Browsing Category
ଦେଶ
ଅଶାନ୍ତ ମଣିପୁର, ଗୋଟିଏ ପରିବାରର ୬ ଜଣଙ୍କୁ ଅପହରଣ ପରେ ହତ୍ୟା ! ରାସ୍ତାରେ ମେଇତି ଜନଜାତି
ଇମ୍ଫାଲ: ପୁଣିଥରେ ମଣିପୁରରେ ଅଶାନ୍ତି ଦେଖିବାକୁ ମିଳିଛି । ରାଜଧାନୀ ଇମ୍ଫାଲର ରାଜରାସ୍ତାରେ ଜମା ହୋଇଛନ୍ତି ଲୋକେ । କେଉଁଠି କାର୍ ଜଳୁଥିବାର ଦୃଶ୍ୟ ତ ଆଉ କେଉଁଟି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜୀର ଦୃଶ୍ୟ ।…
ଏକନାଥଙ୍କ ପାଇଁ କରୁଥିଲେ ପ୍ରଚାର, ରୋଡ୍ ଶୋ’ ଅଧାରୁ ଫେରିଆସିଲେ ମୁମ୍ବାଇ
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଦଳଗୁଡ଼ିକ ପ୍ରଚାର ପ୍ରସାରେ କୌଣସି ହେଳା କରୁ ନାହନ୍ତି । ଏପରିସ୍ଥଳରେ ବଲିଉଡ୍ ଅଭିନେତା ଗୋବିନ୍ଦା ଶନିବାର ଏକନାଥ ସିନେ୍ଦଙ୍କ…
ପ୍ରେମିକ କହିଲା ଆଗ ଛୁଆ ଜନ୍ମ କର ତା’ପରେ ବାହାଘର ! ଏବେ ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ବସିଛନ୍ତି ମା’ ଛୁଆ, ପ୍ରେମିକ ଫେରାର୍….
ଗଢୱା: ପ୍ରେମ ଅନ୍ଧ । କିନ୍ତୁ ପ୍ରେମ କରୁଥିବା ଲୋକ ଅନ୍ଧ ହୋଇଗଲେ ଘଟେ ଅପରାଧ । ଏଇ ଯେମିତି ଘଟିଛି ରେଖାଙ୍କ କ୍ଷେତ୍ରରେ । ବିବାହ ପ୍ରତିଶ୍ରୁତି ଦେଲା ପ୍ରେମିକ । କହିଲା ଆଗ ଛୁଆ ତା’ ପରେ ବାହାଘର । ଯେଉଁଥିରେ ରେଖା…
‘ଲସ୍କର-ଏ-ତାଇବାର ସିଇଓ କହୁଛି’, ରିଜର୍ଭ ବ୍ୟାଙ୍କକୁ ଆସିଲା ଧମକପୂର୍ଣ୍ଣ ଫୋନ କଲ୍
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଲା ଧମକପୂର୍ଣ୍ଣ କଲ। ଏହି କଲ୍ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଆସିଥିଲା। କଲ କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେ ଲସ୍କର-ଏ-ତାଇବାର ସିଇଓ। ଏହି ରିଜର୍ଭ…
ଏ କି ଚମତ୍କାର! କୂଅ ଭିତରୁ ପାଣି ବଦଳରେ ବାହାରୁଛି ଖାଲି ପେଟ୍ରୋଲ, ବାଲଟି ଧରି ଦୌଡ଼ିଲେ ଲୋକେ
ନୂଆଦିଲ୍ଲୀ: ବେଳେବେଳେ ଆମର ଆଖାପାଖ ଅଞ୍ଚଳରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ଅଜବ ଘଟଣା ସାମ୍ନାକୁ…
ଆସୁଛି ବିପଦ ! ୨୫ ବର୍ଷ ଭିତରେ ୪ କୋଟି ଜୀବନ ନେବ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ
ଆସନ୍ତା ୨୫ ବର୍ଷରେ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ ନେବ ୪ କୋଟି ଲୋକଙ୍କ ଜୀବନ । ଏବଠାରୁ ଏଥିଲାଗି ସତର୍କ ରହିବା ଲାଗି ଆହ୍ବାନ ଦିଆଯାଇଛି । ଔଷଧ ପ୍ରତିରୋଧକ ସୁପରବଗ ଅର୍ଥାତ ବ୍ଯାକ୍ଟେରିଆର ବିଭିନ୍ନ ପ୍ରଜାତି, ଭାଇରସ,…
ଆପଣଙ୍କ ପାନ୍ କାର୍ଡ ଅସଲି ନା ନକଲି? ଏହି ଉପାୟରେ ଜାଣିପାରିବେ ସତ୍ୟତା…
ନୂଆଦିଲ୍ଲୀ: ଲୋକ ମାନଙ୍କୁ ତାଙ୍କ ବ୍ୟବହାର ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦଲିଲ ଦିଆଯାଇଥାଏ। ଏହି ଡକ୍ୟୁମେଣ୍ଟ୍ ମାଧ୍ୟମରେ ପରିଚୟ ଓ ବିଭିନ୍ନ କାର୍ଯ୍ୟ ସହଜ ହେଇଥାଏ। ଏହି ଡକ୍ୟୁମେଣ୍ଟ ଗୁଡିକରେ ପାନ୍…
ରେଳ ମନ୍ତ୍ରଣାଳୟର ଯୋଜନା: ଓଡ଼ିଶାର ରେଳ ଧାରଣାରେ ଲାଗିବ ‘କବଚ’ ସିଷ୍ଟମ, ଦୁର୍ଘଟଣାରୁ ସୁରକ୍ଷା ପାଇବେ ଯାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ବିକଳାଙ୍ଗ ହୋଇଯାଇଥିଲେ । ଦେଶର ଅନ୍ୟତମ ବୃହତ୍ ରେଳ…
ମିଥ୍ୟା ଖବରର ମୁକାବିଲା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଡିଜିଟାଲ ମିଡିଆର ଉତ୍ତରଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଜାତୀୟ ପ୍ରେସ୍ ଦିବସ ୨୦୨୪ ଅବସରରେ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ…
ପ୍ରଚାର ସମୟରେ ବିଗିଡ଼ିଲା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ : ଛାତିରେ ଯନ୍ତ୍ରଣା ହେବାରୁ ଅଧାରୁ ଛାଡ଼ିଲେ ରୋଡ୍ ସୋ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଅଭିନେତା ଗୋବିନ୍ଦା ମହ୍ୟୁତିଙ୍କ ପାଇଁ ପ୍ରଚାର କରିବାକୁ ଶନିବାର ଜାଲଗାଓଁ ଜିଲ୍ଲାକୁ ଆସିଥିଲେ । ତାଙ୍କୁ ପାଚୋରା ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ, ଯେତେବେଳେ…