Browsing Category
ବିଦେଶ
ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ୨ ଖଣ୍ଡ ହୋଇଗଲା ବିମାନ, ସାମ୍ନାକୁ ଆସିଲା Video
ନୂଆଦିଲ୍ଲୀ: ମଧ୍ୟ ଆମେରିକାରେ ଥିବା କୋଷ୍ଟା ରିକାରେ ଭୟଙ୍କର ପ୍ଲେନ କ୍ରାସ । ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ବିମାନଟି ମଝିରୁ ଦୁଇ ଖଣ୍ଡରେ ବିଭକ୍ତ ହୋଇଗଲା । ଗତକାଲି ଘଟିଥିବା ଏହି ପ୍ଲେନ୍ କ୍ରାସର ଭିଡିଓ ଏବେ…
ଲୋକପ୍ରିୟ ମୁସଲିମ୍ ଆପକୁ ବ୍ୟାନ୍ କଲା ଗୁଗୁଲ, ମୋବାଇଲରୁ ଫୋନରୁ ଡାଟା ଚୋରି କରୁଥିବା ଅଭିଯୋଗ
ୱାଶିଂଟନ୍: ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ ଲୋକିପ୍ରିୟ ମୁସଲିମ୍ ପ୍ରାର୍ଥନା ଆପକୁ ବ୍ୟାନ୍ କରାଯାଇଛି । ଏହା ସହିତ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ପ୍ରାୟ ଏକ ଡଜନ ଆପ୍ ହଟାଯାଇଛି । ସେଥିରେ ବାରକୋଡ୍ ସ୍କାନର୍ ଓ ସମୟ…
ଭୋଟିଂ ବେଳେ ଚୁପ ରହିଲା ଭାରତ: କିନ୍ତୁ ଜାତିସଂଘରୁ ବାଦ ପଡିଲା ପୁତିନ ରାଷ୍ଟ୍ର
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଭୋଟିଂ କରାଯାଇଛି । କିନ୍ତୁ ବୈଠକରେ ଟତା ପୂର୍ବଂ ତଥା ପରଂ ଭଳି ଘଟଣା ଦେଖିବାକୁ ମିଳିଛି । ପୂର୍ବ ଭଳି ଏଥର ମଧ୍ୟ ଗୋଟିଂରୁ ନିଜକୁ ଦୂରେଇ ରଖିଛି ଭାରତ । ଭାରତ…
ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ନିଷ୍ପତ୍ତି: ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ଇମ୍ରାନ ଖାନ୍
ପାକିସ୍ତାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅନାସ୍ଥା ପ୍ରସ୍ତାବକୁ ଖାରଜକୁ ଅସମ୍ବିଧାନିକ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ…
ସାଙ୍ଘାଇରେ ବେକାବୁ କରୋନା: ଏକାଠି ଶୋଇବା, କିସ୍ କରିବା ଉପରେ ଲଗାଇଲେ ପ୍ରତିବନ୍ଧକ
ନୂଆଦିଲ୍ଲୀ: କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ…
ଭାରତ-ଋଷ ଭିତରେ ଆରମ୍ଭ ହେଲା କି ତିକ୍ତତା?: ଦୁଇ ଦେଶ ମଧ୍ୟରେ ବନ୍ଦ ହେଲା ଏହି ସେବା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ପୁତିନଙ୍କ ପାଇଁ ମୁଣ୍ଡ ଟେକିଛି ଆଉ ଏକ ଅସୁବିଧା । ଋଷ ବିରୁଦ୍ଧରେ ଏକ କଡା ପଦକ୍ଷେପ ନେଇଛି ଭାରତ । ଏବେଠୁ ଉଭୟ ଦେଶ ମଧ୍ୟରେ କୌଣସି ସିଧା ବିମାନ ସେବାକୁ ରଦ୍ଧ କରାଯାଇଛି…
ସୁଧୁରୁନି ଶ୍ରୀଲଙ୍କା ସ୍ଥିତି, ପୁଣି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ: ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି
କଲୋମ୍ବୋ: ଶ୍ରୀଲଙ୍କାର ଆର୍ଥିକ ଏବଂ ରାଜନୀତିକ ସଙ୍କଟ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଗୁରୁବାର ପ୍ରଦର୍ଶନକାରୀମାନେ ମୁଖ୍ୟ…
ବଢୁଛି ପୁତିନଙ୍କ ଅଡୁଆ: ଯୁଦ୍ଧରୁ ବିଦ୍ରୋହକୁ ଓହରିଲେ ଋଷ ସୈନିକ, ରାଷ୍ଟ୍ରପତିଙ୍କ ବିରୋଧରେ ଆଣିଲେ ଏମିତି ଅଭିଯୋଗ
ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଯେତେ ଦିନ ଗଡୁଛି, ସେତିକି ବଢୁଛି ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନଙ୍କ ଅଡୁଆ । ପ୍ରଥମେ ପଡୋଶୀ ରାଷ୍ଟ୍ର ପୁଣି ଏବେ ନିଜ ଦେଶର ନାଗରିକ ମଧ୍ୟ ପୁତିନଙ୍କ ବିରୋଧରେ ଠିଆ ହୋଇଥିବା…
ପାକିସ୍ତାନକୁ ୯୦ ଦିନ ପାଇଁ ଅସହାୟ ଛାଡି ଦେଲ, ଇମ୍ରାନ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପାକିସ୍ତାନରେ ଜାରି ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ନଦେବା ଏବଂ ନ୍ୟାସନାଲ ଆସେମ୍ବଲି ଭଙ୍ଗ…
ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ବାହାର ହେବ ରୁଷ ? ଆଜି ୟୁଏନଜିଏରେ ଭୋଟିଂ
ନୂଆଦିଲ୍ଲୀ: ୟୁକ୍ରେନର ବୁଚା ସହରରେ ରୁଷ ସେନା ଦ୍ଵାରା ଜନ ସାଧାରଣଙ୍କ ନିର୍ମମ ହତ୍ୟା ହୋଇଛି। ଏହି ଘଟଣା ସମଗ୍ର ବିଶ୍ଵଜାତିକୁ ବ୍ୟଥିତ କରିଛି। ଏହାର ପ୍ରତିବାଦରେ ରୁଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ…