Browsing Category

ଦେଶ

Indian Railwayରେ ବଡ଼ ନିଯୁକ୍ତି ସୁଯୋଗ: ଏହିସବୁ ପଦରେ ମିଳିବ ଚାକିରି, କେମିତି କରିବେ ଆବେଦନ?

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ରେଲୱେର ଗ୍ରୁପ-ଡି ପଦରେ ଥିବା ଖାଲି ସ୍ଥାନ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ପରଲୋକ: ଘରୁ ଉଦ୍ଧାର ହେଲା ମୃତଦେହ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ପରଲୋକ ଘଟିଛି । କିଛିଦିନ ପୂର୍ବରୁ ଗୁରୁପ୍ରସାଦଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ତାଙ୍କର ମୃତଦେହକୁ ପୋଲିସ…

ପୁଣ୍ୟର ଭଣ୍ଡାର କାର୍ତ୍ତିକ ପୂର୍ଣ୍ଣିମା, କେମିତି କରିବେ ପୂଜା, ପାଇବେ ସୁଫଳ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ଓ ପୂର୍ଣ୍ଣିମାର ବହୁ ମହତ୍ୱ ରହିଛି । ଏହି ଦିନରେ ଧର୍ମ କର୍ମ କରିଲେ କୋଟି ପୁଣ୍ୟ ମିଳିବାର ମାନ୍ୟତା ରହିଛି । ଏହି ଦିନରେ ନଦୀରେ ବୁଡ ଦେଇ ସୂର୍ଯ୍ୟ ଆରାଧନାରେ ବହୁ…

ବାୟୁ ପ୍ରଦୂଷଣ ଜନିତ ଅନେକ ରୋଗରୁ ମୁକ୍ତି ଦେବ ‘ଗୁଡ଼’: ଫୁସଫୁସ୍, ଶ୍ୱାସରୋଗ ଦୂର କରିବ, ଇମ୍ୟୁନିଟି ବୃଦ୍ଧିରେ ହେବ ସହାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩୧ ତାରିଖ ଓ ନଭେମ୍ବର ୧ ତାରିଖରେ ସାରା ଓଡ଼ିଶାରେ ପ୍ରବଳ ମାତ୍ରାରେ ବାଣ ମରା ଯାଇଥିଲା । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ମାରିବା ନେଇ ରାଜ୍ୟ ସରକାରଙ୍କ ତରଫରୁ…

ଭାରତରେ ସବୁଠୁ ପବିତ୍ର ଏହି ୫ଟି ସରୋବର: ସ୍ନାନ କଲେ ମିଳିଥାଏ ମୋକ୍ଷ, ଦୂର ହୁଏ କଷ୍ଟ

ଓଡ଼ିଶା ଭାସ୍କର: ପ୍ରାଚୀନ କାଳରେ ଲୋକମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଓ ଈଶ୍ୱର ବିଶ୍ୱାସ ଭରି ରହିଥିଲା । କିନ୍ତୁ ଆଜିର ଆଧୁନିକ ଯୁଗର ଲୋକମାନେ ସେସବୁକୁ ବିଶ୍ୱାସ କରନ୍ତି ନାହିଁ । ତଥାପି ଆଜି ବି ଭାରତବର୍ଷରେ ଏପରି…

ସନଡେ ମାର୍କେଟ ଉପରେ ଗ୍ରେନେଡ ଆକ୍ରମଣ, ୧୦ରୁ ଅଧିକ ଆହତ, ମୁଖମନ୍ତ୍ରୀ ଓମାରଙ୍କ ନିନ୍ଦା

ଶ୍ରୀନଗର: ରବିବାର ଦିନ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଥିବା ରବିବାର ବଜାର ନିକଟରେ ଥିବା ଟ୍ୟୁରିଷ୍ଟ ରିସେପ୍ସନ ସେଣ୍ଟର (ଟିଆରସି) ନିକଟରେ ଏକ ବଡ ଧରଣରର ଆତଙ୍କୀ ଆକ୍ରମଣ ହୋଇଛି । ଆତଙ୍କବାଦୀ ମାର୍କେଟ ନିକଟରେ…

୫ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିଲା: କେନ୍ଦ୍ର ସରକାରଙ୍କ ପରେ ବଡ଼ ଘୋଷଣା କଲେ ତ୍ରିପୁରା ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ୍ (ଡିଆର)ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏଥିସହିତ ଦେଶର କିଛି ରାଜ୍ୟ ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଡିଏ…

ଚିଫ ଜଷ୍ଟିସ ଅଫ ଇଣ୍ଡିଆଙ୍କ ବଡ ନିଷ୍ପତ୍ତି, ଯାହା ଆଗାମୀ ଦିନରେ ନ୍ୟାୟିକ ବ୍ୟବସ୍ଥା ପାଇଁ ହୋଇଛି ମାଇଲଖୁଣ୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ପଦରୁ ଆସନ୍ତା ୧୦ ତାରିଖରେ ଅବସର ନେବେ ଡି ୱାଇ ଚନ୍ଦ୍ରଚୂଡ । ସେ ୨୦୨୨ ନଭେମ୍ବର ୯ ତାରିଖରେ ସିଜେଆଇ ଭାବେ ଦାୟିତ୍ୱ ନେବା ପରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମାମଲାରେ…

ଏଣିକି ରାସନ କାର୍ଡ ଧାରକଙ୍କୁ ମିଳିବ କମ ଚାଉଳ, ସରକାର ୧ ନଭେମ୍ବରରୁ ଲାଗୁ କରିଛନ୍ତି ଏହି ନିୟମ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଯୋଜନାର ଲାଭ ସାରା ଦେଶର କୋଟି କୋଟି ଲୋକଙ୍କୁ ମିଳୁଛି। ସରକାରଙ୍କ ଅନେକ ଯୋଜନା ଦେଶର ଗରିବ ଲୋକଙ୍କ ପାଇଁ…

ମହଙ୍ଗା ହେବ ଖାଦ୍ୟ-ପେୟ ସାମଗ୍ରୀ! ଏହି କାରଣରୁ FMCG କମ୍ପାନୀ ବଢାଇବ ଦାମ୍

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ନିରାଶଜନକ ଖବର । FMCG କମ୍ପାନୀରେ ବ୍ୟବହୃତ ହେଉଥିବା ଜିନିଷ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାମଅଏଲ, କଫି ଏବଂ କୋକୋର ଦାମ୍ ବୃଦ୍ଧି ପାଇଛି । ଏହି ମାର୍ଜିନ କାରଣରୁ କମ୍ପାନୀ…