Browsing Category
ଦେଶ
ଜଳିଗଲା ମିଗ୍-୨୯ ଏୟାରକ୍ରାଫ୍ଟ
ଗୋଆ,୨୩ ।୨: ଜଳିଗଲା ଭାରତୀୟ ନୌସେନାର ମିଗ୍-୨୯କେ ଏୟାରକ୍ରାଫ୍ଟ । ରୁଟିନ୍ ଟ୍ରେନିଙ୍ଗ ପାଇଁ ଉଡାଣ ଭରିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏହି ବିମାନ । ଗୋଆରେ ହୋଇଛି ଏହି ଦୁର୍ଘଟଣା । ବିମାନ ଦୁର୍ଘଟଣାରୁ…
ପ୍ରଧାନମନ୍ତ୍ରୀ ମନ କି ବାତ୍ ରେ କହିଲେ ଯେଉଁ ଦେଶ ଫିଟ୍ ଅଛି ସେ ସବୁ ବେଳେ ହିଟ୍
ନୂଆଦିଲ୍ଲୀ, ୨୩ା୨: ରେଡ଼ିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କହିଛନ୍ତି । ସେ କହିଛନ୍ତି ଦେଶର ବିବିଧତା ଗର୍ବରେ ଭରିଦେଉଛି । ପ୍ରତିଭା ବଜାର କଳା ପ୍ରଦର୍ଶନର ଏକ ବଡ଼ ମଞ୍ଚ । ଏହାସହ ପ୍ରତିଭା ବଜାରରେ…
ଟେମ୍ପୋ-ଟ୍ରକ୍ ମୁହାଁମୁହିଁ, ୧୧ମୃତ
ଗୁଜୁରାଟ, ୨୩ା୨: ଗୁଜୁରାଟର ଭଦୋଦରାର ରାନୁ-ମହୁଭାଦ ସଂଯୋଗ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଟେମ୍ପୋ ଓ ଟ୍ରକ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।…
ଭାରତ ବନ୍ଦର ଆଂଶିକ ପ୍ରଭାବ
ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ଆଜି ଭୀମ ଆର୍ମି ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଢ଼ିଥିବା ଦେଖିବାକୁ ମିଳିଛି । ଯେମିତିକି ସମ୍ଭଲପୁର,…
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ, ୨୨ା୨: ଆଜି ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଖେଳାଳିଙ୍କ…
Centre pays Rs 50,850 crore to 8.46 crore farmers in first year of PM-KISAN scheme
New Delhi, 22/2: The Centre said it has disbursed Rs 50,850 crore to 8.46 crore farmers in one year of its Pradhan Mantri Kisan Samman Nidhi (PM-KISAN) scheme aimed to provide…
ସାହିନବାଗ ବିକ୍ଷୋଭ, ରାସ୍ତା ଖୋଲିଲେ ପ୍ରଦର୍ଶନକାରୀ
ନୂଆଦିଲ୍ଲୀ, ୨୨ା୨: ଦିଲ୍ଲୀ ସ୍ଥିତ ସାହିନବାଗରେ ଦୀର୍ଘ ୭୦ଦିନରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀମାନେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ପ୍ରଦର୍ଶନକାରୀମାନେ ରାସ୍ତା ଖୋଲିଥିବା ସୂଚନା…
Breaking: Delhi court dismisses Vinay’s plea for medical treatment
New Delhi, 22/2: In a major development, a Patiala court has dismissed Nirbhaya convict Vinay Sharma's plea for medical treatment. The Delhi court also asked the Tihar authorities…
Bengal is in driver seat against Odisha
Cuttack, 22/2: With the help of brilliant collective bowling performances from their bowlers, Bengal is now in the pole position to enter in the semifinal of the Ranjit Trophy.…
ନିର୍ଭୟା ମାମଲା, ଦୋଷୀ ବିନୟର ଆବେଦନ ଖାରଜ
ନୂଆଦିଲ୍ଲୀ, ୨୨ା୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ବିନୟର ଆବେଦନ ଖାରଜ ହୋଇଛି । ବିନୟର ଆବେଦନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । ବିନୟ ମାନସିକ ବିକୃତ ଥିବା ନେଇ ଚିକିତ୍ସା ପାଇଁ କୋର୍ଟରେ ଆବେଦନ…