CHARIDHAM
Browsing Category

ଦେଶ

ଷ୍ଟେଜ୍ ଉପରେ କଂଗ୍ରେସ ନେତାଙ୍କ ଗଣ୍ଡୋଗୋଳ, ଭିଡିଓ ଭାଇରାଲ

ଛତିଶଗଡ଼: ପୁଣି ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀକନ୍ଦଳ । ସଭା ମଞ୍ଚରେ ଭାଷଣ ଦେଉଥିବା ସମୟରେ ଠେଲିଦେଲେ କର୍ମୀ । ରବିବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ଜଶପୁରରେ କଂଗ୍ରେସର ଏକ ଦଳୀୟ କାର୍ଯ୍ୟକ୍ରମରେ…

ସ୍ତ୍ରୀକୁ ଟିକା ଦେଲେ ପୁରୁଷ ଡାକ୍ତର: ରାଜ୍ୟପାଳଙ୍କୁ ଚାପୁଡା ମାରିଲା ଯୁବକ; ଦେଖନ୍ତୁ Viral ଭିଡିଓ

ନୂଆଦିଲ୍ଳୀ: ଏକ ସଭା ମଝିରେ ରାଜ୍ୟପାଳଙ୍କୁ ଚାପୁଡା ମାରିଛି ଜଣେ ଯୁବକ । ତେବେ ଏହି ଚାପୁଡା ପଛର କାରଣ ଶୁଣିଲେ ଆପଣ ବି ନହସି ରହି ପାରିବେ ନାହିଁ । କରୋନା ଟିକା ପାଇଁ ରାଜ୍ୟପାଳଙ୍କୁ ସଭା ମଝିରେ ଚାପୁଡା ମାରିବାର…

କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ବନ୍ଦ ହୋଇଯିବ ଫେସବୁକ ଆକାଉଣ୍ଟ

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ସମସ୍ତଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ପାଲଟିଯାଇଛି । ଏହା ଦ୍ୱାରା ଅନେକ ପ୍ରକାର ମେସେଜ, ଭିଡିଓ ସମାଜରେ ଭାଇରାଲ ମଧ୍ୟ ହୋଇଥାଏ । ବିଗତ ସମୟରେ ଏଭଳି ଅନେକ ଘଟଣା ମଧ୍ୟ…

ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲାରେ ନୂଆ ଟ୍ୱିଷ୍ଟ: ୱାଙ୍ଖେଡ଼େଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ୍ କେସରେ ନୂଆ ମୋଡ଼ ଆସିଛି । କିଛିଦିନ ପୂର୍ବରୁ ଆର୍ଯ୍ୟନଙ୍କ ସହ ଜଣେ ଅଣଏନସିବି ଅଫିସରଙ୍କର ଭିଡିଓ ଭାଇରାଲ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ…

୧୦୦ ନୁହେଁ କେବଳ ୨୩ କୋଟି ଡୋଜ୍ ଟିକାକରଣ ହୋଇଛି: ଶିବସେନା

ମୁମ୍ବାଇ: ୧୦୦ କୋଟି ଡୋଜ୍ ଟିକାକରଣ ପରେ ଏବେ ଉତ୍ସବର ମାହୋଲ ରହିଥିବା ବେଳେ ଶିବସେନା ଏହାକୁ ସହଜରେ ଗ୍ରହଣ କରିପାରୁନି । ଶିବସେନା ସାଂସଦ ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ଯେ, ଦେଶରେ କରୋନା ଭାକସିନ୍ ର ୧୦୦ କୋଟି…

ସିଆରପିଏଫଙ୍କ ଉପରେ ଆତଙ୍କୀ ହମଲା, କ୍ରସ୍ ଫାୟାରିଂ ବେଳେ ଜଣେ ସାଧାରଣ ନାଗରିକ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସିଆରପିଏଫ୍ ପାର୍ଟି ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଏହି ସମୟରେ ହୋଇଥିବା କ୍ରସ୍ ଫାୟାରିଂ ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ…

ମ୍ୟାଚ୍ ଓ ଆତଙ୍କ ଏକାସାଙ୍ଗରେ ହୋଇପାରିବ ନାହିଁ, ଭାରତ-ପାକ୍ ମୁକାବିଲା ‘ରାଷ୍ଟ୍ରଧର୍ମ’ ବିରୋଧୀ: ବାବା ରାମଦେବ

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏବେ ସମସ୍ତ କ୍ରିକେଟ୍ ଫ୍ୟାନ୍ ଙ୍କ ନଜର ଏହି…

ବ୍ଲାକ୍ ଫଙ୍ଗସ ଯୋଗୁଁ ପତ୍ନୀଙ୍କ ମୃତ୍ୟୁପରେ ୪ ପିଲାଙ୍କୁ ଧରି ଆତ୍ମହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ସେବାନିବୃତ୍ତ କର୍ମଚାରୀ ନିଜ ୪ ଟି ସନ୍ତାନଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ତେବେ ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାୱୀ…

ଜାଣନ୍ତୁ ସବୁଠୁ ଛୋଟ ଓ ବଡ଼ ନାମ ଥିବା ରେଳ ଷ୍ଟେସନ୍ କେଉଁଠାରେ ରହିଛି…

ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦୁନିଆର ସବୁଠାରୁ ବଡ଼ ନେଟୱର୍କ ବୋଲି କୁହାଯାଇଥାଏ । ଏହି ନେଟୱର୍କରେ ଅନେକ ଷ୍ଟେସନ୍ ରହିଛି, ଯାହା କୌଣସ ନା କୌଣସି କାରଣ ପାଇଁ ଖାସ୍ ସ୍ଥାନ ପାଇଛି । ଆଜି ଆମେ ସେହି ଷ୍ଟେସନ୍ ସମ୍ପର୍କରେ…

ଲଖିମପୁର ହିଂସାକାଣ୍ଡ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଶିଷ ମିଶ୍ରା, ହସ୍ପିଟାଲରେ ଭର୍ତ୍ତି

ଲଖିମପୁର: ଜେଲରେ ସଜ୍ଜା କାଟୁଥିବା ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ…