Browsing Category

ଦେଶ

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କଲା NCB

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ଭାଇ ଇକବାଲ କାସକରକୁ ଆଜି ଗିରଫ କରିଛି ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ୍ ଏନସିବି । ଡ୍ରଗ୍ସ ମାମଲାରେ ପ୍ରଡକ୍ସନ ୱାରେଣ୍ଟ ଉପରେ ଇକବାଲ କାସକରକୁ…

‘ଖୁସି’ ସୋସିଆଲ୍ ମିଡିଆରେ… Bold Look ରେ ହଇଚଇ କରୁଛନ୍ତି ଶ୍ରୀଦେବୀଙ୍କ ଝିଅ

ଓଡ଼ିଶା ଭାସ୍କର ବ୍ୟୁରୋ: ଫିଲ୍ମରୁ ରହିଛନ୍ତି ଦୂରରେ । କିନ୍ତୁ ଇଣ୍ଟରନେଟ୍ରେ ସୃଷ୍ଟି କରୁଛନ୍ତି ଝଡ଼ । ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ୍ ରହୁଛନ୍ତି । ଏବେ ତାଙ୍କର ବାଇଗଣୀ କଲର୍ ବିକିନି ଓ ଶ୍ରଗ୍ ରୂପ ଦେଖି ୟୁଜର୍ସ…

ଭାରତରେ ୪୦ରୁ ଅଧିକ ଡେଲଟା ପ୍ଲସ୍ ଭାରିଆଣ୍ଟ, ଦେଶ ପାଇଁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢ଼ାଇ ଦେଇଛି । ତେବେ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିବା ପରେ ମହାରାଷ୍ଟ୍ର,…

ଖୁବ୍ ଶୀଘ୍ର ଆରମ୍ଭ ହେବ ‘ଇନ-କାର ଡାଇନିଂ’ ସୁବିଧା; ଲୋକଙ୍କୁ ଆକର୍ଷିତ କରିବା ପାଇଁ କେରଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିଆରା…

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । କରୋନା ଭୟ ନେଇ ସମସ୍ତେ ଘରେ ବନ୍ଦ ହୋଇ ରହୁଛନ୍ତି । ଫଳରେ ଡରିକି କେହି ବାହାରକୁ ଆସୁନାହାନ୍ତି । ଗତବର୍ଷରୁ ଆରମ୍ଭ ହୋଇଥିବା କରୋନା…

ଦିଲ୍ଲୀ ହାଇକୋର୍ଟରୁ ହ୍ୱାଟ୍ସଆପ୍ କୁ ଝଟକା, CCIଙ୍କ ନୋଟିସ୍ ଉପରେ ରୋକ ଲଗାଇବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ: ନୂଆ ଗୋପନୀୟତା ପଲିସିକୁ ନେଇ ହ୍ୱାଟ୍ସଆପ୍ କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନୂତନ ପ୍ରାଇଭେସି ପଲିସି ମାମଲାରେ ସୂଚନା ଦେବା ପାଇଁ ଫେସବୁକ, ହ୍ୱାଟ୍ସଆପ୍ କୁ ଭାରତୀୟ…

ପୁଅର ବୟସ ୧୮ ବର୍ଷ ହୋଇଗଲେ ବି ବାପାର ଦାୟିତ୍ଵ ଶେଷ ହୁଏ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ 

ନୂଆଦିଲ୍ଲୀ : ଯଦି ପୁଅର ବୟସ ୧୮ ବର୍ଷ ହୋଇଯାଏ, ତେବେ ବି ବାପାର ପୁଅ ପ୍ରତି ଦାୟିତ୍ଵ ଶେଷ  ହୁଏ ନାହିଁ। ପୁଅ ସାବାଳକ ହେବା ପରେ ଏହାର ଶିକ୍ଷା ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ଏକାକୀ ମା ଉଠାଇ ପାରିବ ନାହିଁ। ବାପାଙ୍କୁ…

ବିବାହ ବୈଧ ନୁହେଁ ତ, ଏ ଡ୍ରାମା କାହିଁକି …

ନୂଆଦିଲ୍ଲୀ: ପଶ୍ଚିମବଙ୍ଗଳା ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସେ ଏବେ ହେଡଲାଇନରେ ରହିଛନ୍ତି । ତାଙ୍କୁ ନେଇ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।…

ବ୍ୟାଙ୍କକୁ ୯ ହଜାର କୋଟି ସ୍ଥାନାନ୍ତର କଲା ଇଡି: ମାଲ୍ୟା, ମୋଦି ଓ ଚୋକସିଙ୍କ ଠାରୁ ଜବତ ହେଲା ବେଆଇନ୍ ସମ୍ପତ୍ତି

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକସିଙ୍କ ଠାରୁ ବେଆଇନ୍ ସମ୍ପତ୍ତି ଆଦାୟ କରାଯାଇଛି । ଏହି ତିନି ଠକଙ୍କ ଠାରୁ ମୋଟ ୯୩୭୧ କୋଟି ଟଙ୍କା ବିଭିନ୍ନ ରାଜ୍ୟର ବ୍ୟାଙ୍କକୁ ସ୍ଥାନାନ୍ତର…

ଦେଶରେ ତଳକୁ ଖସୁଛି କରୋନା ଗ୍ରାଫ୍: ଆଜି ୧୩୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ରାଜନୀତିରେ ଯୋଗ ଦେବାର ପ୍ରଶ୍ନ ଉଠୁ ନାହିଁ ; ଏମିତି କହିଲେ ଅନୁପମ୍ ଖେର

ମୁମ୍ବାଇ: ବଲିଉଡର ଭେଟରାନ୍ ଅଭିନେତା ଅନୁପମ୍ ଖେର ତାଙ୍କର ସବୁବେଳେ କିଛି ନା କିଛି କଥାକୁ ନେଇ ସେ ଟ୍ୱିଟ୍ କରୁଥାନ୍ତି । ଯେମିତିକି ରାଜନୈତିକ ଦୃଷ୍ଟି କୋଣକୁ ନେଇ ସେ ବହୁତ ସକ୍ରିୟ ରହିଥାନ୍ତି । ସେ ସଦାସର୍ବଦା…