Browsing Category
ଦେଶ
କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ…
ମହିଳାଙ୍କୁ ଗଣଦୁଷ୍କର୍ମ, ଉଲଗ୍ନ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟରେ ଟାଙ୍ଗିଦେଲେ
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରାଦେଶ ଛଟପଟ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟରେ ଲୋକେ ନୟାନ୍ତ ହୋଇଗଲେଣି। ତେବେ ଏଭଳି ସଂକଟ କାଳରେ ମଧ୍ୟ ଅନେକ ସ୍ଥାନରୁ ବଡ଼ ଅଭାବନୀୟ ଘଟଣା ସମ୍ପର୍କରେ…
ଦେଶରେ ବ୍ଲାକ୍ ଫଙ୍ଗସର ମୋଟ ମାମଲା ୧୧,୭୧୭ ଛୁଇଁଲା
ନୂଆଦିଲ୍ଲୀ : ଦେଶରେ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ବ୍ଲାକ୍ ଫଙ୍ଗସ୍ ର ମୋଟ ମାମଲା ସଂଖ୍ୟା ୧୧ ହଜାର ୭୧୭ ହୋଇଯାଇଛି । ଏହା ଦିନକୁ ଦିନ ଆହୁରି ବଢ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ…
ବାତ୍ୟା କାରଣରୁ ଦୃଶ୍ୟମାନ ହେବନି ସୁପର୍ ବ୍ଲଡ୍ ମୁନ୍, ବାଦଲ ଓ ବର୍ଷାରେ ଢ଼ାଙ୍କି ହୋଇ ରହିବ ଆକାଶ
ନୂଆଦିଲ୍ଲୀ : ମେ ୨୬ ତାରିଖ ଅର୍ଥାତ୍ ଆଜି ସୁପର୍ ବ୍ଲଡ୍ ମୁନ୍ ଆକାଶରେ ଦୃଶ୍ୟମାନ ହେବ । ଆଜି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ରହିବେ । ତେଣୁ ପୃଥିବବୀର ଲୋକମାନଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହେବ ।…
ପ୍ରେରଣା ସାଜିଲେ ନିକିତା: ପୁଲୱାମାରେ ସହିଦ ହୋଇଥିଲେ ପତି, ମେ ୨୯ରେ ସମ୍ଭାଳିବେ ଲେଫ୍ଟନାଂଟ ପଦ
ନୂଆଦିଲ୍ଲୀ : ୨୦୧୯ ମସିହା ପୁଲୱାମା ଆତଙ୍କୀ ହମଲା ଏବେ ମଧ୍ୟ ମନରେ ସତେଜ ରହିଛି । ଏହି ଆକ୍ରମଣରେ ଦେଶର ୪୦ ଜଣ ବୀର ସିଆରପିଏଫ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ସେ…
ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ବିମାନରେ ଏକା ଯାତ୍ରା କଲେ, ଭଡ଼ାଦେଲେ ମାତ୍ର ୧୮ ହଜାର
ନୂଆଦିଲ୍ଲୀ: ଏକ ବିମାନରେ ଏକା ଏକା ଯାତ୍ରା କରିବାକୁ କିଏ ବା ନ ଚାହିଁବ? ଏହା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ । ଜଣେ ବ୍ୟକ୍ତି ଯଦି ଧନୀ ହୋଇଥିବ, ତେବେ ଏହା ସମ୍ଭବ ହେବ । ତେବେ ଭାଗ୍ୟ ସାଥ୍ ଦେଲେ ଜଣେ ସାଧାରଣ ଲୋକ…
ବାବା ରାମଦେବଙ୍କୁ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ୍
ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଏଲୋପାଥୀ ବା ଡାକ୍ତରୀ ଔଷଧ ବିରୋଧରେ ବିବାଦୀୟ ମନ୍ତବ୍ୟ । ବାବା ରାମଦେବଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ଆଣିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) । ଏହାପରେ କେନ୍ଦ୍ର…
ବୃଦ୍ଧ ବୟସରେ ପର କରିଦେଲେ ଜନ୍ମକଲା ପିଲା, ଏବେ ବଞ୍ଚିବା ପାଇଁ ରାସ୍ତାରେ କଡରେ ବିକୁଛନ୍ତି ପେଣ୍ଟିଂ
କୋଲକାତା: ଗତ ବର୍ଷ ଠାରୁ କରୋନା ମହାମାରୀ ଆରମ୍ଭ ସାରା ଦେଶରେ କାୟା ମେଲଇବା ଆରମ୍ଭ କରିଥିଲା । ଆଉ ତାପରଠାରୁ ମହାମାରୀରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଏବଂ ସଟଡାଉନ୍…
ଜୋତା ଓ ସାନିଟାରୀ ପ୍ୟାଡରେ ପରଷା ହୋଇଛି ଖାଦ୍ୟ, ଦେଖନ୍ତୁ କିଛି ଅଜବ ପ୍ଲେଟିଂ ଫଟୋ
ନୂଆଦିଲ୍ଲୀ: ସାଧାରଣତଃ ଆମେ ବିଭିନ୍ନ ନାମୀଦାମୀ ରେଷ୍ଟୁରାଣ୍ଟରେ ଦେଖିଛେ ଯେ ସେଠାକାର ଡାଇନିଂ ଠାରୁ ଆରମ୍ଭ କରି ପ୍ଲେଟିଂ ପର୍ଯ୍ୟନ୍ତ ସବୁ କିଛି ବହୁତ ସୁନ୍ଦର ଭାବରେ ସଜା ହୋଇଥାଏ । ସେମାନେ ଗ୍ରାହକ ମାନଙ୍କୁ ଖୁସି…
କୃଷକ ଆନ୍ଦୋଳନକୁ ପୁରିଲା ଛଅ ବର୍ଷ, ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ
ନୂଆଦିଲ୍ଲୀ : ତିନି କୃଷିି ଆଇନ ବିରୋଧରେ ଗତ ବର୍ଷଠୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଅର୍ଥାତ ମେ ୨୬ରେ ଛଅ ମାସ ପୁରିଛି । ଏହି ଅବସରରେ କୃଷକ ସଂଗଠନ ବୁଧବାର କଳା ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । କୃଷି ଆଇନ…