fbpx
Browsing Category

ଦେଶ

ନୋଏଡାର ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ, ୪୦ ରୋଗୀଙ୍କୁ ଅନ୍ୟ ଜାଗାକୁ ସିପ୍ଟ

ନୋଏଡା,୯ ।୧: ଦିଲ୍ଲୀ-ଏନସୀଆରରେ ଗୋଟିଏ ଦିନରେ ଦୁଇଟି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ପଟପଡଗଞ୍ଜ ପରେ ନୋଏଡାର ସେକ୍ଟର-୨୪ରେ ଥିବା ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବାକୁ…

ସୁପ୍ରିମକୋର୍ଟରେ ନିର୍ଭୟା ମାମଲାରେ କ୍ୟୁରୋଟିଭ୍ ପିଟିସନ ଦାଖଲ

ନୂଆଦିଲ୍ଲୀ, ୯ା୧: ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଡ଼େଥ୍ ୱାରେଣ୍ଟ ବିରୋଧରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଦୋଷୀଙ୍କୁ…

ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୯ା୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରି ୧ରେ ୨୦୧୯-୨୦ର କେନ୍ଦ୍ର ବଜେଟ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇଟି ପର୍ଯ୍ୟାୟରେ ଏଥରର ବଜେଟ…

ନୂଆଦିଲ୍ଲୀର ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ, ୯ା୧: ନୂଆଦିଲ୍ଲୀ ପତପରଗଞ୍ଜ ଶିଳ୍ପାଞ୍ଚଳରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି । ସେହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶିଳ୍ପାଞ୍ଚଳରେ ଥିବା ପ୍ରିଣ୍ଟିଂ ପ୍ରେସରେ ନିଆଁ ଲାଗିଛି ।…

ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବନି: ଟ୍ରମ୍ପ

ୱାସିଂଟନ, ୮ା୧: ଇରାନର ମିଜାଇଲ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ମିଜାଇଲ ଆକ୍ରମଣରେ କେହି ଆମେରିକାନ ମରିନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଇରାନ…

ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରେ ଲାଭବାନ ହେବ ଓଡ଼ିଶା

ନୂଅ।ଦିଲ୍ଲୀ,୮ା୧: ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି ।…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଅ।ଦିଲ୍ଲୀ,୮ା୧: କେନ୍ଦ୍ର କ୍ୟାବିନେଟରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୮ ରାଜ୍ୟରେ ପାଇପ୍ ଗ୍ୟାସ ପ୍ରତିଷ୍ଠା ପାଇଁ କ୍ୟାବିନେଟ ମୋହର ମାରିଥିବା ସୂଚନା ମିଳିଛି । ଏହି ଗ୍ୟାସ୍ ଗ୍ରୀଡ଼ରେ ୫ହଜାର…

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା,୪ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, ୮ା୧: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଉପରେ ଆପତ୍ତି ଉଠାଇଛନ୍ତି ଆମିକସ କ୍ୟୁରୀ । ରିପୋର୍ଟରେ କିଛି ତଥ୍ୟ ଉଣା ରହିଥିବା କହିଛନ୍ତି…

ଭାରତକୁ ଇରାନର ପ୍ରଶଂସା

ନୂଆଦିଲ୍ଲୀ, ୮ା୧: ଭାରତକୁ ଆଜି ଇରାନ ରାଷ୍ଟ୍ରଦୂତ ପ୍ରଶଂସା କରିଛନ୍ତି । ଆମେରିକା ସହ ତିକ୍ତତା ଭିତରେ ମଧ୍ୟ ଇରାନ ରାଷ୍ଟ୍ରଦୂତ ଏହିପରି ପ୍ରଶଂସା କରିଛନ୍ତି । ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା…