Browsing Category
ବିଦେଶ
ମେଡିକାଲ ସାଇନ୍ସର ବଡ଼ ସଫଳତା ! ମହିଳାଙ୍କ ଶରୀରରେ ଗର୍ଭାଶୟ ବିକଶିତ କରାଇଲେ ଡାକ୍ତର
ନୂଆଦିଲ୍ଲୀ: ଦିନକୁ ଦିନ ମେଡିକାଲ ସାଇନ୍ସ ଅଗ୍ରଗତି କରୁଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକେ ଉପକୃତ ହେଉଛନ୍ତି । ଅଧିକାଂଶ ଗମ୍ଭୀର ରୋଗର ଚିକିତ୍ସା ବି ସମ୍ଭବ ହୋଇପାରୁଛି । ନିକଟରେ ମେଡିକାଲ ଜଗତରେ ଏକ ଦୁର୍ଲଭ…
Emmy Awards 2024: ବାଜି ମାରିଲା ‘shogun’, ଜାଣନ୍ତୁ କେଉଁ କ୍ୟାଟେଗୋରୀରେ କାହାକୁ ମିଳିଲା ଆୱାର୍ଡ଼
ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସର ପିକକ୍ ଥିଏଟରରେ ୭୬ତମ ବାର୍ଷିକ Emmy Awards 2024 ପୁରସ୍କାର ପ୍ରଦାନ କରାଯାଇଛି । ବେଷ୍ଟ ଆକ୍ଟର, ସପୋର୍ଟିଂ ଆକ୍ଟର, ଲିଡ୍ ଆକ୍ଟ୍ରେସ୍ ଆଦି ବିଭିନ୍ନ କ୍ୟାଟେଗୋରୀରେ ବିଜେତାଙ୍କ ନାଁ…
କାନାଡାରେ ଭୂକମ୍ପର ଜୋରଦାର ଝଟକା: ୬.୬ ତୀବ୍ରତାରେ କମ୍ପିଉଠିଲା ପୃଥିବୀ, ଜାଣନ୍ତୁ ଏବେ କିପରି ଅଛି ପରିସ୍ଥିତି
ନୂଆଦିଲ୍ଲୀ: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ରବିବାର ଦିନ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ ପ୍ରଥମ ଭୂକମ୍ପ ସ୍ଥାନୀୟ ସମୟ…
ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଆକ୍ରମଣ ହେବା ନେଇ ଏଲନ ମସ୍କ ଟ୍ୱିଟ କଲେ ଏହି କଥା, ସୋସିଆଲ ମିଡିଆରେ ହଇଚଇ
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିଚାଳନା ହେବାକୁ ନେଇ ଏଲନ ମସ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘କମଲା ହାରିସ ଏବଂ ଜୋ ବାଇଡେନଙ୍କୁ ହତ୍ୟା କରିବାକୁ କେହି ଜଣେ ବି ଚେଷ୍ଟା…
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣ, FBI କହିଲା ହତ୍ୟା ଷଡ଼ଯନ୍ତ୍ର, ଜଣେ ଗିରଫ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣି ଥରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର ଫ୍ଲୋରିଡାରେଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ …
ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ୬୦ରୁ ୬୩ ବର୍ଷ ହେଲା ଚାକିରିଆଙ୍କ ରିଟାୟର୍ଡମେଣ୍ଟ ବୟସ
ବେଜିଂ: ଡ୍ରାଗନ ସରକାର ୭୦ ଦଶକ ପରେ ଦେଶରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ବଦଳାଇ ଦେଇଛନ୍ତି । ସି ଜିନପିଙ୍ଗ ସରକାର ଦେଶରେ ରିଟାୟର୍ଡମେଣ୍ଟ ବୟସ ୬୦ରୁ ବୃଦ୍ଧି କରି ୬୩ କରିଛନ୍ତି । ଚୀନରେ ମହିଳାଙ୍କ ଅବସରକାଳୀନ…
ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ନୀରଜ ଚୋପ୍ରା, ମାତ୍ର ୧ ସେମି ପାଇଁ ଚାମ୍ପିୟନରୁ ହେଲେ ବଞ୍ଚିତ
ନୂଆଦିଲ୍ଲୀ: ଡାଇମଣ୍ଡ ଲିଗ ଫାଇନାଲରେ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଏବଂ ଫାଇନାଲରେ ୮୭.୮୬ ମିଟରର ବେଷ୍ଟ ଥ୍ରୋ କରିଛନ୍ତି। ନୀରଜ ମାତ୍ର ଏକ ସେଣ୍ଟିମିଟର ପାଇଁ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛନ୍ତି।…
ଆମେରିକା ନିର୍ବାଚନରେ ଇତିହାସ ରଚିବେ ସୁନୀତା; ଅନ୍ତରୀକ୍ଷରୁ ଦେବେ ଭୋଟ, କଣ ରହିଛି ପ୍ରକ୍ରିୟା ଜାଣନ୍ତୁ
ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥି ବୁଚ୍ ୱିଲ୍ମୋର ବର୍ତ୍ତମାନ ମହାକାଶରେ ରହିଛନ୍ତି । 2025 ମସିହା ଫେବୃଆରୀରେ ସେ ଫେରିବା ନେଇ ଅନୁମାନ କରାଯାଉଛି । ଏହାରି ଭିତରେ ଆସନ୍ତା ନଭେମ୍ବର…
ମିଆଁମାରରେ ସାମୁଦ୍ରିକ ଝଡ଼ ‘ୟାଗି’ ପରେ ଭୟଙ୍କର ବନ୍ୟା ପରିସ୍ଥିତି; ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ନୂଆଦିଲ୍ଲୀ: ମିଆଁମାରରେ ସାମୁଦ୍ରିକ ଝଡ଼ ୟାଗି ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ଯୋଗୁଁ ପ୍ରାୟ ୨,୩୦,୦୦୦ ଲୋକଙ୍କୁ ଘର ଛାଡିବାକୁ ପଡିଛି । ବନ୍ୟା ପ୍ରଭାବକୁ ହ୍ରାସ କରିବା ପାଇଁ ଦେଶର…
ପ୍ରଥମ ଥର ପାଇଁ ମହାକାଶରୁ ନିଜର ଦୁଃଖ ବଖାଣିଲେ ସୁନୀତା; କହିଲେ କେମିତି ବିତୁଛି ଦିନ
ନୂଆଦିଲ୍ଲୀ: ଗତ ସପ୍ତାହରେ ବୋଇଂ ଷ୍ଟାରଲାଇନର କ୍ୟାପସୁଲ ପୃଥିବୀକୁ ଫେରିବା ପରେ ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲ୍ମୋର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଶୁକ୍ରବାର…