Browsing Category

ଦେଶ

୩୦ ବର୍ଷର ଚାକିରି ଜୀବନରେ ୫୫ ଥର ଟ୍ରାନ୍ସଫର ହେଲେଣି ଏହି IAS ଅଫିସର, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଦେଶରେ ଅନେକ ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ରହିଛନ୍ତି, ସମୟ ସମୟରେ ସେମାନଙ୍କର କାର୍ଯ୍ୟଶୈଳୀ ଏବଂ ସେମାନଙ୍କ ସହିତ ଜଡ଼ିତ ବିବାଦୀୟ ଘଟଣାକୁ ନେଇ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ଜଣେ ଆଇଏଏସ୍…

ଭୁବନେଶ୍ୱରକୁ ଆସୁଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ଦିଲ୍ଲୀ ବିମାନ ବନ୍ଦରରେ ଏମର୍ଜେନ୍ସି ଘୋଷଣା

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିମାନରେ ଦେଖା ଦେଇଛି ବଡ ଯାନ୍ତ୍ରିକ ତ୍ରୁଟି। ଏହା ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।…

ଧର୍ମାନ୍ତୀକରଣ ମାମଲାକୁ ନେଇ ରାଜନୈତିକ ରଙ୍ଗ ଦିଅନ୍ତୁ ନାହିଁ, ରୋକିବାର ଉପାୟ କୁହନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଶୁଣାଣି ହୋଇଥିଲା । ଏହି ସମୟରେ ଧର୍ମ ପରିବର୍ତ୍ତନକୁ କୋର୍ଟ ଏକ ଗୁରୁତର ପ୍ରସଙ୍ଗ ଭାବରେ ବିବେଚନା କରିଥିଲେ ଏବଂ ଏହାକୁ ରାଜନୈତିକ ରଙ୍ଗ…

ପ୍ରବଳ ଉତ୍ସାହ ସହିତ ବନ୍ଦ ହେଲା ଭାରତୀୟ ସେୟାର ବଜାର, ୩ ଲକ୍ଷରୁ କୋଟିରୁ ଅଧିକ ଲାଭ ଜକଲେ ନିବେଶକ

ମୁମ୍ବାଇ: ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ଭାରତୀୟ ସେୟାର ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି । ଗ୍ରୀନ୍ ସିଗନାଲ ସହିତ ବଜାର ଖୋଲିବା ପରେ ଉଭୟେ ସେନସେକ୍ସ ଏବଂ ନିଫ୍ଟି ଜବରଦସ୍ତ ବୃଦ୍ଧି ସହିତ ବନ୍ଦ ହୋଇଥିଲା…

(video)ତୁଷାରପାତକୁ ଖାତିର ନାହିଁ, ବରଫ ଦେଖି ନାଚିବାକୁ ଲାଗିଲେ ଭିଡିଓ ହେଲା ଭାଇରଲ

ନୂଆଦିଲ୍ଲୀ:ସାରା ଦେଶରେ ଥଣ୍ଡାରେ ଥରୁଛି । ଦେଶ ତଥା ବିଦେଶର ଅନେକ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି। ଏଭଳି ପରିସ୍ଥିତିରେ ଲୋକମାନେ ଥଣ୍ଡା ଦୂର କରିବା ପାଇଁ ବିଭିନ୍ନ ମାଧ୍ୟମ ଗ୍ରହଣ କରୁଛନ୍ତି। କେହି କେହି ନିଆଁ…

ଯୋଶୀମଠକୁ ମାଡି ଆସୁଛି ଆଉ ଏକ ମହା ବିପଦ, ୧୧ ଏବଂ ୧୨ତାରିଖରେ ହେବାକୁ ଯାଉଛି ବର୍ଷା

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଯୋଶୀମଠରେ, ଘରର କାନ୍ଥଗୁଡ଼ିକରେ ଫାଟ ସୃଷ୍ଟି ହେବ ଘଟଣା ଏବେ ଚର୍ଚ୍ଚାରେ ରହିଛି। ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଯୋଶୀମଠର ପରିସ୍ଥିତିକୁ ନେଇ ଚିନ୍ତିତ ଥିବା ଜଣାପଡିଛି…

ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଏବଂ ଅନ୍ୟାନ୍ୟ ଅପରାଧ ଖବର ପରିବେଷଣ କରିବାର ଉପାୟ ‘ଲଜ୍ଜାଜନକ’: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଏବଂ ଅନ୍ୟାନ୍ୟ ଅପରାଧ ଖବରକୁ ଟେଲିଭିଜନ କଭରେଜକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସରକାର କହିଛନ୍ତି ଯେ, ଋଷଭ ପନ୍ତଙ୍କ ଦୁର୍ଘଟଣା ଏବଂ ଅପରାଧ ଖବର…

‘ମାୟାଦେବୀ’୩୫ବର୍ଷ ଧରି ଶ୍ମଶାନରେ ଶବଦାହ କରୁଥିବା ମହିଳା..

ଜୟପୁର:ଶ୍ୟାମଳ ବର୍ଣ୍ଣ। ହାତରେ ଲାଲ ରଙ୍ଗର ଚୁଡ଼ି। ସାଲୱାର-କାମିଜ ପିନ୍ଧିବା ଏବଂ ମୁଣ୍ଡରେ ଚୁନି। ଯେତେବେଳେ ଏହି ପ୍ରାୟ ପଚାଶ ବର୍ଷ ବୟସର ମହିଳା ମାୟା ଦେବୀ ବନଜାରାଙ୍କୁ ଶବଦାହ ସ୍ଥାନରେ ଦେଖିବାକୁ ମିଳେ,…

ଭାଷଣକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ବିବାଦ, ବିଧାନସଭା ଛାଡ଼ି ପଳାଇଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁରେ ସୋମବାର ବିଧାନସଭା ଅଧିବେସନ ଆରମ୍ଭ ସହିତ ଗୃହରେ ଅନେକ ଡ୍ରାମା ଦେଖିବାକୁ ମିଳିଛି । ଶାସକ ଡିଏମକେ ସହଯୋଗୀ ଦଳର ବିଧାୟକମାନଙ୍କ ସ୍ଲୋଗାନ ମଧ୍ୟରେ ରାଜ୍ୟପାଳ ଆର.ରବି ଗୃହକୁ ସମ୍ବୋଧନ କରିଥିଲେ…

ଓକିଲ ମାନେ ଶରୀରରେ କରି ପାରିବେ କି ଟାଟୁ, ଚୟନ ପ୍ରକ୍ରିୟା ହେବ କି ସମସ୍ୟା?

ଭୁବନେଶ୍ୱର:ଏବେ ସମୟରେ ଟାଟୁ ଏକ ପ୍ରକାରର ଟ୍ରେଣ୍ଡ ହୋଇ ଗଲାଣି । ଯାହାକୁ ଦେଖିବ ସମସ୍ତେ ଟାଟୁ କରୁଛନ୍ତି । କେବଳ ଏତିକି ନୁହେଁ ଟାଟୁ କୁ ନେଇ ନୂଆଁ ନୂଆଁ ଏକ୍ସପେରିମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି । କିଏ ତାଙ୍କ…