Browsing Category

ଦେଶ

ମ୍ୟାଜିକ ମନ୍ଦିର, ଏଠାକୁ ଗଲେ ସରକାରୀ ଚାକିରୀ ସୁନିଶ୍ଚିତ

ହରିୟାଣା: ଏପରି ଏକ ମନ୍ଦିର ଅଛି ଯେଉଁଠିକୁ ଗଲେ ସରକାରୀ ଚାକିରୀ ମିଳିବା ସୁନିଶ୍ଚିତ। ଆଜ୍ଞା ହଁ, ହରିୟାଣାର ଆରାବଳୀ ପାହାଡ଼ରେ ଏକ ଦିବ୍ୟ ମନ୍ଦିର ଅଛି, ଯାହାର ମହିମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଫରିଦାବାଦର…

ଚୀନର ଚାଲରେ ଫସିଲା ଭାରତ, ଏହି ସେକ୍ଟରରେ ଯାଇପାରେ ୨୧ହଜାର ଚାକିରି

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରୋନିକ୍ ଶିଳ୍ପର ଏକ ସଂଘ ଆଲସିନା ଆକଳନ କରିଛି ଯେ ଚୀନ୍ ଦ୍ୱାରା ଲଗାଯାଇଥିବା ରପ୍ତାନି ନିଷେଧ ଯୋଗୁଁ ଦେଶର ଅଡିଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ 21,000 ରୁ ଅଧିକ ଚାକିରି ବିପଦରେ ପଡ଼ିଛି…

ବିହାର ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ନିଷ୍ପତ୍ତି, ଘରକୁ ଘର ଯାଇ…

ନୂଆଦିଲ୍ଲୀ,୨୨ା୬: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭୋଟର ତାଲିକା ସଂଶୋଧନ…

ସମସ୍ୟା ଘେରରେ ବିଜୟ ଦେବରକୋଣ୍ଡା, ଆଦିବାସୀଙ୍କୁ ଅପମାନିତ କରିବା ଅଭିଯୋଗରେ FIR ରୁଜୁ

ନୂଆଦିଲ୍ଲୀ: 'ରେଟ୍ରୋ' ଚଳଚ୍ଚିତ୍ରର ରିଲିଜ୍ ପୂର୍ବରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଜୟ ଦେବରକୋଣ୍ଡା ଦେଇଥିବା ବୟାନ ଯୋଗୁଁ ପୁଣି ଥରେ ବିବାଦରେ ଫସିଛନ୍ତି ।  ସେହି ସମୟରେ ହାଇଦ୍ରାବାଦର ଆର.ଏସ. ନଗର ପୋଲିସ ଷ୍ଟେସନରେ…

ATMରୁ ୫୦୦ ଟଙ୍କା ବାହାର କଲେ, ହେଲେ ବାହାରିଲା ୧,୧୦୦ ଟଙ୍କା, ଭରପୁର ମାତ୍ରାରେ ମଜା ନେଲେ ଲୋକେ

ନୂଆଦିଲ୍ଲୀ: ୟୁପିର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏଟିଏମରୁ ୫୦୦ ଟଙ୍କା ଉଠାଇଲେ ୧୧୦୦ ଟଙ୍କା ବାହାରୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏଟିଏମରେ ଲୋକଙ୍କ ଭିଡ଼ ଜମିଗଲା ଏବଂ ଅନେକ…

କୃଷ୍ଣ ନଗରୀରେ ଦୁଷ୍କର୍ମ, ଖରାପ ଭିଡିଓ କରି ଅନଲାଇନରେ ଅପ୍ଲୋଡ୍

ଉତ୍ତରପ୍ରଦେଶ: ଛୋଟ ଝିଅଙ୍କୁ ପ୍ରଲୋଭିତ କରି ଯୌନ ସମ୍ପର୍କ ସ୍ଥାପନ, ତା ପରେ ଭିଡିଓ ତିଆରି କରି ଅନଲାଇନ୍ ପ୍ଲାଟଫର୍ମରେ ଅପ୍ଲୋଡ୍। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମଥୁରାରେ। ଏଠାରେ ଜଣେ…

ଇରାନ-ଇସ୍ରାଏଲ ଯୁଦ୍ଧ ବଢ଼ିଲେ ଭାରତର ହେବ ବଡ଼ କ୍ଷତି, ଏହି ଜିନିଷର ମୂଲ୍ୟ ବଢ଼ିବ

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ଯୁଦ୍ଧ ଆହୁରି ଗଭୀର ହୁଏ, ତେବେ ଏହା ପଶ୍ଚିମ ଏସିଆର…

“ଛାଡ଼ି ଦେ ମୋତେ, ନହେଲେ ମୋ ଆଶିକ୍ ସହ ମିଶି ମାରିଦେବି”, ପ୍ରେମିକ ସହ ଧରପଡ଼ିବା ପରେ ସ୍ୱାମୀକୁ ଧମକ ଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଚୋରାପୀରତି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳର ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଉତ୍ତର ପ୍ରଦେଶ ମୁରାଦାବାଦ ଜିଲ୍ଲାର ମଝୋଲା ଥାନା…

ଟଙ୍କା ଅଭାବ ପାଇଁ ଅଟକି ଯିବନି ପାଠ ପଢା, ଏହି ଯୋଜନାରେ ଘରେ ବସି ମିଳିବ ଲୋନ, ଦେବାକୁ ବି ପଡ଼ିବନି ସୁଧ

ନୂଆଦିଲ୍ଲୀ: ଦେଶରେ ଲକ୍ଷ ଲକ୍ଷ ଛାତ୍ରାଛାତ୍ରୀଙ୍କ ସ୍ୱପ୍ନ ପୂରଣ ହେବ। ଏବେ ପଢା ପାଇଁ ଶୀଘ୍ର ମିଳିଯିବ ଲୋନ। ଏଥିପାଇଁ ଭାରତ ସରକାର ଅନେକ ଯୋଜନାମାନ ଆରମ୍ଭ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ…

ମହାଦେବଙ୍କ କୃପାରୁ ଏହି ୫ଟି ରାଶି ପାଇଁ କାଲି ହେବ ଶୁଭ, ସବୁ କାର୍ଯ୍ୟରେ ମିଳିବ ସଫଳତା

ନୂଆଦିଲ୍ଲୀ: ୨୩ ଜୁନ୍ ୨୦୨୫, ସୋମବାର ଏକ ବିଶେଷ ଦିନ । ଏହି ଦିନ ଧୃତି ଯୋଗ ଗଠନ ହେଉଛି । ତ୍ରୟୋଦଶୀ ତିଥି ରହିବ । ଏହି ଦିନଟି ଅନେକ ରାଶି ପାଇଁ ଶୁଭ ହେବାକୁ ଯାଉଛି । ୨୩ ଜୁନ୍ ରେ ଚନ୍ଦ୍ର ବୃଷ ରାଶିରେ ରହିବେ ।…