Browsing Category

ବିଦେଶ

ଲର୍ଡସ୍ ରେ ଜିତିଲା ଭାରତ, ଧରାଶାୟୀ ଫିରିଙ୍ଗି ବାହିନୀ

ଓଡ଼ିଶା ଭାସ୍କର:  ଲର୍ଡ୍ସରେ ଭାରତର ଐତିହାସିକ ବିଜୟ, ଇଂଲଣ୍ଡକୁ ୧୫୧ ରନରେ ମାତ୍ ଦେଇ ହାସଲ କଲା ଅବିଶ୍ଵସନୀୟ ବିଜୟ। କ୍ରିକେଟ୍ କୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ ତାର ଜ୍ଵଳନ୍ତ ଉଦାହରଣ ଲର୍ଡ୍ସ ଟେଷ୍ଟରେ…

‘ଟଙ୍କାଭର୍ତ୍ତି ୪ କାର ସହ ଦେଶ ଛାଡିଛନ୍ତି ଘନି’

ନୂଆଦିଲ୍ଲୀ: ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ଦେଶ ଛାଡି ପଳାୟନ କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । ଗୋଟିଏ ପଟେ ତାଲିବାନ ଶାସନକୁ ନେଇ ସମଗ୍ର ବିଶ୍ୱରେ ଅସନ୍ତୋଷର ଛାୟା ଦେଖା ଦେଇଥିବା ବେଳେ…

ପୁଳା ପୁଳା ଟଙ୍କା ସହ ହେଲିକପ୍ଟରରେ ଓମାନ ପଳାଇଛନ୍ତି ଅଶରଫ ଘନୀ !

ନୂଆଦିଲ୍ଲୀ: ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନୀ ଚାରଟି କାର ଏବଂ ଗୋଟିଏ ହେଲିକପ୍ଟର ସହ କାବୁଲରୁ ବାହାରିଥିଲେ । ଋଷ ନ୍ୟୁଜ ଏଜେନି୍ସ ଆରଆଇଏ ଏବଂ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ…

ଆଫଗାନିସ୍ତାନ ସ୍ଥିତିକୁ ନେଇ UNSCର ଜରୁରୀ ବୈଠକ

ନୂଆଦିଲ୍ଲୀ: ଆଫଗାନ ସଙ୍କଟ ଉପରେ UNSCର ଜରୁରୀ ବୈଠକ ଜାରି । ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଚାଲିଛି ଜରୁରୀ ବୈଠକ । ବୈଠକରେ ଜାତିସଂଘ ମହାସଚିବଙ୍କ ସୂଚନା, କହିଛନ୍ତି ‘ଏବେ ବିଶ୍ୱ ସମୁଦାୟ ଏକାଠି ହେବାର ସମୟ…

ଆଫଗାନୀ ଯୁଦ୍ଧବିମାନ ଧ୍ୱଂସ କଲା ଉଜବେକିସ୍ତାନ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିଥିବା ବେଳେ ଏକ ଆଫଗାନୀ ଯୁଦ୍ଧବିମାନକୁ ଖସାଇ ଦେଇଛି ଉଜବେକିସ୍ତାନ । ରବିବାର ତାଲିବାନ କ୍ଷମତା ଦଖଲ କରିବା ପରେ ଏହି ଯୁଦ୍ଧବିମାନଟି ବେଆଇନ ଭାବରେ ଉଜବେକୀ ସୀମା…

ତାଲିବାନୀ ଆତଙ୍କ: ଭାରତୀୟଙ୍କୁ ଉଦ୍ଧାର ଲାଗି ହପଞ୍ଚିଲା ସ୍ୱତନ୍ତ୍ର ବିମାନ, ଜାଣନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ତେବେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ କାବୁଲରେ ପହଞ୍ଚି ସାରିଛି । ସୂଚନା ଅନୁସାରେ…

ମାଲେସିଆରେ ରାଜନୈତିକ ସଙ୍କଟ; ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ଆଫଗାନିସ୍ତାନ ଉପରେ ରହିଥିବା ବେଳେ ଆଉ ଏକ ଦକ୍ଷୀଣ ଏସୀୟ ରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ସଙ୍କଟ । ଆସ୍ଥା ଭୋଟରେ ବିଫଳ ହେବା ପରେ ସୋମବାର ଇସ୍ତଫା ପ୍ରଦାନ କରିଛନ୍ତି…

ଆଫଗାନିସ୍ତାନରେ ଭାରତକୁ ଝଟକା ଦେବେ ରୁଷ୍ ଓ ଚୀନ୍; ତାଲିବାନ ସରକାରକୁ ଉଭୟ ରାଷ୍ଟ୍ରର ସମ୍ମତି!

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନୀ ନିଜ ଅକ୍ତିଆରକୁ ନେବା ପରେ ଅନେକ ଦେଶ କାବୁଲରୁ ନିଜ ଦୂତାବାସ ବନ୍ଦ କରିଦେଇଛନ୍ତି । ଏଥିସହ ନିଜ ଦେଶର ନାଗରିକକୁ ସୁରକ୍ଷିତ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି ।…

ପୁଣି ଆରମ୍ଭ ହେବ ମୌଳବାଦୀ ଆଇନ! ବାଲକୋନୀରେ ଠିଆ ହୋଇପାରିବେନି କି ହାଇହିଲ୍ସ ପିନ୍ଧିପାରିବେ ନାହିଁ ମହିଳା, ଏମିତି ରହିଛି ତାଲିବାନି…

କାବୁଲ: ଆଫଗାନିସ୍ତାନର ପ୍ରାୟ ପ୍ରତ୍ୟେକ ଅଂଶ ବର୍ତ୍ତମାନ ତାଲିବାନ ଦ୍ୱାରା ଅଧିକୃତ ହୋଇଛି, ଏହା ପରେ ଦେଶରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ନିଜକୁ ନିରାପଦରେ ଦେଶରୁ ବାହାରକୁ ଆଣିବାକୁ ଚେଷ୍ଟା…

ଗୋଲାମିର ଶିକୁଳି ଛିଡାଇଛି ତାଲିବାନ; ସମର୍ଥନ ଜଣାଇଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ବଳପୂର୍ବକ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ସମଗ୍ର ବିଶ୍ୱରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଭଳି ପରସ୍ଥିତିରେ ତାଲିବାନ ସରକାର ପ୍ରତି ସମର୍ଥନ ଜାହିର…