Browsing Category

ଦେଶ

ଗ୍ୟାସ୍ ପାଇପ୍ ଲାଇନର ଲୋକାର୍ପଣ, ଜାଣନ୍ତୁ କ’ଣ କହିଲେ ମୋଦୀ?

ନୂଆଦିଲ୍ଲୀ,୫ ।୧: କୋଚି-ମାଙ୍ଗାଲୁରୁ ଗ୍ରାସ୍ ପାଇପ୍ ଲାଇନର ଆଜି ଲୋକର୍ପଣ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିଛନ୍ତି । ପାଇପଲାଇନ୍ ପାଇଁ ୩ ହଜାର କୋଟି ଟଙ୍କା…

କରୋନା ଷ୍ଟ୍ରେନର ବ୍ୟାପକ ସଂକ୍ରମଣ: ଏହି ଦେଶରେ ଲାଗୁ ହେଲା ପୁଣି ଲକଡାଉନ

ନୂଆଦିଲ୍ଲୀ, ୫ା୧: କିଛି ଦେଶରେ କରୋନାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ବ୍ରିଟେନରେ ନୂଆ ଷ୍ଟ୍ରେନର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ…

ଦେଶରେ ଦିନକରେ ୨୦୧ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୫ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୮୫୦କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୩୭୫ ଜଣ ଆକ୍ରାନ୍ତ ହୋଇଥିବା…

୮ରେ ପୁଣି ହେବ କେନ୍ଦ୍ର-କୃଷକ ଆଲୋଚନା

ନୂଆଦିଲ୍ଲୀ,୪ ।୧: ନୂଆ କୃଷି ଆଇନକୁ ନେଇ ଆଜି କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ହୋଇଥିବା ୭ମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । କିନ୍ତୁ ଆଜି ବି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ଫଳରେ…

ଭୁଶୁଡ଼ିବ ଡିଏମକେ: ଷ୍ଟାଲିନଙ୍କ ବିରୋଧରେ ଓହ୍ଲାଇଲେ ଆଲାଗିରି

ମଦୁରାଇ, ୪ା୧: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନିଷ୍ଠ ପୁତ୍ର ତଥା ଦ୍ରାବିଡ଼ ମୁନେତ୍ରା କାଝାଗମ (ଡିଏମକେ)ର ସଭାପତି ଏମକେ ଷ୍ଟାଲିନଙ୍କ ବିରୋଧରେ ଜ୍ୟେଷ୍ଠ ପୁତ୍ର ଆଲାଗିରି ବିଦ୍ରୋହ ଆରମ୍ଭ…

ବିନା ମାସ୍କରେ ବସିଲେ କ୍ୟାବରେ: ଗଣିଲେ ୫୦ ହଜାର ଜରିମାନା

ଭାନକୋଭର, ୪ା୧: ଦିନ ଥିଲା ଲୋକେ କରୋନାକୁ ନେଇ ବହୁତ ସଚେତନ ରହିବା ସହ କଟକଣାକୁ ମାନୁଥିଲେ । ମାତ୍ର ଟିକା ଆସିବା ନେଇ ଚର୍ଚ୍ଚା ହେବା ଦିନଠାରୁ କିଛି ଲୋକ କରୋନା ଗାଇଡଲାଇନକୁ ମାନୁ ନଥିବା ଦେଖା ଯାଉଛି । ଏହିପରି…