Browsing Category
ଦେଶ
(Video) ଇଲେକ୍ଟ୍ରିକ ବାଇକ ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ବର୍ଷୀୟ କର୍ମଚାରୀଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଏକ ଇଲେକ୍ଟ୍ରିକ ବାଇକ ଶୋରୁମରେ ଭୟଙ୍କର ନିଆଁ ଲାଗିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ବେଙ୍ଗଲୁରୁ ରଜାଜୀନଗରରେ ରାଜକୁମାର ରୋଡରେ ଥିବା ମାୟ ଇଭି ଇଲେକ୍ଟ୍ରିକରେ ମଙ୍ଗଳବାର ଭୟଙ୍କର ନିଆଁ…
ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଁଇ BSE-NSEରେ ବନ୍ଦ ରହିବ କାରବାର
ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଷ୍ଟକ୍ ମାର୍କେଟ ନିବେଶକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି । ମତଦାନକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ଶେୟାର ବଜାର ବନ୍ଦ ରହିବ । ଦୁଇଟି ଷ୍ଟକ୍ ଏକ୍ସଚେଞ୍ଜ…
ଟଳମଳ ସ୍ଥିତିରେ ସରକାର ! ମୁଖ୍ୟମନ୍ତ୍ରୀଙ୍କ ସଭାରୁ ଉଭେଇଗଲେ ୧୯ ବିଧାୟକ
ଇମ୍ଫାଲ: ମଣିପୁରରେ କୁକି ଓ ମେଇତି ଜନଜାତି ଭିତରେ ଦେଖାଦେଇଥିବା ସଂଘର୍ଷର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ଭାରି ପଡ଼ିଛି । କାରଣ ଏହି ଜାତିଗତ ବିବାଦକୁ ନେଇ ରାଜ୍ୟ ବିଧାୟକଙ୍କ ଭିତରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି…
ସଠିକ ସମୟରେ ଲ୍ୟାଣ୍ଡ କରିପାରିଲାନି Air India, ଯାତ୍ରୀଙ୍କୁ ଅଧରାସ୍ତାରେ ଛାଡି ଚାଲିଗଲେ ପାଇଲଟ୍
ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏୟାର ଇଣ୍ଡିଆର ପାଇଲଟ ଅଧାରୁ ବିମାନ ଛାଡି ଚାଲିଯାଇଛନ୍ତି । ପ୍ୟାରିସରୁ ଦିଲ୍ଲୀ ଯାଉଥିବା…
ମହାରାଷ୍ଟ୍ର- ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଭୋଟର୍ସଙ୍କୁ ଖାସ୍ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେଉଛି । ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ ଏବଂ ଝାଡ଼ଖଣ୍ଡର ୨ୟ ତଥା ଶେଷ ପର୍ଯ୍ୟାୟରେ ୩୮ ବିଧାନସଭା ଆସନ…
ଗୁଜରାଟର ଏହି ଗାଁ ସବୁଠୁ ଧନୀ, ବିଦେଶରେ ରହୁଛନ୍ତି ୧୨୦୦ ପରିବାର
ଗାନ୍ଧୀନଗର: ଗୁଜରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ ମାଧାପାର ଗାଁ ଏସିଆର ସବୁଠୁ ଧନୀ ଗାଁର ମାନ୍ୟତା ପାଇଛି । ମାଧାପାରର ଲୋକଙ୍କ ପାଇଁ ଏ ଗାଁ ଆଜି ଧନୀ ମାନ୍ୟତା ପାଇଛି । ଏଠାରେ ମୁଖ୍ୟତଃ ପଟେଲ ସମୁଦାୟର ଲୋକେ ବସବାସ…
ରାଜନୀତି ବାଜିରେ କ୍ରିପ୍ଟୋକରେନ୍ସିକୁ ଅସ୍ତ୍ର କଲା ବିଜେପି: ସୁପ୍ରିୟା-ନାନାଙ୍କ ଉପରେ ବିଟକଏନ୍ ହେରଫେର ଅଭିଯୋଗ
ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଚାଲିଛି ବିଧାନସଭା ନିର୍ବାଚନ ମହାଯୁଦ୍ଧ । କିନ୍ତୁ ମତଦାନ କିଛି ସମୟ ପୂର୍ବରୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ରାଜନୀତିର ପଶାପାଲି ଖେଳ । ଏନସିପି ନେତାଙ୍କ ବିରୋଧରେ ଆସିଛି…
ଦିଲ୍ଲୀକୁ ମିଳିଲା ପ୍ରଦୂଷଣରୁ ଆଶ୍ୱସ୍ତି, ତଳକୁ ଆସିଲା AQI, ଏବେ ଶୀତ କରିବ ଲୋକଙ୍କୁ ହଇରାଣ
ନୂଆଦିଲ୍ଲୀ: ଦିଲ୍ଲୀରେ ଗତ କିଛି ଦିନରୁ ଜାରି ରହିଥିବା ବାୟୁପ୍ରଦୂଷଣରୁ ବୁଧବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଏକ୍ୟୁଆଇରେ ହ୍ରାସର ପାଇଁ ଅଧିକ ପବନର କାରଣ ବୋଲି କୁହାଯାଉଛି । ହେଲେ ତାପମାତ୍ରାରେ ହ୍ରାସ ଲୋକଙ୍କର…
ଆଜି ମହାରାଷ୍ଟ୍ର- ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ମହାରାଷ୍ଟ୍ରରେ ସମସ୍ତ ୨୮୮ ଏବଂ ଝାଡ଼ଖଣ୍ଡରେ ୩୮ ଆସନ ପାଇଁ ମତଦାନ ଆରମ୍ଭ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ସେହିପରି ଝାଡ଼ଖଣ୍ଡ ବିଧାନସଭାରେ ମୋଟ୍ ୮୧ଟି ଆସନ ରହିଛି । ପ୍ରଥମ…
କ୍ରୀଡ଼ା ଜଗତରୁ ଦୁଃଖ: ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂଙ୍କର ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଏହି ଫୁଟବଲ କିମ୍ବଦନ୍ତୀ ଶେଷ ନିଃଶ୍ୱାସ ତ୍ୟାଗ…