Browsing Category

ଦେଶ

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକ ଘଟଣା : ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଏହି…

ମୁମ୍ବାଇରେ ୨୪ ଘଣ୍ଟାରେ ୨୦ ହଜାର ନୂଆ ଆକ୍ରାନ୍ତ ; ମହାରାଷ୍ଟ୍ରରେ ୩୬ ହଜାରରୁ ଅଧିକ ଚିହ୍ନଟ

ମୁମ୍ବାଇରେ ପୁଣି ଦେଖିବାକୁ ମିଳିଛି କରୋନାର କରାଳ ରୂପ । ଗତ ୨୪ ଘଣ୍ଟାରେ କେବଳ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ୨୦,୧୮୧ ସଂକ୍ରମିତ, ଏହାସହ ୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଯାହାକୁ ମିଶାଇ ଏବେ ଦେଶର ଆର୍ଥିକ…

ବିଧାନସଭା ଏବଂ ଲୋକସଭା ନିର୍ବାଚନ ପ୍ରାର୍ଥୀ ଖର୍ଚ୍ଚ କରିବେ ଏତିକି ଟଙ୍କା; ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ ସେନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାେ ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କ…

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ, ଟ୍ଵିଟ୍ କରି ଦେଲେ ସୂଚନା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟ୍ଵିଟ୍ କରି ଗେହଲଟ୍ ଖୋଦ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ମୁଁ ନିଜର କରୋନା ଟେଷ୍ଟ…

ଅନାବଶ୍ୟକ ଏଟିଏମ୍ କାର୍ଡ: QR କୋଡ୍ ସ୍କାନ୍ ଓ UPI ଆପ୍ ଜରିଆରେ ଉଠିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଳୀ: ଏଟିଏମରୁ ଟଙ୍କା ଉଠାଇବା ପାଇଁ ଏଟିଏମ କାର୍ଡ ଅନାବଶ୍ୟକ । ଏଣିକି କେବଳ ୟୁପିଆଇ ଆପ୍ ଏବଂ କ୍ୟୁ ଆର କୋଡ ସ୍କାନ ଦ୍ୱାରା ଏଟିଏମରୁ ଉଠିବ ଟଙ୍କା । ଏନସିଆର କର୍ପୋରେସନ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ…

ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ‘ମରାଠି ରାବଡି ଦେବୀ’ କହିଲେ ବିଜେପି ନେତା, ଚାଲିଛି ଜେରା

ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ ମରାଠି ରାବଡି ଦେବୀ କହିବା ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ମହଙ୍ଗା ପଡିଛି। ବିଜେପି ସୋସିଆଲ ମିଡିଆ ସେଲ୍ର ଜିତେନ ଗଜାରିଆ ଟ୍ଵିଟରରେ ଏହି…

ଖୁବଶୀଘ୍ର ଆସିବ ମାଇକ୍ରୋ ଚିପ୍ ଥିବା ପାସପୋର୍ଟ: କ’ଣ ରହିବ ଏହାର ବିଶେଷତ୍ୱ, ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶ ଯାତ୍ରା ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ବା ଏକ ଜରୁରୀ ପ୍ରମାଣପତ୍ର ହେଉଛି ପାସପୋର୍ଟ । ଏହି ପାସପୋର୍ଟକୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି । ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ନୂଆ ପାସପୋର୍ଟ…

ମୋ ଛୁଆ ମୋର ଅନ୍ତିମ ସଂସ୍କାର କରିବେନି: ମନ୍ଦିରକୁ ୨ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ୮୫ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ: ନିଜର ତିନି ତିନି ଜଣ ସନ୍ତାନ କ୍ରିଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହେବା ପରେ ନିଜର ସମସ୍ତ ସମ୍ପତ୍ତି ଏକ ମନ୍ଦିରକୁ ଦାନ କରିଛନ୍ତି ୮୫ ବର୍ଷୀୟ ବ୍ୟକ୍ତି । ୮୫ ବର୍ଷୀୟ ଏହି ହିନ୍ଦୁ ବ୍ୟକ୍ତି ଜଣଙ୍କ…

କର୍ଡେଲିଆ ପରେ ଏୟାର ଇଣ୍ଡିଆ: ଅମୃତସରରେ ବିମାନରେ ୧୨୫ ଯାତ୍ରୀ କରୋନା ପଜିଟିଭ

ପଞ୍ଜାବ: ଏୟାର ଇଣ୍ଡିଆର ଇଟାଲୀରୁ-ଅମୃତସର ଯାତ୍ରା କରିଥିବା ୧୨୫ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ଅମୃତସର ଏୟାରପୋର୍ଟରେ କୋଭିଡ ଟେଷ୍ଟ କରାଯାଇଥିଲା । ବିମାନରେ ୧୭୯ ଯାତ୍ରୀ ଯାତ୍ରା…

କ୍ରିପଟୋକରେନ୍ସିରେ ୧୨୦୦ କୋଟିର ଠକେଇ: ୩୧ ବର୍ଷୀୟ ଯୁବକ ମାଷ୍ଟର ମାଇଣ୍ଡ, ରାଡାରରେ ମାଲାୟଲମ ଷ୍ଟାର

ନୂଆଦିଲ୍ଳୀ: ଫେକ୍ କ୍ରିପଟୋକରେନ୍ସି ଜରିଆରେ ୧୨୦୦ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଏହା ପଛରେ ୩୧ ବର୍ଷୀୟ ଯୁବକ ରହିଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ସମସ୍ତେ କ୍ରିପଟୋ କରେନ୍ସି ପାଇଁ ଆଗ୍ରହୀ ରହିଥିବା ବେଳେ…