Browsing Category
ଦେଶ
ଦିଲ୍ଲୀକୁ ଦୋହଲାଉଛି କରୋନା: ଲଗାତାର ଚତୁର୍ଥ ଦିନରେ ୧ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ ହେଉଛି କରୋନା ମହାମାରୀ । ପ୍ରତିଦିନ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ରାଜ୍ୟରୁ ଲଗାତାର ଚତୁର୍ଥ ଦିନରେ ହଜାରରୁ ଅଧିକ କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛି…
ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ଟ୍ୱିଟ୍, ଖୁବ୍ ଶିଘ୍ର ଆରଜେଡିରୁ ଦେବେ ଇସ୍ତଫା
ବିହାର: ଆରଜେଡିରୁ ଇସ୍ତଫା ଦେବେ ଲାଲୁ ପ୍ରସାଦ ଯାଦବଙ୍କୁ ପୁଅ ତେଜପ୍ରତାପ ଯାଦବ । ତେଜ ପ୍ରତାପ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେଜ ପ୍ରତାପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ତାଙ୍କ ପିତା ଏବଂ ଆରଜେଡି…
ମୃତ୍ୟୁ ପୁର୍ବରୁ ରେକର୍ଡ କରିଦେଇ ଗଲେ ଭିଡିଓ, କହିଗଲେ ଦୋଷୀଙ୍କ ନାଁ
ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଚିକିତ୍ସା ସମୟରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ଶମଶାବାଦ ଥାନା ଅନ୍ତର୍ଗତ ଏହି ଘଟଣା ଘଟିଛି । ମୃତକବ୍ୟକ୍ତିଙ୍କ ନାମ…
ଟୁଇଟ୍ ବିବାଦ: ଜାମିନ ମିଳିବା ମାତ୍ରେ ଅନ୍ୟ ମାମଲାରେ ଗିରଫ ହେଲେ ବିଧାୟକ ଜିଗ୍ନେଶ ମେଓ୍ଵାଣୀ
ଅହମ୍ମଦାବାଦ: ଗୁଜରାଟର ବିଧାୟକ ଜିଗ୍ନେଶ ମେଓ୍ଵାଣୀଙ୍କୁ ସୋମବାର ଆସାମର ଏକ ଅଦାଲତ ଜାମିନ ପ୍ରଦାନ କରିଥିଲେ। ମାତ୍ର କିଛି ମିନିଟ୍ ଭିତରେ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଛି। ଗୁଜରାଟର ବଡଗାମରୁ…
ଜାତୀୟ ବିରୋଧୀ କାର୍ଯ୍ୟକଳାପ ପ୍ରସାରଣ କରୁଥିବା ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କଲେ ସରକାର
ନୂଆଦିଲ୍ଲୀ: ଭାରତୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଳାୟ ଭାରତର ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ସାର୍ବଜୈନିକ ବ୍ୟବସ୍ଥା ସମ୍ବନ୍ଧରେ ଦୁଷ୍ପ୍ରଚାର କରୁଥିବା ୧୬ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରି ଦେଇଛନ୍ତି । ଏଥିରୁ ୧୦…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଚାଲେଞ୍ଜ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମାନ୍ୟବର ହାଇକୋର୍ଟ । ୨୦୨୦ଲକଡାଉନ ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ରିଲିଫ ପ୍ୟାକେଜରେ ଆଉ କିଛି ହିତାଧିକାରୀଙ୍କୁ ସାମିଲ କରିବା…
ଦେଶରେ ବୁଲଡୋଜର ତାଣ୍ଡବ ଚାଲିଛି, ଯୁବକଙ୍କ ଭବିଷୟତ ବର୍ବାଦ କରି ଦିଆଯଉଛି-ମେହବୁବା ମୁଫ୍ତି
ଶ୍ରୀନଗର: ଦେଶରେ ମୁସଲମାନ ଏବଂ ଜାମ୍ମୁ କାଶ୍ମୀର ଯୁବକଙ୍କ ପାଇଁ କିଛି କରି ନାହାନ୍ତି ପ୍ରଧାନମନ୍ତ୍ରୀ । ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଜାମ୍ମୁ କାଶ୍ମୀର ପୁର୍ବତ୍ତନ…
ଦ୍ୱିତୀୟ ଥର ବର ହେବେ ଅରୁଣ ଲାଲ, ୨୮ ବର୍ଷୀୟ ବୁଲବୁଲଙ୍କୁ କରିବେ ବିବାହ
କୋଲକାତା: ଭାରତର ସକ୍ରିୟ କ୍ରିକେଟର ହୁଅନ୍ତୁ କିମ୍ବା ପୁର୍ବତ୍ତନ କ୍ରିକେଟର, ସମସ୍ତେ ନିଜର ଜୀବନଶୈଳୀ କିମ୍ବା ଅନ୍ୟ କୌଣସି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୁର୍ବତ୍ତନ ଭାରତୀୟ କ୍ରିକେଟର ଅରୁଣ ଲାଲ…
ଏଠି ଏକ ଟଙ୍କାରେ ମିଳୁଛି ଗୋଟିଏ ଲିଟର ପେଟ୍ରୋଲ: ଜାଣନ୍ତୁ କାରଣ
ଗାଡି ଚାଳକଙ୍କ ପକେଟକୁ ଝଟକା ଦେଉଛି ପେଟ୍ରୋଲର ମହଙ୍ଗା ମାଡ । ପ୍ରତିଦିନ ବଢୁଥିବା ପେଟ୍ରୋଲ ରେଟ ଏବେ ଲିଟର ପିଛା ୧୧୫ ଛୁଇଁଲାଣି । ଯାହା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାଣ ପାଲଟିଛି । କିନ୍ତୁ ଆମ ପାଖାପାଖି ଗୋଟିଏ…
ଦିଲ୍ଲୀ: ଭୁଷୁଡ଼ିଲା ନିର୍ମାଣଧିନ କୋଠା, ରେସ୍କ୍ୟୁ ପାଇଁ ଏନଡିଆରଏଫ ଟିମ୍ ର ଉଦ୍ୟମ ଜାରି
ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣଧିନ କୋଠା ଭୁଷୁଡ଼ି ପଡ଼ିବାର ଖବର ଆସିଛି । ଏହି ଭଗ୍ନାବଶେଷ ତଳେ ପ୍ରାୟ ୭ ଶ୍ରମିକ ଫସି ରହିଥିବା ଜଣଅପଡିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୪…