fbpx
Browsing Category

ଦେଶ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ବଡ଼ ଅଘଟଣ: ପୋଲିଂ ଏଜେଣ୍ଟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ଘଟିଯାଇଛି ଏକ ବଡ଼ ଅଘଟଣ…

ସନ୍ଦେଶଖାଲିରେ ବଡ଼ ଧରଣର ରେଡ୍; ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା CBI, ବୋମା ନିଷ୍କ୍ରିୟ କରିବାକୁ ପହଞ୍ଚିଲା NSG

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶ ପୁଣି ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ଦିନ ସିବିଆଇ ଶେଖ ଶାହାଜାହାନଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି…

ଯୌନ ଶୋଷଣ ମାମଲାରେ ବ୍ରିଜ ଭୂଷଣ ସିଂହଙ୍କୁ ଝଟକା: ଯାଚିକା ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧାଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କୁ ଲାଗିଛି ଝଟକା । ବ୍ରିଜ ଭୂଷଣଙ୍କୁ ତରଫରୁ ଆଗତ କରାଯାଇଥିବା…

ମରିଗଲା ମାନବିକତା; ମାଠିଆରୁ ପାଣି ପିଇବାରୁ ଦଳିତ ଯୁବକଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ, ଏତଲା ରୁଜୁ

ଭୋପାଳ: ଆଜି ଏକବିଂଶ ଶତାବ୍ଦୀରେ ଯେଉଁଠି ମଣିଷ ଚନ୍ଦ୍ରରେ ଘର ନିର୍ମାଣ କରୁଛି। ଅପରପକ୍ଷେ ଆଜି ବି ସାମନ୍ତବାଦୀ- ଅସ୍ପୃଶ୍ୟତା ଚିନ୍ତାଧାରାକୁ ଯାବୁଡି ଧରିଛନ୍ତି କିଛି ଲୋକ। ମଧ୍ୟପ୍ରଦେଶର ମହୋବା ଜିଲ୍ଲାର ଶ୍ରୀନଗର…

ହସ୍ପିଟାଲରେ ବିଲ୍ ଦେଇ ନ ପାରି ନିଜ ନବଜାତ ଶିଶୁକୁ ବିକିଦେଲେ ବାପା ମା’, ଜାଣନ୍ତୁ ପୁରା ଖବର

ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦରୁ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଦମ୍ପତି ଯାହା କରିଛନ୍ତି ସେ ବିଷୟରେ କେହି କେବେ ଚିନ୍ତା ବି କରିପାରିବେ ନାହିଁ । ମାତ୍ର କିଛି ମୁହୂର୍ତ୍ତ…

ସଲମାନ ଖାନ୍‌ଙ୍କ ଘରକୁ ଫାୟାରିଂ ମାମଲା: ବନ୍ଧୁକ ଯୋଗାଇଥିବା ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ୱାଇ: ସଲମାନ ଖାନ୍‌ଙ୍କ ଘରେ ଗୁଳି ଚାଳନା ମାମଲାରେ ପୂର୍ବଦିନ ଖବର ଆସିଥିଲା ଯେ ଗୁଳିଚାଳକଙ୍କ ପାଖରେ ୪୦ଟି ଗୁଳି ଥିଲା ଏବଂ ଯେଉଁମାନେ ସେମାନଙ୍କୁ ବନ୍ଧୁକ ଯୋଗାଉଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେପଟେ ଏହି…

(Video) ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟରରେ ଓଲଟା ତ୍ରିରଙ୍ଗା… ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି କରିଛି । ଏହାସହିତ ଅବଶିଷ୍ଟ ପ୍ରଚାର ପାଇଁ ମଧ୍ୟ ପ୍ରଚାର କରୁଛନ୍ତି ରାଜନୈତିକ ଦଳ ଏବଂ ପ୍ରାର୍ଥୀ । ତେବେ ଏହାଭିତରେ କଂଗ୍ରେସକୁ ନେଇ ଉଠିଛି…

‘ସ୍ତ୍ରୀଧନ’ ଉପରେ ସ୍ୱାମୀ କି ଶ୍ୱଶୁର ଘରର ଅଧିକାର ନାହିଁ, ଆସିଲା ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ହେଉଥିବା ଲୋକସଭା ନିର୍ବାଚନ ଭିତରେ କିଛି ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ରହିଛି ମଙ୍ଗଳସୂତ୍ର ଓ ସ୍ତ୍ରୀଧନ । ସୁପ୍ରିମକୋର୍ଟ ଗୁରୁବାର ଏହି ସ୍ତ୍ରୀଧନକୁ ନେଇ ଏକ…

ସାମ୍ନାକୁ ଆସିଲା ବଡ ଦୁଃଖଦ ଖବର, ରେଜଲ୍ଟ ଆସିବାର ମାତ୍ର କିଛି ଘଣ୍ଟା ଭିତରେ ଆତ୍ମହତ୍ୟା କଲେ ୭ ଛାତ୍ରଛାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାରେ ଇଣ୍ଟରମିଡିଏଟ୍ ରେଜଲ୍ଟ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ଭିତରେ ରାଜ୍ୟର ଅଲଗା ଅଲଗା ସ୍ଥାନରେ ୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ସମସ୍ତ ଛାତ୍ରଙ୍କ ବୟସ ୧୭ ବର୍ଷରୁ କମ୍…

ମେ’ ୮ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ମନୀଷ ସିସୋଦିଆ, କୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସରେ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଠାରୁ ପୁଣି ଝଟକା ମିଳିଛି । ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ…