Browsing Category
ବିଦେଶ
ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା କ’ଣ ସମ୍ଭବ, ଜାଣନ୍ତୁ ଏହା ପଛର ଲଜିକ୍
ନୂଆଦିଲ୍ଲୀ: ସାଧାରଣତଃ, ଜଣେ ମାଆ ଛୁଆକୁ ନଅ ମାସ ପର୍ଯ୍ୟନ୍ତ ଗର୍ଭ ଧାରଣ କରିବା ପରେ ଜନ୍ମ ଦେଇଥାଏ । କେବେକେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪…
ଜୀବନ ସାରା ପିନ୍ଧିବାକୁ ପଡ଼ିବ ମାସ୍କ! ଭବିଷ୍ୟତକୁ ନେଇ ଏପରି କହିଲେ ମହାମାରୀ ବିଶେଷଜ୍ଞ ଆନ୍ଥନୀ ଫାଉଚି
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଅନ୍ତ ଘଟିବାର ଏପର୍ଯ୍ୟନ୍ତ କୌଣସି ସଂକେତ ଦେଖିବାକୁ ମିଳିନାହିଁ । ତେଣୁ ଏହ ବି କୁହାଯାଇପାରିବ ନାହିଁ ଆମକୁ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ଭାବରେ ମାସ୍କ ପିନ୍ଧି ଦିନ…
ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛି ଚୀନ, କୋଭିଡରେ ପ୍ରାଣ ହରାଛନ୍ତି ୧୭ ଲକ୍ଷ ଲୋକ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆରମ୍ଭ ହେବା ଦିନଠାରୁ ଚୀନ ବିବାଦ ଘେରରେ ରହି ଆସିଛି । ଚୀନର ଉହାନ ଲାବରୁ କରୋନା ଭାଇରସର ଉତ୍ପତ୍ତି ନେଇ ଆମେରିକା ଛଡ଼ା ଅନେକ ଅନୁସନ୍ଧାନକାରୀ ମତ ଦେଇଥିଲେ । ତେବେ ଚୀନରେ…
କାନାଡାରୁ ଆସିଥିବା ଏକ ଚିଠିରୁ ଦେଶରେ ବ୍ୟାପିଲା ଓମିକ୍ରନ, ରିପୋର୍ଟରେ ହେଲା ଏପରି ଦାବି
ବେଜିଂ: କରୋନା ମାମଲା ପୁଣିରେ ବିଶ୍ୱ ବ୍ୟାପୀ ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଚିନ୍ତାଜନକ ଭାବରେ ବଢ଼ିଚାଲିଛି । ଏହା ଭିତରେ ଚୀନରେ ମଧ୍ୟ ସମାନ ପରିସ୍ଥିତି । ତେବେ ଏଠାରେ ଏକ…
ଟିକା ନନେଲେ କାଫେ-ରେଷ୍ଟୁରାଣ୍ଟକୁ ପ୍ରବେଶ ନିଷେଧ, ଓମିକ୍ରନ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ସରକାରଙ୍କ ନୂଆ ରଣନୀତି
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ରଚିବାରେ ଲାଗିଛି । ସଂକ୍ରମଣର ବେଗ ଦିନକୁ ଦିନ ବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି…
ପ୍ରକୃତିର ବିସ୍ମୟ: ନିଜର ଚନ୍ଦ୍ର ତିଆରି କଲା ଚୀନ୍, କାମ କରୁନି ମାଧ୍ୟାକର୍ଷଣ ଶକ୍ତି
ନୂଆଦିଲ୍ଳୀ: ସମଗ୍ର ବିଶ୍ୱ ପାଇଁ ରହିଛି ଗୋଟିଏ ଚନ୍ଦ୍ର । ତେବେ ପ୍ରକୃତିର ଏହି ବିସ୍ମୟକୁ ବାଦ ଦେଇ ନିଜର ଏକ ସ୍ୱତନ୍ତ୍ର ଚନ୍ଦ୍ର ନିର୍ମାଣ କରିଛି ଚୀନ୍ । ବିଂଶ ଶତାବ୍ଦୀର ସବୁଠୁ ବଡ ଆଶ୍ଚର୍ଯ୍ୟ ସହିତ ମହାକାଶ…
ଆବୁଧାବି ବିମାନ ବନ୍ଦର ନିକଟରେ ଡ୍ରୋନ ଆକ୍ରମଣ: ନିଜକୁ ଦାୟୀ କଲା ୟେମନେର ହାଉତି ସଂଗଠନ
ଆବୁଧାବି ଏୟାରପୋର୍ଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ୩ଟି ତେଲ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ ।…
ଦ୍ରୁତ ଗତିରେ ଆସୁଥିବା ମେଟ୍ରୋ ଆଗକୁ ମହିଳାଙ୍କୁ ଠେଲିଦେଲା ସାଇକୋ: ତା’ପରେ କଣ ହେଲା ଦେଖନ୍ତୁ ଛାତି ଥରା Video
ନୂଆଦିଲ୍ଲୀ: ଦୁର୍ଘଟଣା ସର୍ବଦା ଭୟାନକ । ଏହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିଥାଏ । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦ୍ରୁତ ଗତିରେ ଆସୁଥିବା ମେଟ୍ରୋ ଟ୍ରେନ ଆଡକୁ ଜଣେ…
କରୋନା ଯୋଗୁଁ ବଦଳିଗଲା ମା’ କ୍ଷୀରର ରଙ୍ଗ, ଧଳାରୁ ହେଲା ସବୁଜ!
ନୂଆଦିଲ୍ଲୀ: କଣ କରୋନା ଭାଇରସ୍ କାରଣରୁ ମା' କ୍ଷୀରର ରଙ୍ଗ ବଦଳି ଯାଉଛି? ଏହି ପ୍ରଶ୍ନର ଜବାବ ହେଉଛି, ହଁ । ଜଣେ ମହିଳା ଦାବି ସହିତ କହିଛନ୍ତି ଯେ, କରୋନା ସଂକ୍ରମିତ ହେବା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେଉଛି ।…
ଛୋଟ ପିଲା ଓ କିଶୋର-କିଶୋରୀଙ୍କ ଠାରେ ଅଧିକ ଘାତକ ହେଉଛି ଓମିକ୍ରନ, ଏହି ୩ଟି ଉପାୟରେ ରୁହନ୍ତୁ ସୁରକ୍ଷିତ
ନୂଆଦିଲ୍ଲୀ: କରୋନାର ଭାରିଆଣ୍ଟ୍ ଓମିକ୍ରନକୁ ନେଇ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ନାହିଁ, ଯେଉଁଥିରୁ ଜଣାପଡ଼ିବ ଯେ, ଓମିକ୍ରନ କେତେ ଘାତକ । କିନ୍ତୁ ନିକଟରେ ଦିଲ୍ଲୀରେ ୭ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି କତା ସ୍ପଷ୍ଟ…