fbpx
Browsing Category

ଦେଶ

ମେଘାଳୟର ପ୍ରଥମ ମହିଳା DGP ହେଲେ ଇଦାଶିଶା ନୋଗ୍ରାଙ୍ଗ, ସେ ୧୯୯୨ ବ୍ୟାଚର IPS ଅଫିସର ଥିଲେ

ଶିଲଙ୍ଗ୍: ମେଘାଳୟର ପ୍ରଥମ ପୋଲିସ ନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ ହୋଇଛନ୍ତି ଇଦାଶିଶା ନୋଗ୍ରାଙ୍ଗ । ୧୯୯୨ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ନୋଗ୍ରାଙ୍ଗ ଏଲ୍. ଆର୍ ବିଷ୍ଣୋଇଙ୍କ ସ୍ଥାନରେ ନିଯୁକ୍ତ…

ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର ଦ୍ୱାର, ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ନୂଆଦିଲ୍ଲୀ: ଆଜି ଖୋଲିଲା ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମର ଦ୍ୱାର । ମେ ୧୦ରେ ବାବା କେଦାରନାଥ, ଜମୁନୋତ୍ରୀ ଏବଂ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲାଯିବା ପରେ ଆଜି ସକାଳ ୬ଟାରେ ଭକ୍ତଙ୍କ ପାଇଁ ଖୋଲାଯାଇଛି ବଦ୍ରିନାଥ…

ଏହି ରାଉଟର୍ସ ବ୍ୟବହାର କରି ଆପଣ ଯାଇପାରନ୍ତି ଜେଲ୍ ! ସରକାର ଦେଲେ ଚେତାବନୀ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ୱାଇ-ଫାଇ ରାଉଟର ପାଇଁ ଡିଜିସୋଲ ପକ୍ଷରୁ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In)  ଏକ ଆଡଭାଇଜରୀ ଜାରି କରିଛି । ସରକାର କହିଛନ୍ତି ଯେ, ଡିଜିସୋଲର ରାଉଟରର ଫର୍ମୱେୟାରରେ ସାଇବର ଆକ୍ରମଣର…

ସ୍ନେହ ଓ ଭଲପାଇବାରେ ନାହିଁ ଯାହାର ତୁଳନା ସେ ହେଉଛି ମାଆ, ଜାଣନ୍ତୁ ବିଶ୍ୱ ମାତୃ ଦିବସର ଇତିହାସ

ଓଡ଼ିଶା ଭାସ୍କର: ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଉଛି ‘ମାଆ’ । ଯାହାର ବିକଳ୍ପ ନାହିଁ କି ତୁଳନା ନାହିଁ । ମାଆ ଶବ୍ଦକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ବି କମ୍ ପଡ଼ିଯିବ । ଦୁନିଆର ସବୁ ସୁଖ ଯେମିତି ମାଆର ପଣତ ତଳେ…

ହଜିଯାଇଥିବା ଫୋନ ଫେରିପାଇବାକୁ ଚାହୁଁଛନ୍ତି କି? Android ର ଏହି ଫିଚରରେ ମଧ୍ୟମରେ ଜାଣନ୍ତୁ କିପରି ଖୋଜିବେ

ନୂଆଦିଲ୍ଲୀ: ଆଜିକାଲି ଫୋନରେ ସମସ୍ତେ ନିଜର ସମସ୍ତ ଜରୁରୀ ଡାଟା ରଖୁଛନ୍ତି । ଯେପରିକି ପର୍ସନାଲ ଡାଟା, ଭିଡିଓ-ଫଟୋଜ, ବ୍ୟାଙ୍କିଙ୍ଗ ଡାଟା ଏବଂ ଅନ୍ୟ ଜରୁରୀ ଜିନିଷ । ତେବେ ଏହି ଗୁଡିକ ପାଇଁ ଫୋନ ହଜିବା ମାତ୍ରେ ଆମେ…

(Video) ‘ଆଗାମୀ ୧୦ ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବନି..’, ବିଜେପିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ସମୟରେ ନେତା-ନେତାଙ୍କ ମଧ୍ୟରେ ଟାର୍ଗେଟ କରିବା ପ୍ରକ୍ରିୟା ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଓଡ଼ିଶାରେ ରାଲି କରି ମୁଖ୍ୟମନ୍ତ୍ରୀ…

ଜରୁରୀକାଳୀନ ଆବଶ୍ୟକତା ପାଇଁ ଖୋଲା ରହିବ ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ନ୍ୟୁୟର୍କର ଭାରତୀୟ କନସୁଲେଟ୍ ଜରୁରୀକାଳୀନ ଆବଶ୍ୟକତା ପାଇଁ ଛୁଟିଦିନରେ ମଧ୍ୟ ଖୋଲା ରହିବାକୁ ଘୋଷଣା କରିଛି । ୧୦ ମଇରୁ ଛୁଟିଦିନରେ ଏହା ଅପରାହ୍ନ ୨ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ହେଲ୍ପଲାଇନ…

ସୁପ୍ରିମକୋର୍ଟ: ପିତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟରରେ ରହୁଥିବା ସରକାରୀ କର୍ମଚାରୀ HRA ପାଇଁ ହକଦାର ନୁହନ୍ତି

ନୂଆଦିଲ୍ଲୀ: ଯଦି କୌଣସି ସରକାରୀ କର୍ମଚାରୀଙ୍କ ତାଙ୍କର ପିତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟରରେ ରହୁଥିବେ ତେବେ ସେ ଘର ଭଡ଼ା ଭତ୍ତା (ଏଚଆରଏ) ପାଇବାକୁ ହକଦାର ହେବେ ନାହିଁ । ସୁପ୍ରିମକୋର୍ଟ ଏ ମାମଲାରେ ଏକ…

ପୁଣି ଏକ ଅଜବ ଘଟଣା! ପରୀକ୍ଷାରେ ମୋଟ ୧୦୦ ମାର୍କରୁ ଏମବିଏ ଛାତ୍ରଙ୍କୁ ମିଳିଲା ୧୧୮, ୧୦୬ ଓ ୧୦୨ ମାର୍କ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ଅନେକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ କିଛି ଛାତ୍ରଛାତ୍ରୀ ପରୀକ୍ଷା ପାସ୍ କରିବା ପାଇଁ…

ସୀମାରେ ନଜର ରଖିବ Hermes-900 ଡ୍ରୋନ: ଅନୁପ୍ରବେଶକାରୀଙ୍କ ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ଆତଙ୍କବାଦୀ ଅନୁପ୍ରବେଶକାରୀଙ୍କୁ ଲାଗିବ ଝଟକା । ଭାରତର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବ ହର୍ମିସ-୯୦୦ । ଏହାକୁ ଅତିଶୀଘ୍ର ଭାରତୀୟ ସେନାରେ ସାମିଲ କରାଯିବ । ଏହି ଡ୍ରୋନଟି…