Browsing Category
ଦେଶ
ବଦଳିଲା ସରକାରୀ କର୍ମଚାରୀଙ୍କ ଅଫିସ ସମୟ! ଏଣିକି 10 ଟା ବଦଳରେ ଏହି ସମୟରେ ଯିବେ ଅଫିସ
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି । ଏହି…
EPFOର UAN ନମ୍ବର ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ, ଆକ୍ଟିଭେସନ ପାଇଁ ଜରୁରୀ ହେବ…
ମୁମ୍ୱାଇ: କେନ୍ଦ୍ର ସରକାର ଶ୍ରମ ମନ୍ତ୍ରଣାଳୟ ଜରିଆରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କର୍ମଚାରୀଙ୍କ ୟୁଏଏନ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ସକ୍ରିୟ କରିବା ପାଇଁ ଆଧାର…
(Video) ମାଙ୍କଡର ବୁମେରାଂ ଦେଖିଲେ ନହସି ରହିପାରିବେନି, ଏମିତି ଡେଇଁଲା ଯେ କାର୍ ସନରୁଫ୍ ପୁରା ଗୁଣ୍ଡ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ମାଙ୍କଡଟି ଏଭଳି ଭାବେ କାର୍ ଉପରକୁ ଡେଇଁଲା ଯେ, ଗାଡିର ସନରୁଫ୍ ପୁରା ଭାଙ୍ଗିଯାଇଛି । କାର୍ ଭିତରକୁ ଗଳି ପଡି ପୁଣି ଉପରକୁ ଉଠି…
ଲିଭିନ୍ରେ ଥିଲେ ସମଲିଙ୍ଗୀ ଦମ୍ପତି; ପିଲାଟିଏ ପାଇଁ ଦେଖିଲେ ସ୍ୱପ୍ନ, ନେଲେ ଭୟଙ୍କର ପଦକ୍ଷେପ
ମୁମ୍ବାଇ: ଲିଭିନ୍ରେ ଥିଲେ ସମଲିଙ୍ଗୀ ଦମ୍ପତି, ପିଲା ପାଇଁ ଦେଖିଲେ ସ୍ୱପ୍ନ, ନେଲେ ଭୟଙ୍କର ପଦକ୍ଷେପ। ୫ ବର୍ଷର ନାବାଳିକାକୁ ଅପହରଣ କରିବା ପଡ଼ିଲା ମହଙ୍ଗା। ଅଭିଯୋଗରେ ଗିରଫ ହୋଇଥିଲେ। ବର୍ତ୍ତମାନ ଏହି ମାମଲାରେ…
କେବଳ ବ୍ରେକଅପ୍ କାରଣରୁ ପୁରୁଷ ବିରୋଧରେ ହୋଇପାରିବନାହିଁ ରେପ୍ କେସ୍ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ଯୁବକଙ୍କୁ ଆରାମ ଦେଇ କହିଛନ୍ତି ଯେ, ବିବାହର ବାହାନା କରି ବଳାତ୍କାର ଅଭିଯୋଗରେ ଅପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ, ଯଦି ଉଭୟଙ୍କ ମଧ୍ୟରେ ସମ୍ମତିରେ ସମ୍ବନ୍ଧ ହୋଇଥିବ ଓ କେବଳ…
ଟର୍ଣ୍ଣ କରିବା ବେଳେ ଓଲଟିପଡିଲା ଯାତ୍ରୀବାହୀ ବସ୍, ଏକାସଙ୍ଗେ ଚାଲିଗଲେ 7
ନୂଆଦିଲ୍ଲୀ: ଗୁରୁବାରରେ ଲିଭିଗଲା ଜୀବନ ଦୀପ । ଟର୍ଣ୍ଣ ବୁଲାଉଥିବା ବେଳେ ଭୀଷଣ ଦୁର୍ଘଟଣା । ଓଲଟିପଡିଲା ଯାତ୍ରୀବାହୀ ବସ୍ । ଭୟଙ୍କର ଦୁର୍ଘଟଣାରେ 7ଜଣଙ୍କ ମୃତ୍ୟ ହୋଇଥିବା ସୂଚନା ମିଳିଛି । ଝାଡଖଣ୍ଡର ହଜାରିବାଗ…
୫.୮ କୋଟି ନକଲି ରାସନ କାର୍ଡ ବାତିଲ କଲେ ସରକାର: ସେଥିରେ ନାହିଁ ତ ଆପଣଙ୍କ ନାମ?
ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ବୁଧବାର କହିଛନ୍ତି ଯେ, ସରକାରଙ୍କ ବଡ଼ ଆକାରର ଡିଜିଟାଲାଇଜେସନ୍ ପ୍ରୟାସ ଦେଶରେ ପବ୍ଲିକ୍ ବିତରଣ ସିଷ୍ଟମ (ପିଡିଏସ୍) ରେ ଏକ ବଡ଼ ପରିବର୍ତ୍ତନ ଆଣିଛି ଏବଂ ୫.୮ କୋଟି ନକଲି…
ଗୌତମ ଅଦାନୀଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଅଦାନୀ ଗ୍ରୁପ, କହିଲା ଏହି କଥା
ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ନିଜ ଚେୟାରମ୍ୟାନ ଗୌତମ ଅଦାନୀ ଗ୍ରୀନର ଡାଇରେକ୍ଟର୍ସଙ୍କ ଉପରେ ଲାଗିଥିବା ଆମେରିକାର ଜଷ୍ଟିସ ଡିପାର୍ଟମେଣ୍ଟ ଏବଂ ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ପକ୍ଷରୁ ଲାଞ୍ଚ ଏବଂ…
Weight Loss ମେଡିସିନ କେତେ ଲାଭଦାୟକ? ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ: ଓଜନକ ହ୍ରାସ କରିବା ଲାଗି ଆଜିକାଲି ବଜାରରେ ଅନେକ ପ୍ରକାର ଔଷଧ ମିଳୁଛି, ଯାହା ଓଜନ ହ୍ରାସ କରିବାରେ ଆପଣଙ୍କୁ ସାହାଯ୍ୟ କରୁଛି। ଏହି ମେଡିସନରେ ଓଜେମ୍ପିକ ଏବଂ ଭେଗୋଭି ଭଳି ଔଷଧ ସାମିଲ ରହିଛି, ଯାହା…
I Love My Pooja… ପରୀକ୍ଷାରେ ଆସିଲାନି ଉତ୍ତର, ପ୍ରେମିକାଙ୍କ ନାଁ ଲେଖିଦେଲେ ଲଭ୍ ଲେଟର
ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ପିଲା ପାଠପଢାକୁ ଖୁବ କମ୍ ଗୁରୁତ୍ୱ ଦେଉଛନ୍ତି । ବର୍ଷ ତମାମ ମଉଜ-ମଜଲିସ କରୁଥିବା ବେଳେ ପରୀକ୍ଷା ବେଳେ ଅଜବ କାଣ୍ଡ କରିଥାନ୍ତି । କପି ଭରସାରେ ବର୍ଷ ବର୍ଷ ବିତାଇ ଦେଉଛନ୍ତି ପିଲା…