Browsing Category

ଦେଶ

(Video)ଏ କି ବ୍ୟବସ୍ଥା… ଟ୍ରେନକୁ ଫ୍ୟାନ ଧରି ପହଞ୍ଚିଲେ ଯାତ୍ରୀ, ତାକୁ ଲଗାଇ ଥଣ୍ଡା ପବନର ମଜା ନେଲେ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯାତ୍ରୀ ଟ୍ରେନରେ ଏପରି 'ଜୁଗାଡ' କରୁଥିବାର ଦେଖାଯାଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ହସାଇ ମଧ୍ୟ ଦେଉଛି । ଏହି…

ଶ୍ରୀକ୍ଷେତ୍ର ଯିବାରେ ହେବନି ଅସୁବିଧା! ରଥଯାତ୍ରା ପାଇଁ ଲଞ୍ଚ ହେଲା ‘ECoR Yatra’ App

ଭୁବନେଶ୍ୱର: ପୂର୍ବତଟ୍ଟ ରେଳବାଇ ପକ୍ଷରୁ ଆଜି ଲଞ୍ଚ ହେଲା ଇକୋର୍ ଯାତ୍ରା ଆପ୍ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଏହି ଆପ୍ ଲଞ୍ଚ କରାଯାଇଛି । ରଥଯାତ୍ରାରେ ଆସିବାକୁ ଥିବା ଭକ୍ତଙ୍କୁ ଟ୍ରେନର ସଠିକ୍ ଟାଇମିଂ ଦର୍ଶାଇବା…

ଛାତ୍ରଙ୍କ ପାଇଁ ବଦଳିଲା ଆମେରିକା ଭିସା ନିୟମ, ସୋସିଆଲ୍ ମିଡିଆ ଆକାଉଣ୍ଟ ହେବ ‘ସାର୍ବଜନୀନ’

ନୂଆଦିଲ୍ଲୀ: ଛାତ୍ର ଓ ଏକ୍ସଚେଞ୍ଜ ଭିଜିଟରମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲା ଭାରତରେ ଥିବା ଆମେରିକୀୟ ଦୂତାବାସ । ଏଣିକି ଆଉ ରହିବନି ପ୍ରାଇଭେସୀ । ଯେଉଁମାନେ ନନ୍-ଇମିଗ୍ରାଣ୍ଟ ଭିସା ପାଇଁ F, M  କିମ୍ବା J…

ଅଭାବନୀୟ ଘଟଣା..କୂଅରେ ପଡିଗଲା ବାଛୁରୀ, ବଞ୍ଚାଇବାକୁ ଯାଇ ଚାଲିଗଲା 5ଜଣଙ୍କ ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରକ ଧରଣାୱାଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଏଠାରେ ଗାଁର ଏକ କୂଅରେ ପଡ଼ି 5ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି କୁହାଯାଉଛି ଯେ ମଙ୍ଗଳବାର ସକାଳ 10 ରୁ 10:30 ମଧ୍ୟରେ ଗାଁର ଏକ କୂଅରେ…

ଆରମ୍ଭ ହେବାକୁ ଯାଉଛି Amazon Prime Day 2025 ସେଲ୍, ଶସ୍ତାରେ ମିଳିବ ଏହି ଜିନିଷ

ନୂଆଦିଲ୍ଲୀ: ଯଦି ଆପଣ ଘର ପାଇଁ ନୂଆ ଜିନିଷ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏକ ଇଚ୍ଛା ତାଲିକା ପ୍ରସ୍ତୁତ କରନ୍ତୁ । କାରଣ ଆଗାମୀ Amazon Prime Day 2025 ସେଲର ତାରିଖ ଘୋଷଣା କରାଯାଇଛି । Amazon ରେ ଆରମ୍ଭ…

EPFO ସଦସ୍ୟଙ୍କ ପାଇଁ ଖୁସି ଖବର, ଅଟୋ-ସେଟେଲମେଣ୍ଟ ଲିମିଟ୍ 5 ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: EPFO ସଦସ୍ୟମାନଙ୍କ ପାଇଁ ଖୁସି ଖବର । EPFO ଅଗ୍ରିମ ଦାବି ପାଇଁ ଅଟୋ-ସେଟେଲମେଣ୍ଟ ସୀମା 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା EPFO ସଦସ୍ୟମାନଙ୍କୁ ବିଶେଷକରି ଜରୁରୀ ଆବଶ୍ୟକତା ସମୟରେ…

Aashaadh Amavasya 2025 : କାଲି ଆଷାଢ଼ ଅମବାସ୍ୟା, ଏହି ଜିନିଷ ଦାନ କଲେ ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ପଞ୍ଚାଙ୍ଗ ଅନୁସାରେ ଆଷାଢ଼ ମାସର ଅମାବାସ୍ୟା ଆସନ୍ତାକାଲି ପାଳନ କରାଯିବ । ଏହି ଦିନଟିକୁ ଧାର୍ମିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହାକୁ ଦର୍ଶ ଅମାବାସ୍ୟା ମଧ୍ୟ କୁହାଯାଏ ।…

ଏବେ ଆଉ ବାହା ହେବେନି କ୍ରିକେଟର ରିଙ୍କୁ, ଜାଣନ୍ତୁ ଏହି କ୍ରିକେଟର ଏତେ ବଡ଼ ନିଷ୍ପତ୍ତି ନେବା ପଛର କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବାହାଘର ନଭେମ୍ବରରେ ହେବାର ଥିଲା, କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି ରିଙ୍କୁଙ୍କ ଦଳ ପ୍ରତି ପ୍ରତିବଦ୍ଧତା।…

ବାରମ୍ବାର ସମାନ କଥା ପାଇଁ ସାଥିଙ୍କ ସହ ଝଗଡ଼ା ହେଉଛି କି? କିପରି ସମ୍ପର୍କ ମଜଭୁତ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ସମ୍ପର୍କ ପ୍ରାୟତଃ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥାଏ, ବିଶେଷକରି ଯେତେବେଳେ ଏହି ସମ୍ପର୍କଗୁଡ଼ିକ ପ୍ରେମର ହୋଇଥାଏ । ଦମ୍ପତିମାନେ କେତେକ ଛୋଟ କିମ୍ବା ବଡ଼ କଥାକୁ ନେଇ ପରସ୍ପର ସହିତ ଯୁକ୍ତିତର୍କ କରନ୍ତି…

ସତରେ ପ୍ରେମ ଅନ୍ଧ! ଦେଖନ୍ତୁ (Video) କୁନି ଝିଅ-ସ୍ୱାମୀ ସାମ୍ନାରେ ପୁତୁରା ହାତରୁ ସିନ୍ଦୁର ପିନ୍ଧିଲା ସୁନ୍ଦରୀ ଖୁଡ଼ି, ଆଉ ତା’ ପରେ…

ଜାମୁଇ: ବିହାରର ଜାମୁଇ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଖୁଡ଼ି ନିଜ ପିଲାଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ଧରିଛନ୍ତି ପୁତୁରା ହାତ । ଦାଦା ସାମ୍ନାରେ ଖୁଡ଼ି ମଥାରେ ସିନ୍ଦୁର ପିନ୍ଧିଛି ପୁତୁରା । ଖବରଟି…