Browsing Category
ଦେଶ
ମୋଦୀଙ୍କୁ ଛାଡ଼ି ଦିଦିଙ୍କ ହାତ ଧରିଲେ ବିଜେପି ବିଧାୟକ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ଦଳ ଛାଡିଛନ୍ତି ବିଷ୍ଣୁପୁର ଆସନ ବିଧାୟକ ତନ୍ମୟ ଘୋଷ । ଘୋଷ ମୋଦୀଙ୍କ ହାତ ଛାଡି ଦିଦିଙ୍କ ହାତ ଧରିଥିବା ବେଳେ ବିଜେପିକୁ ଏକ ହିଂସା ସୃଷ୍ଟିକାରୀ ଦଳ ଭାବରେ…
‘ତାଲିବାନ ଠାରୁ ଭାରତକୁ କୌଣସି ବିପଦ ନାହିଁ’
ନୂଆଦିଲ୍ଲୀ: ତାଲିବାନ ଠାରୁ ଭାରତକୁ କୌଣସି ବିପଦ ନାହିଁ ବୋଲି ମତ ଦେଇଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ଭାରତ ଏସିଆ ତଥା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର । ତେଣୁ ଭାରତ ସହିତ ସୁସମ୍ପର୍କ ବଜାୟ…
୧୮ ବର୍ଷ ବାଳକ ବିରୋଧରେ ସଙ୍ଗୀନ ଅଭିଯୋଗ, ନାବାଳିକାକୁ କଲା ଗର୍ଭବତୀ, ଡିଏନଏ ଟେଷ୍ଟରୁ ସାମ୍ନାକୁ ଆସିଲା ସତ
ଥିରୁବନନ୍ତପୁରମ୍: କେରଳ ମଲ୍ଲପୁରମ୍ ଜିଲ୍ଲାରେ ଜଣେ ୧୮ ବର୍ଷର ବାଳକ ବିରୋଧରେ ରହିଥିଲା ସଙ୍ଗୀନ ଅଭିଯୋଗ । ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗ ଆସିବାପରେ ପୋଲିସ୍ ଗିରଫ…
ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ଫିଜିକାଲ ଶୁଣାଣି
ନୂଆଦିଲ୍ଲୀ: ସ୍ୱାଭାବିକ ସ୍ଥିତିକୁ ଫେରୁଛି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ…
ଖୁସି ଖବର: ଶସ୍ତା ହେଲା ସୁନା, ୫ ଦିନ ପର୍ଯ୍ୟନ୍ତ ଖୋଲିବ ଏହି ସରକାରୀ ଯୋଜନା
ନୂଆଦିଲ୍ଲୀ: ସରକାର ଗ୍ରାହକଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଆଣିଦେଇଛି । ଅଗଷ୍ଟ ୩୦ ତାରିଖ ଅର୍ଥାତ୍ ଆଜିଠାରୁ ଆପଣ ଗ୍ରାହକଙ୍କ ପାଇଁ ଶସ୍ତା ହୋଇଛି ସୁନା । ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ଅଧୀନରେ ଆପଣ ମାନେ…
ମଦ ନିଶାରେ ରାକ୍ଷସ ପାଲଟିଲେ ଯୁବକ, ଚାକୁରେ ନୀରିହ କୁକୁରର ନେଇଗଲେ ଜୀବନ
ନୋଏଡ଼ା: ଯେତେବେଳେ ବି ବିଶ୍ୱସ୍ତତା କଥା ପଡ଼େ ସେତେବେଳେ କୁକୁରର ଉଦାହରଣ ଦିଆଯାଇଥାଏ । କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ହେଲେ ଜଣେ ଯୁବକ ମଦ ନିଶାରେ ଚୁର୍ ହୋଇ ଗୋଟିଏ ନୀରିହ କୁକୁରର ଜୀବନ ନେଇଯାଇଛନ୍ତି…
ଗାଡ଼ିର ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ, ୧୫ ଡିସେମ୍ବରରୁ…
ନୂଆଦିଲ୍ଲୀ: ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଡ଼ି ପାଇଁ ଭାରତ ସିରିଜ୍ ସୂଚନା ଜାରି ହୋଇଛି । ବିଏଚ ସିରିଜର ନମ୍ବର ନେବା ପରେ…
ଉତ୍ତରାଖଣ୍ଡରେ ଭୟଙ୍କର ଭୁସ୍ଖଳନ; ୨ ମୃତ, ୫ ନିଖୋଜ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି । ରବିବାର ଦିନ ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ଥିବା ଦୁଇଟି ଗାଁରେ ଏହି…
ଏଣିକି ଟ୍ରେନ୍ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍ ହେବ ଏସି-୩ ଭଡ଼ା
ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଆଧୁନିକ ସୁବିଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଇକୋନୋମି ଏସି ୩ ବା ୩ ଟାୟାରର ଶୁଭାରମ୍ଭ କରିବାନେଇ ଘୋଷଣା କରିଛି । ବିଭିନ୍ନ ଜୋନରେ ଏହିପରି ଇକୋନୋମି ଏସି-୩କୁ…
ଫିଟ୍ କର୍ମଚାରୀଙ୍କୁ ମିଳିବ ବୋନସ୍ ଓ ୧୦ ଲକ୍ଷ ଟଙ୍କାର ଲକି ଡ୍ର’, ଜାଣନ୍ତୁ ଏସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କରୋନା କାଳରେ ୱର୍କ ଫ୍ରାମ୍ ହୋମ୍ ଧାରା ଆରମ୍ଭ ହୋଇଛି । ଅନେକ କର୍ମଚାରୀ ଘରେ ରହି କାମ ଅଫିସ୍ କାମ କରୁଛନ୍ତି । ତେବେ ଏଥିରେ ଦୀର୍ଘ ଦିନ ଧରି ଘରେ ବସି କାମ କରୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ…