ ଅନେକ ଭଲ ଗୁଣ ଜୀବନ ସୁଧାରିବାରେ ମୁଖ୍ୟ…
ଦୋକାନୀର ଗୋଟିଏ ଭୁଲ ଯୋଗୁଁ କୋଟିପତି ହେଲା ଗ୍ରାହକ, ମିଳିଲା ୬ କୋଟି ଟଙ୍କା
କୁହାଯାଏ ଜଣେ ବ୍ୟକ୍ତିର ଭାଗ୍ୟ କେବେ ବଦଳିଯାଏ, ତାହା କେହି କହିପାରିବେ ନାହିଁ । ଆପଣ ତ ଅନେକ ଲୋକଙ୍କର କାହାଣୀ ଶୁଣିଥିବେ, ଯେଉଁମାନଙ୍କ ଭାଗ୍ୟ ରାତାରାତି ବଦଳିଥିବ । ଏହାରି ମଧ୍ୟରେ ଏକ ମଜାଦାର କାହାଣୀ ସାମ୍ନାକୁ…
ତଣ୍ଟିରେ ଫସିଗଲା ଠିପି: ଏପରି ଟେକନିକରେ ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ Video
ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି ତ ଆଉ କିଛି ଭିଡିଓରୁ କିଛି ଶିକ୍ଷଣୀୟ ତଥ୍ୟ ଗ୍ରହଣ କରନ୍ତି । ସେହିପରି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…
ଫ୍ଲାଇଟରେ ନିଜର ସିଂହରୂପ ଦେଖାଇଲେ ପୂର୍ବତନ ହେଭିୱେଟ୍ ଚାମ୍ପିୟନ ଟାଇସନ, ଯାତ୍ରୀଙ୍କ ମୁହଁରେ ବର୍ଷାକଲେ ମୁଥ ପରେ ମୁଥ, ଦେଖନ୍ତୁ Video
ନୂଆଦିଲ୍ଲୀ: ପୂର୍ବତନ ହେଭିୱେଟ ଚାମ୍ପିୟନ ମାଇକ ଟାଇସନ ନିଜ କ୍ୟାରିୟରରେ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥିଲେ । ୫୫ ବର୍ଷୀୟ ଟାଇସନ ନିଜର କ୍ରୋଧକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ୧୯୯୭ରେ ଫାଇଟ୍…
ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ଇମାନୁଏଲ୍ ମାର୍କୋ ଓ ମାରିନ୍ ଲେ ପେନ୍ଙ୍କ ମଧ୍ୟରେ ମୁହାଁମୁହିଁ ଡିବେଟ୍, ୨୪ରେ ଶେଷ ପର୍ଯ୍ୟାୟ ଭୋଟ
ନୂଆଦିଲ୍ଲୀ : ଏପ୍ରିଲ୍ ୨୪ ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନର ଶେଷ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଇମାନୁଏଲ୍ ମାର୍କୋ ଓ ମାରିନ୍ ଲେ ପେନ୍ଙ୍କ ମଧ୍ୟରେ ଟିଭିରେ ଶେଷ ଡିବେଟ୍ ହୋଇଥିଲା…
ଋଷିଆ କଲା ନୂଆ ମିସାଇଲର ପରୀକ୍ଷଣ: ପୁଟିନ୍ କହିଲେ ‘ପୃଥିବୀରେ କୌଣସି ଟାର୍ଗେଟକୁ କରିପାରିବ ଧ୍ୱଂସ’
ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଚାଲୁଥିବାବେଳେ ଅନ୍ୟପଟେ ଋଷ ବୁଧବାର ଏହାର ସାରମାଟ ଇଣ୍ଟରକଣ୍ଟିନେଟାଲ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ରାଷ୍ଟପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଏହି ମିସାଇଲର ସଫଳ…
ଫୋନ ଫିଙ୍ଗିଲେ ହେବେ ବିଜେତା: ଜାଣନ୍ତୁ କେଉଁ ଜାଗାରେ ହୋଇଥାଏ ଏଭଳି ପ୍ରତିଯୋଗିତା
ବେଳେବେଳେ ଆମ ମାନଙ୍କ ଭିତରୁ କେହି କେହି ଫୋନରେ କଥା ହେଲା ବେଳେ ନଟୱର୍କ ସମସ୍ୟାରେ ବିରକ୍ତି ପ୍ରକାଶ କରି ହେଉ ଅଥବା ଅପରପକ୍ଷର ପ୍ରତିକ୍ରିୟାରେ ଉତକ୍ଷିପ୍ତ ହୋଇ କିମ୍ବା ଫୋନର ଯାନ୍ତ୍ରିକ ତ୍ରୁଟି କାରଣରୁ ହାତରେ…