fbpx
BJD SKY
BJD SKY
Browsing Category

ଦେଶ

ହିଜାବ ମାମଲାରେ ଛାତ୍ରୀଙ୍କୁ ଝଟକା; ଆବେଦନ ଖାରଜ; ଜାଣନ୍ତୁ କଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ ଛାତ୍ରଛାତ୍ରୀଙ୍କୁ ଝଟକା । ଏହି ମାମଲାରେ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି…

BJPର ବରିଷ୍ଠ ନେତାଙ୍କ ମୋବାଇଲ ଟାଣିନେଲା ଚୋର, ସାଧାରଣ ଜନତାଙ୍କ କଥା କ’ଣ କହିବା

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଚୋରି ଏକ ସାଧାରଣ କଥା । ମାର୍କେଟରେ, ରାସ୍ତାରେ, ଗାଡ଼ି ଚଳାଉଥିବା ବେଳେ ଚୋରମାନେ ମୋବାଇଲ ଫୋନ୍ ଲୁଟି ନେଉଥିବା ନେଇ ନିୟମିତ ଅନେକ ଅଭିଯୋଗ ଆସୁଛି । ତେବେ ଜଣେ ପୂର୍ବତନ…

ଗାନ୍ଧୀ ପରିବାର ଛାଡନ୍ତୁ କଂଗ୍ରେସର ନେତୃତ୍ୱ: ସୋନିଆଙ୍କ ଉପରେ ଖପ୍ପା ଆଉ ଜଣେ କଂଗ୍ରେସ ଅନୁଗତ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଉ ଜଣେ କଂଗ୍ରେସ ଅନୁଗତ । ଗାନ୍ଧୀ ପରିବାର ହାତରୁ କଂଗ୍ରେସର ନେତୃତ୍ୱ କଢାଯାଇ ଅନ୍ୟ…

ଦେଖନ୍ତୁ ଚୋରୀର ଲାଇଭ୍ ଡେମୋ…ତାର କାଟି ୨୦ ସେକେଣ୍ଡରେ ବୁଲେଟ୍ ଚୋରୀ; ପୋଲିସ୍ ବି ଦେଖି ଆଶ୍ଚର୍ଯ୍ୟ

ଗ୍ୱାଲିୟର୍: ବୁଲେଟ୍ ଗାଡ଼ି ଚୋରୀର ଏକ ଲାଇଭ୍୍ ଡେମୋ ଦେଖିବାକୁ ମିଳିଛି । ଯାହାକୁ ଦେଖି ଖୋଦ୍ ପୋଲିସ୍ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ମାତ୍ର ୨୦ ସେକେଣ୍ଡରେ ବୁଲେଟ୍ ଚୋରୀ କରି ନେଉଯାଉଛନ୍ତି ଦୁର୍ବୃତ୍ତ ।…

(Video)ମେଳାରେ ସର୍ବସମ୍ମୁଖରେ ଆଦିବାସୀ ଯୁବତୀଙ୍କ ସହ ଯୌନ ଉତ୍ପୀଡ଼ନ, ସାହାଯ୍ୟ ବଦଳରେ କଲେ ଭିଡିଓ

ନୂଆଦିଲ୍ଲୀ: ମେଳା ଚାଲିଥିବା ବେଳେ ସର୍ବସମ୍ମୁଖରେ କିଛି ଅସଭ୍ୟ ଲୋକ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଯୌନ ଉତ୍ପୀଡ଼ନ କରିଥିବା ଜଣାପଡ଼ିଛି । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । । ଯେଉଁଥିରେ…

ଶିଖ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି କୃପାଣ ସହ ବିମାନ ଯାତ୍ରାକରିପାରିବେ ଶିଖ ଯାତ୍ରୀ, ପ୍ରତିବନ୍ଧକ ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃପାଣ ସହ ବିମାନ ଯାତ୍ରା କରିପାରିବା ଉପରେ ଲାଗିଥିବା ପ୍ରତିବନ୍ଧକ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ନୂଆ ଅର୍ଡର ଅନୁସାରେ, ବିମାନ ବନ୍ଦର କାମ କରୁଥିବା ଶିଖ କର୍ମଚାରୀ ଏବଂ ଘରୋଇ…

ପାକିସ୍ତାନ ମାଟିରେ ମିସାଇଲ ପଡିବା ପ୍ରସଙ୍ଗ: ସଂସଦରେ ସ୍ପଷ୍ଟୀକରଣ ଦେବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଅଜାଣତରେ ପାକିସ୍ତାନ ପାର୍ଶ୍ଵକୁ ହୋଇଥିବା କ୍ଷେପଣାସ୍ତ୍ର ନିକ୍ଷେପ ଘଟଣାରେ ମଙ୍ଗଳବାର ସଂସଦରେ ବୟାନ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମାର୍ଚ୍ଚ ୯ରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମିଆଁ…

କଶ୍ମୀର ଗେଟରେ ବଡ ଦୁର୍ଘଟଣା: ଭୂଷୁଡି ପଡିଲା ନିର୍ମାଣାଧୀନ କୋଠା, ୮ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଳୀର କଶ୍ମୀର ଗେଟର ନିକୋଲସନରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଏକ ନିର୍ମାଣାଧୀନ କୋଠା ଭୂଷୁଡି ପଡିଥିବା ନେଇ ସୂଚନା ମିଳିଛି । ତେବେ ଏହି କୋଠାର ଭଗ୍ନାଂଶ ତଳେ ଅନେକ ଲୋକ ଫସି ରହିଥିବା ଅନୁମାନ…

ଅମରିନ୍ଦରଙ୍କ ଭୁଲକୁ ନଜର ଅନ୍ଦାଜ କରିବା ମୋର ସବୁଠୁ ବଡ ଭୁଲ୍: CWC ମିଟରେ ବିଷ ଓଗାଳିଲେ ସୋନିଆ

ନୂଆଦିଲ୍ଳୀ: ନିକଟରେ ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ପାଞ୍ଚଟି ରାଜ୍ୟରେ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଥିଲା । ଏପରିକି ପଞ୍ଜାବ ଯେଉଁଠି କଂଗ୍ରେସ କ୍ଷମତାସୀନ ଥିଲା ସେଠାରେ ଦଳ ଅତ୍ୟନ୍ତ…

ଟାଟା ସନ୍ସର ମୁଖ୍ୟ ହେଲେ ଏୟାର ଇଣ୍ଡିଆର ଅଧ୍ୟକ୍ଷ

ନୂଆଦିଲ୍ଳୀ: ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବରେ ନିୟୋଜିତ କରାଯାଇଛି । ସୋମବାର ଏନେଇ ଟାଟା ଗ୍ରୁପ୍ ତରଫରୁ ଘୋଷଣା କରାଯାଇଛି । ଅବଶ୍ୟ ଏବେବି କମ୍ପାନୀର ସିଇଓ ପଦବୀ ଖାଲି…