Browsing Category
ଦେଶ
ଧୋକା ଦେଲା Google Maps! ସର୍ଟକଟ୍ ଖୋଜୁଥିବା ବେଳେ ଦେଖାଇଲା ଭୁଲ ରାସ୍ତା, ଜଙ୍ଗଲରେ ରାତି ବିତାଇଲେ ପରିବାର
ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଗୁଗଲ ମ୍ୟାପ ପାଇଁ ଜଣଙ୍କର ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ପରିବାରକୁ ଜଙ୍ଗଲରେ ଫସାଇ ଦେଇଥିବା ଖବର ସାମ୍ନାକୁ ଆସିଛି । ସର୍ଟକଟ୍ ରାସ୍ତା ବାଛିବା ପାଇଁ ପରିବାର ଲୋକେ ଗୁଗଲ…
‘ପୁଅ ସୁଧୁରି ଯାଅ…’ ପ୍ରଧାନ ଶିକ୍ଷକଙ୍କ ଗାଳି ସହିପାରିଲାନି ଦ୍ୱାଦଶ ଶ୍ରେଣୀର ଛାତ୍ର, ଗୁଳି କରି ସାରଙ୍କୁ କଲା ହତ୍ୟା
ଲକ୍ଷ୍ନୌ: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ । ଗୁରୁଙ୍କ ଆଦର, ସମ୍ମାନ ଓ ଭକ୍ତି ଉଦ୍ଦେଶ୍ୟରେ ଏହି ବାକ୍ୟ ଉଦ୍ଦିଷ୍ଟ । କିନ୍ତୁ ଆଜିକାଲିର…
ଭାରସାମ୍ୟ ହରାଇ ହ୍ରଦକୁ ଖସିଲା କାର; ୫ ମୃତ, ଜଣେ ଗୁରୁତର
ତେଲେଙ୍ଗାନା: ତେଲେଙ୍ଗାନା: ଭୁବନଗିରୀ ଜିଲ୍ଳା ଜଲାଲପୁର ଗାଁ ପୋଚାମପଲ୍ଲୀ ଥାନା ଅଞ୍ଚଳରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି । ହ୍ରଦକୁ କାର ଖସିଯିବା କାରଣରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା…
‘ଦେଶର ଲୋକଙ୍କୁ ଝଗଡ଼ା ଭିତରକୁ ଠେଲି ଦିଆଯାଉଛି’: ଅଟାଲା ମସଜିଦ ବିବାଦକୁ ନେଇ ଏପରି କହିଲେ ଓୱେସି
ନୂଆଦିଲ୍ଲୀ: ଜୌନପୁରର ଅଟାଲା ମସଜିଦ୍ ବିବାଦ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ଅଟାଲା ମସଜିଦରେ ଅଟଲା ଦେବୀ ମନ୍ଦିର ଅଛି ବୋଲି ଦାବି କରି ସ୍ଥାନୀୟ ଅଦାଲତଙ୍କ ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।…
‘ତୁରନ୍ତ ଦେଶ ଛାଡ଼…’ ଏଠାରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଜାରି କଲେ ଆଡଭାଇଜରି
ନୂଆଦିଲ୍ଳୀ: ସିରିଆରେ ବିଦ୍ରୋହୀଙ୍କ ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦେଶ…
ଷ୍ଟକ ବଜାରରେ ହଇଚଇ: ଗୋଟିଏ ଦିନରେ ଦୁଇଗୁଣ ହେଲା ନିବେଶକଙ୍କ ଟଙ୍କା
ମୁମ୍ୱାଇ: ଶୁକ୍ରବାର ଷ୍ଟକ ବଜାର ପାଇଁ ଏକ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ପାଇ ୮୧,୦୩୬.୨୨ରେ ଖୋଲିଥିବା ବେଳେ ୦.୧୪% ବୃଦ୍ଧି ସହ ୮୦,୯୫୬.୩୩ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ…
ଛତିଶଗଡ଼ରେ ଏକାସାଙ୍ଗରେ ୨୦୦ ମାଓବାଦୀଙ୍କ ଆକ୍ରମଣ, କଡ଼ା ଜବାବ ଦେଲେ ସୁରକ୍ଷାବାହିନୀ
ନୂଆଦିଲ୍ଲୀ: ଆତଙ୍କିତ ହୋଇ ପଡ଼ିଲେଣି ନକ୍ସଲ, ଲଗାତାର ପରାଜୟ ପରେ ଆତଙ୍କିତ ହୋଇ ପଡ଼ଲେଣି। ଦୁଇ ଦିନ ତଳେ ଗୁରୁବାର ରାତିରେ ଜିଡପାଲୀ ଶିବିର ଉପରେ ୨୦୦ ମାଓବାଦୀ ଆକ୍ରମଣ କରିଥିଲେ, ଏହାର ପାଲଟା ଜବାବ ଦେଲେ ଯବାନ।।…
ହଜିଥିବା ପୁଅ କହି ନେଉଥିଲା ଆଶ୍ରୟ, ଚୋରି ଧରାଇଦେଲା ଗଣମାଧ୍ୟମ, ଟେକିନେଲେ ପୋଲିସ
ନୂଆଦିଲ୍ଲୀ: ମୁଣ୍ଡ ବୁଲେଇ ଦେଲା ଭଳି ଖବର, ଚୋରି କରିବାକୁ ଭିନ୍ନ ତରିକା। ହଜିଥିବା ପୁଅ କହି ନେଉଥିଲା ଆଶ୍ରୟ ନେଇ କରୁଥିଲା ଚୋରି। ନିଜର ଅପହରଣ ହୋଇଥିବା କାହାଣୀ କହି ଅନେକ ଘରୁ ବୁଲାଇଛି କଳାକନା। ଅନେକ ପରିବାରର…
ରୋଗୀଙ୍କୁ ସୁସ୍ଥ କରୁଛି COLOUR…. ଶରୀରରୁ ଉଭେଇ ଯାଉଛି ମଧୁମେହ, ରକ୍ତଚାପ ଭଳି ରୋଗ, ଜାଣନ୍ତୁ କଲର ଥେରାପି ବିଷୟରେ…
ନୂଆଦିଲ୍ଲୀ: ଆମ ଜୀବନରେ ରଙ୍ଗର ଭୂମିକା ବେଶ୍ । ଆପଣ ଯେତେ ଉଜ୍ଜଳ ରଙ୍ଗର ପୋଷାକ ପରିଧାନ କରନ୍ତି ଆପଣଙ୍କୁ ସେତେ ଭଲ ଲାଗେ । ଆଉ ଯେଉଁ ଦିନ ଆପଣ ଫିକା ବା ଡଲ୍ ରଙ୍ଗର ଡ୍ରେସ୍ ପିନ୍ଧିଥିବେ ସେ ଦିନ ଆପଣ ବହୁତ ଉଦାସ…
ସାଙ୍କେତିକ ଭାଷା ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, କହିଲେ ଏପରି
ଭୁବନେଶ୍ୱର : ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ସହାୟକ ହେବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…