Browsing Category
ଦେଶ
ଏବେ ବି ଭାରତରେ କାହିଁକି ଫସି ରହିଛି ବ୍ରିଟେନ ନୌସେନାର F-35 ଲଢ଼ୁଆ ବିମାନ
ନୂଆଦିଲ୍ଲୀ/ଲଣ୍ଡନ,୨୦ା୬: ବ୍ରିଟେନ ନୌସେନାର ଏକ ଅତ୍ୟାଧୁନିକ F-35 ଲଢ଼ୁଆ ବିମାନ ସମ୍ପ୍ରତି କେରଳର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଛି। କୁହାଯାଉଛି ଯେ, ବିମାନଟି…
ଯୁବକଙ୍କୁ ଚୋଟ ମାରୁଥିଲା, ନିଜେ ମରିଗଲା
ମଧ୍ୟପ୍ରଦେଶ: ସାପ ଚୋଟ ମାରିଲା ଏବଂ 5 ମିନିଟରେ ସାପ ନିଜେ ହିଁ ମରିଗଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଖୁଦସୋଡି ଗାଁରେ। ଏଠାରେ ଏକ ସାପ 25 ବର୍ଷୀୟ ସଚିନ…
ଇରାନରୁ ଛାତ୍ରଙ୍କୁ ଆଣି ଆଜି ରାତିରେ ଭାରତରେ ପହଞ୍ଚିବ ଦୁଇ ବିମାନ
ନୂଆଦିଲ୍ଲୀ/ତେହେରାନ,୨୦ା୬: ଇରାନ-ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାରେ ଭାରତ ସରକାର ଏହାର ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏକ ସ୍ୱତନ୍ତ୍ର ଅଭିଯାନ 'ଅପରେସନ ସିନ୍ଧୁ' ଆରମ୍ଭ କରିଛନ୍ତି। ଏହି ଅଭିଯାନ…
ବିଦେଶରେ ଭାରତୀୟ କୂଟନୀତିର ଦବଦବା:ଇରାନ କେବଳ ଭାରତ ପାଇଁ ଖୋଲିଲା ଏୟାରସ୍ପେସ, ଆଜି ଫେରିବେ ୧୦୦୦ ଛାତ୍ର
ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭାରତୀୟ କୂଟନୀତିର ଏକ ବଡ଼ ସଫଳତା ସାମ୍ନାକୁ ଆସିଛି। ଭାରତ ସରକାରଙ୍କ ଅନୁରୋଧ କ୍ରମେ ଇରାନ କେବଳ ଭାରତ ପାଇଁ ନିଜର ଏୟାରସ୍ପେସ ଖୋଲିଛି, ଯାହା ଫଳରେ ସେଠାରେ ଫସି…
ମମତା ସରକାରଙ୍କ ବଡ଼ ନିଷ୍ପତ୍ତି: କୋଲକାତା ବିମାନବନ୍ଦର ନିକଟରେ ୮ ମହଲାରୁ ଅଧିକ ଉଚ୍ଚ କୋଠା ନିର୍ମାଣ କରାଯିବ ନାହିଁ
କୋଲକାତା,୨୦ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଲଗ୍ନ ଅଞ୍ଚଳରେ G+୮ରୁ…
ମରିବି ତ ଦିଅରଙ୍କ ସହିତ, ବଞ୍ଚିବି ତ ଦିଅରଙ୍କ ସହିତ, ନହେଲେ…
ଉତ୍ତରପ୍ରଦେଶ: ବଞ୍ଚିବି ତ ଦିଅରଙ୍କ ସହିତ, ମରିବି ତ ଦିଅରଙ୍କ ସହିତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ସୈଦପୁର କୋତୱାଲି ଅଞ୍ଚଳରେ। ଯେଉଁଠି ଜଣେ ମହିଳା ତାଙ୍କ ଦିଅରଙ୍କ ସହିତ…
ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ: ଏହି ସୁନ୍ଦର ବେଳାଭୂମିରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଅମରାବତୀ,୨୦ା୬: ପ୍ରତିବର୍ଷ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଏହି ଦିନଟି ଲୋକଙ୍କୁ ଯୋଗ କରିବାକୁ ପ୍ରେରଣା ଦିଏ। ଏହି ବିଶେଷ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ୱତନ୍ତ୍ର…
ରେଳ ଟ୍ରଲିକୁ ଧକ୍କା ଦେଲା ଅବଧ ଆସାମ ଏକ୍ସପ୍ରେସ: ଜଣେ ରେଳ କର୍ମଚାରୀ ମୃତ, ୪ ଆହତ
କଟିହାର: ସୋନପୁର ରେଳ ମଣ୍ଡଳର ବରୌଣୀ-କଟିହାର ରେଳଖଣ୍ଡରେ ଅବଧ ଆସାମ ଏକ୍ସପ୍ରେସ (୧୫୯୧୦) ଏକ ରେଳ ଟ୍ରଲିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଟ୍ରଲିମ୍ୟାନ ପ୍ରମୋଦ କୁମାର ଯାଦବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି, ଆଉ…
ଭୟ ନା ଜୀବନ ବଞ୍ଚାଇବାର ଉପାୟ? ସ୍ତ୍ରୀଙ୍କୁ ଡରୁଛନ୍ତି କି ସ୍ୱାମୀ?
ଲକ୍ଷ୍ନୌ: ସ୍ତ୍ରୀକୁ ପ୍ରେମିକ ସହ ବାହା କରେଇଲେ ସ୍ୱାମୀ। ଏଭଳି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ଦେଖିବାକୁ ମିଳୁଛି। ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ହେଉ କିମ୍ବା ମେରଠର ମୁସ୍କାନ ରସ୍ତୋଗୀଙ୍କ କଥା ହେଉ,…
୧.୫ ଲକ୍ଷ ଟଙ୍କା ଦିଅ ମନଇଚ୍ଛା ଡିଗ୍ରୀ ସାର୍ଟିଫିକେଟ୍ ନିଅ
ନୂଆଦିଲ୍ଲୀ: ଟଙ୍କା ଦିଅ ମନଇଚ୍ଛା ସାର୍ଟି ଫିକେଟ୍ ନିଅ। ହଜାରେ କି ଦୁଇ ହଜାର ନୁହେଁ, ଏକାଥରେ ଦେଢ଼ ଲକ୍ଷ ଟଙ୍କା ଦିଅ ଆଉ ନିଜ ମନଇଚ୍ଛା ମାର୍କସିଟ୍ ନିଅ। ନା ଏଠି ପାଠ ପଢ଼ିବାର ଆବଶ୍ୟକତା ଅଛି ନା କୌଣସି କଷ୍ଟ…