Browsing Category
ଦେଶ
ଆସନ୍ତା ସପ୍ତାହରୁ ଶସ୍ତା ହୋଇଯିବ ଖାଇବା ତେଲ, କାର୍ଯ୍ୟକାରୀ ହେବାକୁ ଯାଉଛି ସରକାରଙ୍କ ଏହି ନୂଆ ଯୋଜନା
ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଋତୁ ଆସୁଥିବାରୁ ଖାଇବା ତେଲର ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ଗୋଟିଏ ପଟେ ଆମଦାନୀ ବୃଦ୍ଧି ପାଇଁ ଆମଦାନୀ ଡ୍ୟୁଟି ହ୍ରାସ କରିଛନ୍ତି । ସେହିପରି ଅନ୍ୟପଟେ ଖାଇବା…
REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ
ନୂଆଦିଲ୍ଲୀ: ରାଜସ୍ଥାନ ସରକାରୀ ସ୍କୁଲ୍ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀଙ୍କ ସମେତ ୪୦ ଜଣ ଗିରଫ ହୋଇଛନ୍ତି। ସେମାନେ…
ଖୁବ୍ ଶୀଘ୍ର ଆସିବ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଆସିବାକୁ ଯାଉଛି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ । ବିଭିନ୍ନ କୋର ସେକ୍ଟର ଏବଂ ନନ କୋର ସେକ୍ଟରର ଜମିକୁ କେନ୍ଦ୍ରୀୟ ଉଦ୍ୟୋଗ ପାଇଁ ନିବେଶ କରିବାକୁ…
ସଙ୍ଗୀତରୁ ସୃଷ୍ଟି ହୁଏ ବର୍ଷା: କାରଣ ଜାଣିବାକୁ ପ୍ରୟାସ କରିବେ କେମ୍ବ୍ରିଜ ଛାତ୍ର
ନୂଆଦିଲ୍ଲୀ: ସଙ୍ଗୀତର ଖୁବ ଶକ୍ତି ଅଛି । ପ୍ରାଚୀନ କାଳରୁ ଏହା ପ୍ରମାଣିତ ହୋଇ ଆସିଥିବା ବେଳେ ରାଜସ୍ଥାନର କୃଷକମାନେ ଏବେ ବି ଏହାକୁ ମାନ୍ୟତା ଦେଇଛନ୍ତି । ସେଠାରେ ବର୍ଷାଋତୁରେ କମ ବର୍ଷା ହେଲେ କୃଷକମାନେ ଛତା ଧରି…
ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବି କଲେ CJI
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନଭି ରମନା ରବିବାର ନ୍ୟାୟପାଳିକାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ସପକ୍ଷରେ ମତ ପ୍ରକାଶ କରିଛନ୍ତି । ଏହା ସହ ଦେଶରେ ଥିବା ଆଇନ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରୀଙ୍କ…
ଘୋଷଣା ହେଲା ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ; ଓଡ଼ିଶାର ୬ଟି ସ୍ଥାନରେ ହେବ ସେଣ୍ଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଡମିଟ କାର୍ଡ ଶନିବାରରୁ ଅନଲାଇନରେ ଉପଲବ୍ଧ ହୋଇଛି । ଜେଇଇ ମେନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା…
ଭାରତ ବନ୍ଦରେ ଅମାନବୀୟ ଦୃଶ୍ୟ: ଡିସିପିଙ୍କ ପାଦ ଉପରେ ଗାଡ଼ି ଚଢ଼ାଇଦେଲେ ପ୍ରଦର୍ଶନକାରୀ
ବେଙ୍ଗାଲୁରୁ: ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ…
ଗୁଜୁରାଟ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି;ବିରୋଧୀ ଦଳ ମଧ୍ୟ କଲେ ସମର୍ଥନ
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାକୁ ମିଳିଛି ଏହାର ପ୍ରଥମ ମହିଳା ବାଚସ୍ପତି । ସୋମବାର ବରିଷ୍ଠ ବିଜେପି ବିଧାୟିକା ନିମାବେନ ଆଚାର୍ଯ୍ୟ ପ୍ରଥମ ମହିଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏପରିକି ବିଧାନସଭାରେ…
ନିର୍ବାଚନୀ ପ୍ରଚାର ସମୟରେ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ
କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ଟିଏମସିକୁ ଦାୟୀ…
ବଦଳିଲା DL ନିୟମ, ଏଣିକି RTO ଛଡ଼ା ଏହିସବୁ ସ୍ଥାନରେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ପରିବହନ ବିଭାଗର ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ…