Browsing Category
ଦେଶ
UPIକୁ ନେଇ RBIର ଚେତାବନୀ, PhonePe ଏବଂ Google Pay ୟୁଜର୍ସଙ୍କ ପାଇଁ ବଡ଼ ଖବର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୁଧବାର ଦିନ କହିଛନ୍ତି ଯେ, ଦେଶରେ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଥିବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ) ସର୍ବଦା ମାଗଣାରେ ରହିବ…
Bank job 2025: ବରୋଦା ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ପୂରଣ ହେବ 417 ପଦବୀ, ଆବେଦନର ଶେଷ ତାରିଖ 26 ଅଗଷ୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ, ସରକାରୀ ବ୍ୟାଙ୍କଗୁଡ଼ିକରେ ନିଯୁକ୍ତି ପର୍ଯ୍ୟାୟ ଚାଲିଛି। SBI କ୍ଲର୍କ ପାଇଁ ଖାଲି ପଦ ବାହାର କରିଥିବା ବେଳେ ଏବେ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ମ୍ୟାନେଜର ପଦବୀ ପାଇଁ ସିଧାସଳଖ ନିଯୁକ୍ତି…
ଘାଟିରୁ ୨୦୦ ଫୁଟ୍ ତଳକୁ ଖସିଲା CRPF ଯବାନଙ୍କ ଗାଡ଼ି: ୨ ଯବାନ ସହୀଦ୍, ୧୨ ଜଣ ଗୁରୁତର
ଜମ୍ମୁ: ଜମ୍ମୁ-କଶ୍ମୀର ଉଧମପୁରରେ ଘଟିଛି ବଡ଼ ଦୁର୍ଘଟଣା । ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆପିଏଫ୍) ଯବାନଙ୍କ ଗାଡ଼ି ଘାଟିରୁ ୨୦୦ ଫୁଟ୍ ତଳକୁ ଖସିଯାଇଛି ।
ଦୁର୍ଘଟଣାରେ ୨ ଜଣ ଯବାନଙ୍କ ମୃତ୍ୟୁ…
(Video) ବିରାଟ କୋହଲିଙ୍କ ସହ ନିଜ ସମ୍ପର୍କକୁ ନେଇ କ’ଣ କହିଲେ MS Dhoni? ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୨ ପୂର୍ବତନ ମହାନ କ୍ୟାପ୍ଟେନ ଏମଏସ ଧୋନୀ ଏବଂ ବିରାଟ କୋହଲି ମଇଦାନ ବାହାରେ ଭଲ ସାଙ୍ଗ ଅଟନ୍ତି। ସୋସିଆଲ ମିଡିଆରେ ଅନେକ ଥର ଦେଖିବାକୁ ମିଳିଥାଏ ଯେ, କିଛି ଫ୍ୟାନ୍ସ ଏହି ଦୁହିଁଙ୍କୁ ତୁଳନା…
ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମକୁ ବଡ଼ ଝଟକା, ସିରିଜରୁ ବାହାରିଲେ କ୍ୟାପ୍ଟେନ୍
ନୂଆଦିଲ୍ଲୀ: ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ 7 ରୁ ବୁଲୱାୟୋର କୁଇନ୍ସ ସ୍ପୋର୍ଟସ୍ କ୍ଲବରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚରେ…
ଯାହା ହେଇଯାଉ ଆଜି ମୁଁ ବାହା ହେବି, ମୋତେ କିଏ ଅଟକାଇବ ଦେଖି…ବରଙ୍କ ଦେଶୀ ଯୋଗାଡର ଭିଡିଓ ହେଉଛି ଭାଇରାଲ
ଓଡ଼ିଶା ଭାସ୍କର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଯାଏ । ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକେ ମୁଣ୍ଡରେ ହାତ ଦେଉଛନ୍ତି ।
ସୋସିଆଲ ପ୍ଲାଟଫର୍ମରେ ଭାଇରାଲ…
୨୯୭ ବର୍ଷ ପରେ ରକ୍ଷାବନ୍ଧନରେ 6 ଗ୍ରହଙ୍କର ବିରଳ ସଂଯୋଗ, ସୁନା ପରି ଚମକିବ ଏହି 3 ରାଶିଙ୍କ ଭାଗ୍ୟ
ଓଡ଼ିଶା ଭାସ୍କର: ଏହି ବର୍ଷ ରକ୍ଷାବନ୍ଧନରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେଉଛି । ସେଥିମଧ୍ୟରୁ ଗୋଟିଏ ସଂଯୋଗ ଦୀର୍ଘ 297 ବର୍ଷ ପରେ ସୃଷ୍ଟି ହେଉଛି । ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ, ଏହି ସଂଯୋଗ ସହିତ ୩ଟି ରାଶିର…
ହଠାତ୍ ନିଖୋଜ ହେଲେ 4 ମହିଳା…ଗୋଟିଏ ଘରୁ ମିଳିଲା କଙ୍କାଳ, ୧୦ଟି ମାନବ ହାଡ଼, ଖପୁରୀ ଏବଂ ଦାନ୍ତ…
ନୂଆଦିଲ୍ଲୀ: ଗତ କୋଡ଼ିଏ ବର୍ଷ ମଧ୍ୟରେ କେରଳରୁ ଚାରି ଜଣ ମହିଳା ନିଖୋଜ ହୋଇଯାଇଛନ୍ତି । ଏହି ମହିଳାଙ୍କ ସନ୍ଧାନ ଚାଲିଥିବା ବେଳେ, ମାମଲାଟି ଏକ ନୂତନ ମୋଡ଼ ନେଇଛି । ପୋଲିସ ସେବାଷ୍ଟିଆନ ନାମକ ଜଣେ 68 ବର୍ଷୀୟ…
୯୯ ଟଙ୍କାର ଟିକେଟ୍ ବି କାମ ଦେଲାନି, ‘ଧଡ଼କ ୨’ ଷଷ୍ଠ ଦିନର କଲେକ୍ସନ ସକିଂ
ନୂଆଦିଲ୍ଲୀ: ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ତୃପ୍ତି ଡିମରୀ ଅଭିନୀତ ରୋମାଣ୍ଟିକ ଡ୍ରାମା 'ଧଡକ 2' ବକ୍ସ ଅଫିସରେ କବ୍ଜା ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ଫିଲ୍ମର କାହାଣୀ ବହୁତ ମନୋରଞ୍ଜନକାରୀ ଏବଂ ଷ୍ଟାରକାଷ୍ଟଙ୍କ…
Post Officeର ସୁପରହିଟ୍ ସ୍କିମ, 21 ବର୍ଷ ବୟସରେ ଝିଅ ପାଇବେ 70 ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ ହେଉ ଏବଂ ଯେତେବେଳେ ସେମାନେ ବଡ଼ ହୁଅନ୍ତି, ସେମାନଙ୍କ ଶିକ୍ଷା କିମ୍ବା ବିବାହ ପାଇଁ ଟଙ୍କାର ଅଭାବ ନ ରହୁ। ଯଦି ଆପଣ…