Browsing Category

ଦେଶ

‘ଏବେ ଘରକୁ ଯିବାର ସମୟ..’, ଆକ୍ଟିଂରୁ ସନ୍ନ୍ୟାସ ପାଇଁ ଘୋଷଣା କଲେ ବିକ୍ରାନ୍ତ ମେସି

ନୂଆଦିଲ୍ଲୀ: ବିକ୍ରାନ୍ତ ମେସି ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଆକ୍ଟର୍ସଙ୍କ ମଧ୍ୟରୁ ଜଣେ । ସେ ଏପର୍ଯ୍ୟନ୍ତ ନିଜ କ୍ୟାରିୟରରେ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି । ହେଲେ ୧…

ହରିୟାଣାରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଦେଖନ୍ତୁ ପୁରା ତାଲିକା

ଚଣ୍ଡିଗଡ଼: ହରିୟାଣାରେ ପ୍ରଶାନସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରବିବାର ବିଳମ୍ବିତ ରାତିରେ ୪୪ ଜଣ ଆଇଏଏସ୍ ଅଫିସରଙ୍କ ଟ୍ରାନ୍ସଫର ହୋଇଛି । ହରିୟାଣା ବିଧାନସଭା ନିର୍ବାଚନ ପରେ ନାୟବ ସିଂହ ସେନୀ ମୁଖ୍ୟମନ୍ତ୍ରୀ…

I Love You କହି ‘ବ୍ୟାଡ୍ ଟଚ୍’ କରୁଥିଲେ, ହାତ-ଗୋଡ଼ ମାଲିସ୍ କରାଉଥିଲେ ରସିକିଆ ଶିକ୍ଷକ: ୧୬ ଜଣ ଛାତ୍ରୀ ଆଣିଲେ ସଙ୍ଗୀନ୍ ଅଭିଯୋଗ

ନୂଆଦିଲ୍ଲୀ: ଆମ ସମାଜରେ ଶିକ୍ଷକଙ୍କୁ ଏକ ସମ୍ମାନଜନକ ସ୍ଥାନ ଦିଆଯାଇଥାଏ । ତେବେ ଅନେକ ସମୟରେ କିଛି ଖରାପ ପ୍ରବୃତ୍ତିର ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ଜାତିରେ କଳଙ୍କ ଲାଗିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼…

(Video) ବାଃ ବାଃରେ….. ଭକ୍ତି ଝରିପଡ଼ୁଛି…. କାଳଭୈରବଙ୍କଠାରେ କେକ୍ ଭୋଗ….ଗର୍ଭଗୃହରେ କେକ୍ କାଟି ସମାଲୋଚିତ ହେଲେ ମଡେଲ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଏମିତି କିଛି ଭିଡିଓ ଆସୁଛି ଯାହାକୁ ଦେଖିବା ପରେ ଲୋକେ ଚିନ୍ତାରେ ପଡ଼ିଯାଉଛନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…

ମାଗଣା ପାଠପଢ଼ା ପାଇଁ ସୂବର୍ଣ୍ଣ ସୁଯୋଗ… SATHEE ଦେଉଛି ସରକାରୀ ଚାକିରିର ଗ୍ୟାରେଣ୍ଟି ସହିତ ଅନେକ କିଛି ସୁବିଧା

ଓଡ଼ିଶା ଭାସ୍କର: ଛାତ୍ରଛାତ୍ରୀ ହୁଅନ୍ତୁ ଅବା ଅଭିଭାବକ, ସମସ୍ତଙ୍କ ଇଚ୍ଛା ଗୋଟେ ଭଲ ସରକାରୀ ଚାକିରି କରିବା । ଆଜିକାଲି ବ୍ୟାଙ୍କ୍ ସେକ୍ଟର, କ୍ଲରିକାଲ ଏବଂ ଅଫିସର ର୍ୟାଙ୍କ ଜବ୍ ପାଇଁ ବହୁ କୋଚିଂ ସେଣ୍ଟରମାନ ରହିଛି ।…

Waqf Boardକୁ ଭଙ୍ଗ କଲେ ଆନ୍ଧ୍ର ସରକାର: YSR କଂଗ୍ରେସ ଅମଳରେ ହୋଇଥିଲା ଗଠନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ…

କୁମ୍ଭମେଳାରେ କଳ୍ପବାସର ରହିଛି ବିଶେଷ ମହତ୍ୱ, ଏହା ବ୍ୟକ୍ତି ଜୀବନରେ ଆଣେ ବହୁ ସକାରାତ୍ମକ ପରିବର୍ତ୍ତନ

ନୂଆଦିଲ୍ଲୀ- ମହାକୁମ୍ଭ ମେଳା ଭାରତର ସବୁଠାରୁ ବଡ ଧାର୍ମିକ ସମାଗମ ହେବା ସହ ବିଶ୍ୱର ମଧ୍ୟ ସବୁଠାରୁ ବଡ ଧର୍ମ ସ୍ଥଳୀ । କୁମ୍ଭ ମେଳାରେ ବିଭିନ୍ନ ପୂଜାର ପାଠର ବିଧି ରହିଛି, ସେଥି ମଧ୍ୟରୁ କଳ୍ପବାସ ଅନ୍ୟତମ । ତେବେ କଣ…

ଗାଁରେ ବାଘର ପାଦଚିହ୍ନ, ଦିନ-ରାତି ବନ କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ପରେ ବି ମିଳୁନି ପତ୍ତା

ହରଦୋଇ- ଉତ୍ତର ପ୍ରଦେଶର ହରଦୋଇ, ଅତରୋଲି ଥାନା ଅଧୀନରେ ବାଘ ଆତଙ୍କ । ସେଠାର ଚାଷ ଜମିରେ ବାଘର ପାଦ ଚିହ୍ନକୁ ନେଇ ଆତଙ୍କିତ ଲୋକେ । ତିନି ଦିନ ହେବ ଚିତା ବାଘ ସେହି ଅଞ୍ଚଳରେ ବୁଲୁଥିବା ଜଣା ପଡିବା ପରେ ବନ ବିଭାଗ…

ବ୍ୟକ୍ତିର ମୃତ୍ୟୁ ଦିନ କହିଦେବ ‘ଡେଥ୍ କ୍ଲକ୍’:୧୨୫,୦୦୦ରୁ ଅଧିକ ଲୋକ କଲେଣି ଡାଉନଲୋଡ୍

ନୂଆଦିଲ୍ଲୀ: ଏକ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଏଆଇ) ଆପ୍, ଡେଥ୍ କ୍ଲକ୍, ସେମାନଙ୍କର ଜୀବନଶୈଳୀ ଅଭ୍ୟାସ ଉପରେ ଆଧାର କରି ଉପଭୋକ୍ତାଙ୍କ ଆୟୁଷ ପୂର୍ବାନୁମାନ କରିବାର କ୍ଷମତା ପାଇଁ ଲୋକପ୍ରିୟତା…

ଫେଙ୍ଗଲ ନେଲା ୩ ଜୀବନ ଦେଲା ବନ୍ୟା କଷ୍ଟ… ସ୍ଥାନୀୟ ଅଞ୍ଚଳରେ ବନ୍ୟାସ୍ଥିତି, ଉଦ୍ଧାର କାର୍ଯ୍ୟରେ ମୁତୟନ ସେନା

ପୁଡୁଚେରୀ: କେନ୍ଦ୍ରସାଶିତଅଞ୍ଚଳ ପୁଡୁଚେରୀରେ ୩୦ବର୍ଷର ରେକର୍ଡ ଭାଙ୍ଗିଛି ବାତ୍ୟା ଫେଙ୍ଗଲ । ଶନିବାର ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ଏହା ପ୍ରଭାବରେ ପ୍ରଭାବିତ…