Browsing Category
ଦେଶ
ବନ୍ଧୁତ୍ୱର ଏକ ଭିନ୍ନ ଉଦାହରଣ ହରିଣ-କାଉଙ୍କ ସମ୍ପର୍କ: ଦେଖନ୍ତୁ ଭିଡିଓ
ଏ ଦୁନିଆ ବଡ ବିଚିତ୍ର । ଦୁନିଆରେ ସବୁ ଜୀବଜନ୍ତୁଙ୍କ ଭିତରେ ରହିଛି ଅନାବିଳ ପ୍ରେମ ଆଉ ଭଲ ପାଇବା । ଅନେକ ଥର ସୋଶିଆଲ ମିଡିଆରେ ଏମିତି କେତେ ଭିଡିଓ ଆପଣ ଦେଖିଥିବେ । ବିଲେଇ, କୁକୁର, ମାଙ୍କଡ ଇତ୍ୟାଦିଙ୍କୁ ନେଇ କେତେ…
ଶହିଦ ପୁଅର ଫଟୋକୁ ଦେଖି ନିଜ ଆଖିର ଲୁହକୁ ରୋକିପାରିଲେନି ମା, ବହିଲା ଲୁହର ଗଙ୍ଗା
ପୋଷ୍ଟରରେ ଶହିଦ ପୁଅର ଫଟୋକୁ ଦେଖି ନିଜ ଆଖିର ଲୁହକୁ ରୋକି ପାରିନି ମା । କେତେବେଳେ ପୋଷ୍ଟରରେ ପୁଅର ଛବିକୁ ପୋଛି ଦେଉଛି, ତ ଫଟୋକୁ ଚୁମି ଦେଉଛି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯିଏ…
ମ୍ୟାନ ହୋଲରେ ପଡିଗଲେ ଓମ୍ୟାନ: ଫୋନରେ କଥା ହୋଇ ଯିବା ବେଳେ ହେଲେ ଅପଦସ୍ତ
ମୋବାଇଲ ଫୋନ ଏବେ ସମସ୍ତଙ୍କୁ ବାଇଆ କରିଛି । ପିଲାରୁ ବୁଢା ସମସ୍ତେ ମୋବାଇଲ ପାଇଲେ ଯେମିତି ସ୍ୱର୍ଗ ପାଇ ଯାଉଛନ୍ତି । କିନ୍ତୁ ବେଳେବେଳେ ଏ ମୋବାଇଲ ଫୋନ ପାଇଁ ଆମେ କେତେ ଜାଗାରେ ଅସୁବିଧାରେ ପଡୁ ଆଉ ଅପଦସ୍ତ ବି ହେଉ…
ଆଗାମୀ ୨୫ ବର୍ଷରେ ଜାମ୍ମୁ କାଶ୍ମୀର ବିକାଶର ଏକ ନୂତନ କାହାଣୀ ଲେଖିବ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଜାତୀୟ ପଞ୍ଚାୟତ ଦିବସ ଅବସରରେ ସେ ସାରା ଦେଶରେ ପଞ୍ଚାୟତକୁ…
ଲକ୍ଷ୍ମୀପୁର ମାମଲାରେ ଆତ୍ମସମର୍ପଣ ଆଶିଷ ମିଶ୍ରା, ପୁଣି ଗଲେ ଜେଲ
ଉତ୍ତରପ୍ରଦେଶ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଖୀମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟାନୀଙ୍କ ପୁଅ ଆଶିଷ ମିଶ୍ରା ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।…
ହନୁମାନ ଚାଳିଶା ବିବାଦ: ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଣା ଦମ୍ପତ୍ତି
ନୂଆଦିଲ୍ଳୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତ୍ତିଙ୍କୁ କୋର୍ଟ ଜେଲ ପଠାଇଛନ୍ତି । ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ଗାଇବାକୁ ନେଇ ବିବାଦ ହେବାରୁ ଉଭୟଙ୍କୁ ଖର ପୋଲିସ୍ ଗିରଫ କରିଥିଲା ।…
ମହଙ୍ଗା ହେବ ୧୪୩ଟି ସାମଗ୍ରୀ: ୪ଟି ସ୍ଲାବର ଟିକସ ବ୍ୟବସ୍ଥା ନେଇ ଜିଏସଟି କମିଟିର ପ୍ରସ୍ତାବ
ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବ ଜିଏସଟି କମିଟି ବୈଠକ ।ଏହି ବୈଠକରେ ଜିଏସଟି ସ୍ଲାବରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ରେଭିନ୍ୟୁ ବଢାଇବା ପାଇଁ ରାଜ୍ୟ ଗୁଡିକ ଦାବି ଉପସ୍ଥାନ କରିବେ । ଫଳରେ…
ଯେସାକୁ ତେସା ! ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟକ ଭିସା ରଦ୍ଦ କଲା ଭାରତ
ନୂଆଦିଲ୍ଲୀ: ଚୀନକୁ ଝଟକା ଦେଲା ଭାରତ। ଆଉ ଆପଣେଇଲା ଯେସାତକୁ ତେସା ନୀତି। ଏବେ ଡ୍ରାଗନ ମୁହଁରେ ବାଜିଲା ଶକ୍ତ ଚାପୁଡା। ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବାକୁ ଅନୁମତି ନଦେବାରୁ ଭାରତ ଏବେ ଚୀନର…
ଇଫତାର ପାର୍ଟି ଆୟୋଜନକୁ ନେଇ ଟୁଇଟ୍ କଲେ ଆର୍ମି, ଟ୍ରୋଲ ହେବାରୁ ନେଲେ ଏହି ପଦକ୍ଷେପ
ଜାମ୍ମୁ: ଜାମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ସେନା ପକ୍ଷରୁ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ଆଉ ଏହାର ଫଟୋ ମଧ୍ୟ ସେନା ତରଫରୁ ଟୁଇଟ୍ କରାଯାଇଥିଲା। ତେବେ ଏହି ଟୁଇଟକୁ ନେଇ କଠୋରପନ୍ଥୀଙ୍କ ଟାର୍ଗେଟରେ…
ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦୀ, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଆସନ୍ତା ୨୭…