Browsing Category

ବିଦେଶ

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍; ଭାରତରେ ଜରୁରୀ ଅବତରଣ କଲା ବିଦେଶୀ ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ବେଳେ ନାଗପୁରରେ ଜରୁରୀ ଅବତରଣ କରିଛି ଏକ ବିଦେଶୀ ବିମାନ । ଢାକାରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟିରେ ୧୨୬ ଜଣ ଯାତ୍ରୀ…

ଘଣ୍ଟା ଘଣ୍ଟା ଧରି ସମ୍ଭୋଗ ଶୈଳୀରେ ଛିଡା କରୁଥିଲେ POP STAR; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଆମେରିକୀୟ ପପ ଷ୍ଟାର ଆର କେଲୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ । କେଲୀ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଏହି ଯୁବତୀ । ସେକ୍ସ କରିବା ସହିତ ଘଣ୍ଟା ଘଣ୍ଟା ଧରି…

କାଣ୍ଡ କରିବା ପରେ ପଶ୍ଚାତାପ କରୁଛନ୍ତି BIDEN

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ନିଜର ସେନାକୁ ଫେରାଇବାର ନିଷ୍ପତ୍ତି ପାଇଁ ପଶ୍ଚାତାପ କରୁଛନ୍ତି ଜୋ ବିଡେନ୍ । ଗୁରୁବାର କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ ରେ ୧୩ ଜଣ ଆମେରିକୀୟ ଯବାନ ପ୍ରାଣ ହରାଇଥିବା ବେଳେ ଦୁଃଖ…

ମହାସଙ୍କଟ: ତାଲିବାନି ଆତଙ୍କବାଦୀ ଲୁଟିଲେ ଆମେରିକୀ ଅସ୍ତ୍ରଶସ୍ତ୍ର, ଭାରତ ପୂର୍ବରୁ ପାକିସ୍ତାନ ଉପରେ ହୋଇପାରେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀ ଆତଙ୍କବାଦୀ ମାନେ କବଜା କରିବା ପରେ ଭାରତୀୟ ଉଚ୍ଚ ପଦସ୍ତ ସୈନ୍ୟ ଅଧିକାରୀ ମଙ୍ଗଳବାର ଦିନ ଏକ ଚକିତ କରିବା ପରି ଖବର ଦେଇଛନ୍ତି । ଅଧିକାରୀ ମାନେ କହିଛନ୍ତି ଯେ, ତାଲିବାନୀ…

ଜେସାକୁ ତେସା! ବିସ୍ଫୋରଣର ଶିକାର ହେଲା ଖୋଦ୍ ତାଲିବାନ୍, ୨୮ ଯୁବକ ମଲେ

କାବୁଲ: କଥାରେ ଅଛି ଜେସାକୁ ତେସା । ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡିଛି ତାଲିବାନ୍ । ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ଗୁରୁବାର ଦିନ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବା…

ତାଲିବାନିଙ୍କ ପାଖରେ ଦେଶ ଚଳାଇବା ପାଇଁ ନାହିଁ ଟଙ୍କା

କାବୁଲ: ଆଫଗାନିସ୍ତାନ ମାଡି ବସିବା ପରେ ଏବେ ଦେଶରେ ଘୋର ଆର୍ଥିକ ସଂକଟ ଦେଖାଦେଇଛି । ତେଣୁ ତାଲିବାନ ଏବେ ସହାୟତା ମାଗିବା ଆରମ୍ଭ କରିଛି । ଦ୍ଵିତୀୟ ଥର କ୍ଷମତାକୁ ଆସିଥିବା ତାଲିବାନ ଆଫଗାନିସ୍ତାନର ପୁନର୍ଗଠନ ପାଇଁ…

କାବୁଲ ବିସ୍ଫୋରଣ: ୧୨ ଆମେରିକୀ ସେନାଙ୍କ ସମେତ ୭୨ ଜଣ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗତକାଲି କାବୁଲ ଏୟାରପୋର୍ଟରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଯେଉଁଥିରେ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ଭିତରେ ଆମେରିକା କହିଛି ଯେ, ଏହି ଆତଙ୍କୀ ହମଲାରେ ତାଙ୍କର…

କାବୁଲରେ ତୃତୀୟ ବିସ୍ଫୋରଣ: ୬୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଘଟି ଯାଇଛି ଆଉ ଏକ ବିସ୍ଫୋରଣ। ଏହାକୁ ମିଶାଇ ଆଜିର ଦିନରେ ଘଟିଛି ୩ଟି ବିସ୍ଫୋରଣ। ଏହି ବିସ୍ଫୋରଣରେ ଅନ୍ୟୁନ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ…

କାବୁଲ ସିରିଜ୍ ବିସ୍ଫୋରଣରେ ISISର ହାତ: ତାଲିବାନ

ନୂଆଦିଲ୍ଲୀ: କାବୁଲ ବିମାନବନ୍ଦର ବାହାରେ ଘଟିଥିବା ସିରିଜ୍ ବିସ୍ଫୋରଣ ପଛରେ ଆଇଏସର ହାତ ରହିଥିବା ନେଇ ଅଭିଯୋଗ କରିଛି ତାଲିବାନ । ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦର ବାହାରେ ଲାଗ ଲାଗ ଦୁଇଟି ବିସ୍ଫୋରଣ ଘଟିବା…

କାବୁଲ ବିମାନ ବନ୍ଦର ବାହାରେ ବଡ଼ ଧରଣର ବିସ୍ଫୋରଣ; ୧୧ ମୃତ,୧୫ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: କାବୁଲ ବିମାନ ବନ୍ଦର ବାହାରେ ଘଟି ଯାଇଛି ଏକ ଭୟଙ୍କ ବିସ୍ଫୋରଣ । ଗୁରୁବାର ହମିଦ କାରଜାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ଏହି ବିସ୍ଫୋରଣ ଘଟିଛି । ଆମେରିକୀୟ ସୁରକ୍ଷା ବିଭାଗ ମୁଖ୍ୟ ପେଣ୍ଟାଗନ…