Browsing Category

ଦେଶ

ପିଲାଙ୍କ ପାଇଁ ଭ୍ୟାକସିନ୍ ନେଇ ଆରମ୍ଭ ହେଲା ଟ୍ରାଏଲ୍: ଜାଣନ୍ତୁ, କେବେ ପହଞ୍ଚିବ

ନୂଆଦିଲ୍ଲୀ, ୨୬ା୩: କରୋନା ଭାଇରସରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି । ତେବେ କରୋନା ଟିକା ଆସିଥିଲେ ମଧ୍ୟ ଏହା କେବଳ ୧୮ ବର୍ଷରୁ ଅଧିକ ବୟସ୍କ ମାନଙ୍କୁ ଦିଆଯାଉଛି । ଖୁବଶୀଘ୍ର…

କରୋନାର ତାଣ୍ଡବ ଜାରି: ୨୫୭ ମୃତ, ୫୯ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୬ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯କୁ ବୃଦ୍ଧି…

ରାଜ୍ୟରେ କୋଭିଡ ନେଗେଟିଭ୍ ରିପୋର୍ଟ ହେଲା ବାଧ୍ୟତାମୂଳକ: ଜାଣନ୍ତୁ କେବେଠାରୁ ହେବ ଲାଗୁ

ବେଙ୍ଗାଲୁରୁ, ୨୬ା୩: କରୋନା ସଂକ୍ରମଣକୁ ରୋକିବା ପାଇଁ କର୍ଣ୍ଣାଟକ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହି…

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ, ୨୬ା୩: ଦେଶର ବିଭିନ୍ନ କୃଷକ ସଂଘର ସମ୍ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି…

ଏହି ରାଜ୍ୟ ମାନଙ୍କରେ କରୋନା ଭାଇରସ ପାଇଁ ଲାଗିଲା ଲକଡାଉନ୍

କୋଭିଡ୍ -19 ମାମଲାରେ ବୃଦ୍ଧି ହେତୁ କିଛି ରାଜ୍ୟ କେତେକ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛନ୍ତି| ମହାରାଷ୍ଟ୍ରରେ ଲକଡାଉନ | ମାର୍ଚ୍ଚ 1 ତାରିଖରୁ ପାର୍ବନୀ ଜିଲ୍ଲା 1,132 ଟି ନୂଆ ମାମଲା ରେକର୍ଡ କରିଛି, ଯାହା…