Browsing Category
ଦେଶ
ମାଓବାଦୀଙ୍କ ବର୍ବରକାଣ୍ଡ, 2 ଗ୍ରାମବାସୀଙ୍କୁ ମାରିଦେଲେ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ 2 ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…
ଇସ୍ରାଏଲ-ଇରାନ-ଆମେରିକା: ଭାରତରେ ଯୁଦ୍ଧ ପ୍ରଭାବ, ମଝି ଆକାଶରୁ ଫେରିଲା ବିମାନ
ନୁଆଦିଲ୍ଲୀ: ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ହାଇଦ୍ରାବାଦ ରନୱେରେ ଅଟକି ରହିଛି ବିମାନ । 2 ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଅଟକି ରହିଛି । ଯୁଦ୍ଧ କାରଣରୁ ବିମାନକୁ ମିଳିପାରିନି ଅନୁମତି ।
ଏପଟେ…
ପହଲଗାମ ଆକ୍ରମଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2 ସହଯୋଗୀ ଗିରଫ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଘଟଣାରେ NIAକୁ ବଡ଼ ସଫଳତା । 2 ସ୍ଥାନୀୟ ଲୋକଙ୍କୁ ଗିରଫ କଲା NIA । ବାରକୋଟର ପରଭେଜ ଅହମ୍ମଦ ଓ ପହଲଗାମର ବସିର ଅହମ୍ମଦ ଗିରଫ ।
ଲସ୍କର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2…
ଦେଖନ୍ତୁ ମିଳିଗଲା ସୋନମର ସାଙ୍ଗ! ପୁଣି ଥରେ ନିଖୋଜ ହେଲେ ଆଉ ଜଣେ ନବ ବିବାହିତ ଦମ୍ପତ୍ତି
ଛତିଶଗଡ଼: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଏବେ ବି ଚର୍ଚ୍ଚାର ବିଷୟ ହୋଇ ରହିଛି। ରାଜା ଏବଂ ସୋନମ ହନିମୁନରେ ଯାଇଥିବା କାହାଣୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି।
ହେଲେ ଏହି ମାମଲା ଏବେ ବି ବିଚାରଧୀନ…
ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ଆସିବ PM Kisan ର 20ତମ କିସ୍ତି
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା 20 ତାରିଖରେ କିସ୍ତି ଟଙ୍କା ପଠାଇବେ ସରକାର। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏହି ଖବର ଘୋଷଣା କରିବାକୁ ଯାଉଛନ୍ତି । ତେବେ ଜୁଲାଇର ପ୍ରଥମ ସପ୍ତାହରେ ପିଏମ୍ କିଶାନ…
ଅହମ୍ମଦାବାଦ ବିମାନ ଦୁର୍ଘଟଣା ବେଳେ ମେ’ଡେ କହିନଥିଲେ ପାଇଲଟ୍, କହିଥିଲେ ଏହି ଦୁଇ ଶବ୍ଦ !
ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ବିଶ୍ୱ ଏବେ ବି ଏହାର ଉତ୍ତର ଜାଣିବାକୁ ବ୍ୟାକୁଳ, ଏବଂ ତଦନ୍ତକାରୀ ଟିମ୍ ମଧ୍ୟ ପ୍ରମାଣ ଯୋଗାଡ଼ କରିବାରେ ଦବ୍ୟସ୍ତ।…
ରବିବାରରେ କମିଲା ପେଟ୍ରୋଲ-ଡିଜେଲ ଦର; କେତେ ଅଛି ରେଟ୍, ଜାଣନ୍ତୁ…
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର…
ଅହମଦାବାଦ ବିମାନ ଦୁର୍ଘଟଣାରେ ୨୪୭ ଶବର DNA ମ୍ୟାଚ, ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜୀରାୱାଲାଙ୍କ ପରଲୋକ
ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ମୃତକଙ୍କ ପରିଚୟ ପାଇଁ ଡିଏନଏ ପରୀକ୍ଷଣ କରାଯାଇଥିଲା। ଏପର୍ଯ୍ୟନ୍ତ ୨୪୭ ଜଣଙ୍କ ଶବର ପରିଚୟ ମିଳିଛି, ଯେଉଁଥିରୁ ୨୩୨ ଶବ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର…
ଅଧ ରାତ୍ରିରେ ବିନା ୱାରେଣ୍ଟରେ ଘରେ ପ୍ରବେଶ କରିପାରିବେ ନାହିଁ ପୋଲିସ: ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ : କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ ପୋଲିସକୁ ମଧ୍ୟରାତ୍ରିରେ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ହିଷ୍ଟ୍ରିସିଟରଙ୍କ ଘରେ ବିନା ୱାରେଣ୍ଟରେ ପ୍ରବେଶ କରିବାର…
ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି; ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ, ପ୍ରତିକ୍ରିୟା ରଖିଲା ଇରାନ
ୱାଶିଂଟନ: ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଏଣ୍ଟ୍ରି ମାରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି।…